Panchayat election: ପ୍ରତି ଜିଲ୍ଲା ବୁଲିବେ ବିଜେଡି ସୁପ୍ରିମୋ ନବୀନ…କାମ ଆରମ୍ଭ କରିଦେଲେଣି ନେତା
ଭୁବନେଶ୍ଵର:ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରତି ଜିଲ୍ଲା ଗସ୍ତରେ ଯିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଅକ୍ଟୋବର, ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ । ବିଧାୟକମାନଙ୍କ ସହ ବି ଏନେଇ ନବୀନ ଆଲୋଚନା କରିଛନ୍ତି। ଏନେଇ ବିଜେଡି ବିଧାୟକ ବିଶ୍ଵରଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି।
ବିଜେଡି…