ସଫ୍ଟୱେର୍ ବ୍ୟବହାର କରି ୬ ହଜାର ଭୋଟରଙ୍କ ନାମ ଡିଲିଟ୍ କରାଯାଇଛି: ପ୍ରମାଣ ଦେଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ଭୋଟର ତାଲିକାରେ ଅନିୟମିତତା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ପୁଣି ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, "ମୁଁ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ୧୦୦% ପ୍ରମାଣ ଉପସ୍ଥାପନ କରିବାକୁ ଯାଉଛି।" ରାହୁଲ ଗାନ୍ଧୀ କହିଛନ୍ତି, "ମୁଁ ମୋ ଦେଶକୁ…