ଶ୍ରୀ ଭାଗବତ ସାର ୧୧୦: ସୃଷ୍ଟି ସର୍ଜନା ପାଇଁ ବ୍ରହ୍ମା, ସୃଷ୍ଟି ପାଳନ ପାଇଁ ବିଷ୍ଣୁ ଓ ସୃଷ୍ଟି ସଂହାର ପାଇଁ ଶିବ…
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ଅନେକ ଅଲୌକିକ କାହାଣୀର ଅବତାରଣା ମିଳେ। ସୃଷ୍ଟି ଆରମ୍ଭର କଥା ବ୍ରହ୍ମାଙ୍କ ଇଚ୍ଛା ଅନୁସାରେ ତାଙ୍କ ଚାରି ମାନସ ପୁତ୍ର ସନକ, ସନନ୍ଦନ, ସନାତନ ଓ ସନତ କୁମାର ସତ୍ୱ ଗୁଣର ଅଧିକାରୀ ହୋଇ ସୃଷ୍ଟି ପ୍ରକ୍ରିୟାରେ…