Latest Odisha News

BREAKING NEWS

ବରିଷ୍ଠ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ସୁବୋଧ ପାଣିଗ୍ରାହୀଙ୍କ ହୃଦଘାତରେ ପରଲୋକ

ଭୁବନେଶ୍ୱର: ଓଡ଼ିଆ ଟିଭି ଜଗତର ଜଣାଶୁଣା କ୍ୟାମେରାମ୍ୟାନ୍ ସୁବୋଧ ପାଣିଗ୍ରାହୀ ଆଉ ନାହାନ୍ତି । ଗତକାଲି ସନ୍ଧ୍ୟାରେ ହୃଦଘାତର ଶିକାର ହୋଇ ସେ ଆଖି ବୁଜି ଦେଇଛନ୍ତି । ଏକ ଘରୋଇ ଟିଭି ଚ୍ୟାନେଲରେ ବରିଷ୍ଠ ଭିଡ଼ିଓ ଜର୍ଣ୍ଣାଲିଷ୍ଟଭାବେ କାର୍ଯ୍ୟ କରୁଥିଲେ ସୁବୋଧ । ମୃତ୍ୟୁବେଳକୁ ତାଙ୍କୁ ୫୨ବର୍ଷ…

ଆକାଶଛୁଆଁ ଟମାଟୋ ଦର; କେ.ଜିକୁ ୧୨୦ ଟଙ୍କା

ନୂଆଦିଲ୍ଲୀ: ଦେଶର ଅଧିକାଂଶ ସହରରେ ଆକାଶଛୁଆଁ ଟମାଟୋ ଦର। ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୮୦ ଟଙ୍କା ଉପରେ ରହିଛି। କିନ୍ତୁ ସରକାରୀ ତଥ୍ୟ ଅନୁଯାୟୀ ବ୍ୟାପକ ବର୍ଷା ହେତୁ ଟମାଟୋର ଖୁଚୁରା ମୂଲ୍ୟ କେତେକ ଦକ୍ଷିଣ ରାଜ୍ୟରେ କିଲୋଗ୍ରାମ ପିଛା ୧୨୦ ଟଙ୍କାକୁ ବୃଦ୍ଧି ପାଇଛି।…

କଳିଙ୍ଗରେ ଜୁନିଅର ହକି ବିଶ୍ୱକପ୍

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହୋଇଛି ପୁରୁଷ ଜୁନିଅର ବିଶ୍ୱକପ୍ ହକି । ବିନା ଦର୍ଶକରେ ମ୍ୟାଚ୍ ଖେଳାଯାଉଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ବେଲଜିୟମ୍ ଓ ଦକ୍ଷିଣ ଆଫ୍ରିକା । ଆଜି ୫ଟି ମ୍ୟାଚ୍ ଖେଳାଯିବ । କାନାଡ଼ା-ପୋଲାଣ୍ଡ, ମାଲେସିଆ-ଚିଲି,…

ଭୀମସାରରେ କରୋନା ସଂକ୍ରମଣ ବୃଦ୍ଧି ରୋକିବାକୁ କଣ୍ଟେନମେଣ୍ଟ ଘୋଷଣା

ସମ୍ବଲପୁର: ବୁର୍ଲା ଭୀମସାରରେ ୩୧ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛନ୍ତି । ସମ୍ପୃକ୍ତ ଅଞ୍ଚଳରେ ଥିବା ୯ଟି ହଷ୍ଟେଲ ସମେତ ଷ୍ଟାଫଙ୍କ…

ଓଡ଼ିଶାରେ ପୁଣି ବଢୁଛି କରୋନା କେସ୍, ଆଜି ୨୮୮ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ କାୟା ମେଲାଉଛି କରୋନା । ବଢୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଶହରୁ ତିନି ଶହ ଯାଏ ବଢ଼ିଲାଣି । ଗତକାଲି ୨୧୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୨୮୮ରେ ପହଞ୍ଚିଛି । ଏମାନଙ୍କ ଭିତରେ ୧୮ ବର୍ଷ…

ଅଳ୍ପ ପରିମାଣର ଡ୍ରଗ୍ସ ରଖିବା କିମ୍ବା ବ୍ୟବହାର କରିବା ଅପରାଧ ନୁହେଁ!

