ସଫେଇ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି: ଗଠନ ହେବ ରାଜ୍ୟ ସଫେଇ କର୍ମଚାରୀ କମିଶନ…..
ପାଟନା: ବିହାରରେ ନିର୍ବାଚନ ପୂର୍ବରୁ, ଏବେ ମୁଖ୍ୟମନ୍ତ୍ରୀ ଜନତାଙ୍କ ଉପରେ ଉପହାରର ବର୍ଷା କରିଥିବା ବେଳେ ଏବେ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ସେ ରାଜ୍ୟରେ ବିହାର ରାଜ୍ୟ ସଫେଇ କର୍ମଚାରୀ କମିଶନ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଶନର କାମ ହେବ ସଫେଇ କର୍ମଚାରୀଙ୍କ ସହ ଜଡିତ…