Latest Odisha News

BREAKING NEWS

ଓଡ଼ିଶାର ରାଜବୀର ପାଇଁ ଚିକିତ୍ସା ସହାୟତା ମାଗିଲେ ସୋନୁ ସୁଦ

ମୁମ୍ବାଇ: କନ୍ଧମାଳର କୁନି ପୁଅ ରାଜବୀର ପାଇଁ ସହାୟତା ମାଗିଲେ ବଲିଉଡ ଅଭିନେତା ସୋନୁ ସୁଦ । ତାଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ରେ ସହାୟତା କରିବାକୁ ସେ ଅପିଲ୍ କରିଛନ୍ତି । ରାଜବୀରଙ୍କ ଚିକିତ୍ସା ପାଇଁ ୧୬ କୋଟି ଇଞ୍ଜେକସନ୍ ଦରକାର । ଯାହା ଯୋଗାଡ଼ କରିବା ତାଙ୍କ ପରିବାର ପାଇଁ…

ଶନୟା କପୁର କରୋନା ପଜିଟିଭ

ମୁମ୍ବାଇ: ମା ମହିପ କପୁରଙ୍କ ପରେ ଝିଅ ଶନୟା କପୁର ବି କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଘୋଷଣା କରିଛନ୍ତି। କରଣ ଜୋହରଙ୍କ ଘରେ ରାତ୍ରୀ ଭୋଜନରେ ଯୋଗଦେବା ପରେ ତାଙ୍କ ମା ମହିପ କପୁର କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଥିଲେ। ସେ ନିଜ ସୋସିଆଲ୍‌…

ଆଜି ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆଜିଠୁ ପହିଲି ଭୋଗ ନୀତି

ପୁରୀ: ଆଜି ହେଉଛି ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ପାଳନ ହେଉଛି । ଆଜିଠୁ ଆରମ୍ଭ ହୋଇଛି ପହିଲି ଭୋଗ ନୀତି । ଶ୍ରୀମନ୍ଦିରରେ ଏହି ନୀତି ମାସେ ଧରି ଚାଲିବ । ପୌଷମାସରେ ମା’ ଲକ୍ଷ୍ମୀ ନିଜ ବାପ ଘରକୁ ଯାଇଥାନ୍ତି । ଏହି ସମୟରେ ମାତା ଯଶୋଦା ପହିଲି ଭୋଗରେ…

ପୋଲିସ ପାଠଶାଳା: ଆଜିଠୁ ବରିଷ୍ଠ ପୋଲିସ ଅଫିସରଙ୍କ ୩ ଦିନିଆ ସମ୍ମିଳନୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ୬୩ତମ ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀ । ୩ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀକୁ ପୋଲିସ ଡିଜି ଅଭୟ ଭର୍ଚୁଆଲରେ ଉଦଘାଟନ କରିବେ । ପ୍ରଥମ ଦିନରେ ମୁଖ୍ୟ ପ୍ରସଙ୍ଗ ରହିବ ରାଜ୍ୟର ଅପରାଧିକ ଚିତ୍ର, ଆଇନ ଶୃଙ୍ଖଳା ସ୍ଥିତି ଓ ମାଓ ଦମନ । ଏସବୁ…

ଭିତରକନିକା ଓ ଗହିରମଥାରେ ଡଲଫିନ୍ ଗଣନା ଆରମ୍ଭ

କେନ୍ଦ୍ରାପଡ଼ା: ଭିତରକନିକା ଜାତୀୟ ଉଦ୍ୟାନ ଓ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଆଜିଠାରୁ ଡଲଫିନ୍ ଗଣନା ଆରମ୍ଭ ହୋଇଛି । ୧୮ତାରିଖ ଯାଏ ଚାଲିବ । ଧାମରାଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ଉପକୂଳରେ ଡଲଫିନ୍ ଗଣନା କରାଯାଉଛି । ଏଥିପାଇଁ ୯ଟି ଟିମ ଗଠନ କରାଯାଇଛି । ପ୍ରତି ଟିମରେ ୩ରୁ ୫ଜଣ…