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ କୃଷି ଆଇନ ପ୍ରତ୍ୟାହାର, ଘରୋଇ କ୍ରିପ୍ଟୋକରେନ୍ସି ଉପରେ ପ୍ରତିବନ୍ଧକ ସମେତ ୨୬ ଟି ବିଲ୍ ଆଣିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ନାର୍କୋଟିକ୍ସ ଡ୍ରଗ୍ ବିଲ୍, ୨୦୨୧। ଏହା ଅଧୀନରେ ଏକ ବ୍ୟବସ୍ଥା କରାଯିବ ଯେ…

ଜୀବନ ଯୁଦ୍ଧରେ ହାରିଗଲେ ଅମ୍ରିତ ପ୍ରଧାନ

ଭୁବନେଶ୍ୱର: ୭ ମାସର ଲମ୍ବା ଚିକିତ୍ସା । ଡାକ୍ତରଙ୍କ ଆପ୍ରାଣ ଚେଷ୍ଟା । କୋଟି କୋଟି ଓଡ଼ିଆଙ୍କ ପ୍ରାର୍ଥନା । ତଥାପି ବଞ୍ଚିପାରିଲାନି ଜୀବନ । ମୃତ୍ୟୁ ସହ ସଂଗ୍ରାମ କରି ହାରିଗଲେ ଅମ୍ରିତ ପ୍ରଧାନ । କରୋନାରେ ସଂକ୍ରମିତ ହୋଇ ଚେନ୍ନାଇରେ ଇକମୋ ଚିକିତ୍ସାରେ ଥିବା ବ୍ରହ୍ମପୁର ବାସୁଦେବପୁର…

ଭାରତ ବାୟୋଟେକର BBV152 ଟିକା କରୋନାରେ ବିରୁଦ୍ଧରେ ୫୦% ପ୍ରଭାବଶାଳୀ

ନୂଆଦିଲ୍ଲୀ: ଲାନସେଟ୍ ସଂକ୍ରମଣ ରୋଗ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, କୋଭାକ୍ସିନର BBV152 ଟିକା କରୋନା ବିରୁଦ୍ଧରେ ୫୦% ପ୍ରଭାବଶାଳୀ। ଭାରତ ବାୟୋଟେକ୍ ଦ୍ବାରା ବିକଶିତ ହୋଇଥିବା ଏହି କୋଭିଡ୍-୧୯ ଟିକା ସୂଚିତ କରୁଛି ଯେ ଦୁଇଟି ଟିକାକରଣର ମାତ୍ରା ଲକ୍ଷଣାତ୍ମକ କୋଭିଡ୍‌-୧୯…

ପିକନିକ ସାରି ଫେରିବା ରାସ୍ତାରେ ଦୁର୍ଘଟଣା: ୩ ସାଙ୍ଗ ମୃତ, ୫ ଗୁରୁତର

ବଲାଙ୍ଗିର: ପିକନିକ୍ ସାରି ଫେରବା ବେଳେ ରାସ୍ତାରେ ଛକିଥିଲା ମୃତ୍ୟୁ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ୫ ଜଣ । ବଲାଙ୍ଗିର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥର ରଣ୍ଡା ଛକଠାରେ ଏହି ଦୁର୍ଘଟଣା ଘଟିଛି । ସୁନ୍ଦରଗଡ଼ର ଖଣ୍ଡାଧାରରେ ପିକନିକ୍ ସାରି…

ମହାମାରୀ ଏଯାଏ ଶେଷ ହୋଇନାହିଁ; ସତର୍କ ରହିବାକୁ ଏମ୍‌ସ ନିର୍ଦ୍ଦେଶକଙ୍କ ଚେତାବନୀ

ନୂଆଦିଲ୍ଲୀ: ଦିଲ୍ଲୀ (AIIMS),ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ଯେ ପ୍ରଥମ ଦୁଇଟି ତୁଳନାରେ ତୃତୀୟ ତରଙ୍ଗ ଏତେଟା ପ୍ରଭାବ ନପକାଇପାରେ। କିନ୍ତୁ ସେ କିନ୍ତୁ ଚେତାବନୀ ଦେଇ କହିଛନ୍ତି ଯେ ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ଏବଂ ସମସ୍ତଙ୍କୁ କୋଭିଡ୍‌ ଉପଯୁକ୍ତ ଆଚରଣକୁ କଠୋର ଭାବେ…