ଆଜିଠୁ ଜଗା ଦର୍ଶନ ଲାଗି ନୂଆ ଏସଓପି

ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଏସଓପି ଜାରି ହୋଇଛି । ଏସଓପି ଅନୁସାରେ, ସକାଳ ସାଢ଼େ ୫ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିବାର ଭକ୍ତମାନେ ସୁଯୋଗ ପାଇବେ । ମନ୍ଦିର ପ୍ରଶାସନର ନିର୍ଦ୍ଦେଶରେ ଏହି ନୂଆ ଏସଓପି ଆଜିଠାରୁ ଲାଗୁ ହେବ । ଶ୍ରୀମନ୍ଦିରରେ…

ବ୍ରିଟେନରେ ମାଡୁଛି ମହାମାରୀ: ଦିନକରେ ସଂକ୍ରମଣରେ ରେକର୍ଡ

ଲଣ୍ଡନ: ବ୍ରିଟେନରେ ବୋଲ ମାନୁନି କରୋନା ସଂକ୍ରମଣ । ଓମିକ୍ରନ୍ ପରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବଢୁଛି । ଦୈନିକ ସଂକ୍ରମଣ ବ୍ରିଟେନରେ ରେକର୍ଡ ସ୍ତର ପାର କରିଛି । ଗତ ୨୪ ଘଣ୍ଟାରେ ସେଠାରୁ ବାହାରିଛନ୍ତି ରେକର୍ଡ ୭୮ହଜାର ୬୧୦ ନୂଆ ଆକ୍ରାନ୍ତ । ଯାହାକି ଗତ ବର୍ଷେ ଭିତରେ ସର୍ବାଧିକ । ଗତ…

ଆଜିଠୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ

ଦିଲ୍ଲୀ: ବ୍ୟାଙ୍କ ଘରୋଇକରଣ ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ୨ ଦିନିଆ ବ୍ୟାଙ୍କ ଧର୍ମଘଟ ଡ଼ାକରା । ଧର୍ମଘଟ ଡ଼ାକରା ଦେଇଛି ୟୁନାଇଟେଡ଼ ଫରୋମ ଅଫ୍ ବ୍ୟାଙ୍କ ୟୁନିୟନ୍ସ । ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ । ଆଜିଠୁ ଦୁଇ ଦିନ ପାଇଁ ଷ୍ଟେଟ ବ୍ୟାଙ୍କ ଅଫ୍…

କବିତା : ଅନ୍ନପୂର୍ଣ୍ଣା

ବିଜୟ ଚନ୍ଦ୍ର ପ୍ରଧାନ  ଆଦିମ କାଳରୁ ଅଦ୍ୟାବଧି ଦେଖ ମାର୍ଗଶିର ଗୁରୁବାରେ, ଧୂପ ନୈବେଦ୍ୟରେ ସକଳ ଗୃହରେ ପୁଜା ପାଅ ନିରନ୍ତରେ। ସାଗର ମନ୍ଥନୁ ତୁମ ଆବିର୍ଭାବ ତେଣୁ ସାଗର ଦୁହିତା, ଏ ଧରା ଧାମକୁ ଧନ ଖାଦ୍ୟ ବାସ ସବୁ ତୁମ୍ଭ ମହାନତା। ଶ୍ରୀୟା ଭକତିରେ ସନ୍ତୁଷ୍ଟ ହୋଇ ଯେ…

ଉତ୍କଳୀୟ ଆଧ୍ୟାତ୍ମିକ ଚେତନାରେ ଧାନମାଣିକା

 ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ 'ପର୍ବପର୍ବାଣୀ' ପର୍ବ ବହୁଳ ଉତ୍କଳରେ ମାର୍ଗଶୀର/ପୁଷ ମା‌ସର 'ମାଣବସା ଗୁରୁବାର' ଏକ ବିଶିଷ୍ଟ ପର୍ବ । ଓଡ଼ିଆ ଘରଣୀର ଧନର ଅଧିଷ୍ଠାତ୍ରୀ ଦେବୀ ଲକ୍ଷ୍ମୀଙ୍କ ପୂଜା ଆରାଧନାର ପ୍ରକୃଷ୍ଟ ସମୟ । ଲକ୍ଷ୍ମୀ ପୁରାଣ ବର୍ଣ୍ଣିତ ଶ୍ରୀୟା ଚଣ୍ଡାଳୁଣୀର ଚରିତ୍ର…