Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୫୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରମବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆମେ ପରଂବ୍ରହ୍ମ କାହିଁକି କହିବା? ଏହି ପ୍ରଶ୍ନର ଉତ୍ତରରେ କିଛି ନିର୍ଦ୍ଧିଷ୍ଟ ଗୁଣର ଉପସ୍ଥିତି ବିଷୟରେ ଆଜି ଆଲୋଚନା କରିବା । ୧ . ସ୍ୱୟଂମ୍ଭୁ -ସେ…

ଅନୁବାଦ ଗଳ୍ପ : ସର୍ଦ୍ଦାରଜୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୦  ମୂଳ ଇଂରାଜୀ: କେ ଏ ଆବ୍‍ବାସ ମୋ ନାଁ ଶେଖ ବୁରହାନୁଦ୍ଦିନ୍‍ । ଯେତେବେଳେ ଦିଲ୍ଲୀ ସହରକୁ ଦଙ୍ଗା ସମ୍ପୂର୍ଣ୍ଣ ରୂପେ ଗ୍ରାସ କରିଗଲା ଓ ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ସୁଅ ରାସ୍ତା ଉପରେ ଛୁଟିଲା, ଜଣେ ଶିଖ ଲୋକର ପଡ଼ିଶା ହୋଇ…

କରୋନା କବଳରେ ସିଙ୍ଗର୍ ଅରିଜିତ୍ ସିଂ, ଅଭିନେତ୍ରୀ ନଫିସା ଅଲ୍ଲି ଓ ମାନବୀ ଗାଗ୍‌ରୁ

ମୁମ୍ବାଇ: କରୋନା ସଂକ୍ରମଣ ଜାଲରେ ପଡିବାରେ ଲାଗିଛନ୍ତି ଗୋଟିଏ ପରେ ଗୋଟିଏ ସେଲିବ୍ରିଟି । ତାଜା ରିପୋର୍ଟ ଅନୁଯାୟୀ ସିଙ୍ଗର ଅରିଜିତ ସିଂ, ବରିଷ୍ଠ ଅଭିନେତ୍ରୀ ନଫିସା ଅଲ୍ଲି ଓ ଫୋର୍ ମୋର୍ ସଟ୍ସ ଫେମ୍ ଅଭିନେତ୍ରୀ ମାନବୀ ଗାଗରୁ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ନଫିସା…

ମାତିଛନ୍ତି ଡିଜିଟାଲ୍ ଲୁଟେରା, ମିସ୍‌କଲ୍ ଦେଇ ଲୁଟିନେଲେ ୪୬ ଲକ୍ଷ ଟଙ୍କା

ଭୁବନେଶ୍ୱର: ଜଣେ ବ୍ୟବସାୟୀଙ୍କ ମୋବାଇଲ ଫୋନକୁ ଆସିଥିଲା ମିସ୍‌କଲ୍ । କିଛି ସମୟ ପରେ ନିଷ୍କ୍ରିୟ ହୋଇଯାଇଥିଲା ସିମ୍ କାର୍ଡ । ବ୍ୟାଙ୍କ ଯାଇ ପଚରାଉଚରା କରିବା ପରେ ଜଣାପଡିଥିଲା ତାଙ୍କ ଆକାଉଣ୍ଟରୁ ଉଠାଣ ହୋଇଥିଲା ୪୬ ଲକ୍ଷ ଟଙ୍କା । ଡିଜିଟାଲ୍ ଲୁଟେରାଙ୍କ ଦ୍ୱାରା ଗୁଜରାଟର ଜଣେ…

ପିପିଲି ପୋଲିସକୁ ସଫଳତା : ୨୫୫ ଗ୍ରାମ ବ୍ରାଉନସୁଗର ଜବତ, ବେପାରୀ ଗିରଫ

ପିପିଲି : ପିପିଲି ପୋଲିସକୁ ସଫଳତା । ପୁରୀରେ ନିଶା ବିରୋଧରେ ଚାଲିଥିବା ଅଭିଯାନରେ ପିପିଲି ପୋଲିସକୁ ବଡ ସଫଳତା ମିଳିଛି ।ଜଣେ ବ୍ରାଉନ ସୁଗାର ବେପାରୀକୁ ଆଜି ଗିରଫ କରିଛି ପିପିଲି ପୋଲିସ । ଗିରଫ ହୋଇଥିବା ବ୍ରାଉନ ସୁଗର ବେପାରୀ ନିକଟରୁ ୨୫୫ ଗ୍ରାମ ବ୍ରାଉନ ସୁଗର ଜବତ କରାଯିବା ସହ ୫ ହଜାର…

ଚଣ୍ଡୀଗଡରେ ମେୟର ପଦ ଜିତିନେଲା ବିଜେପି

ଚଣ୍ଡୀଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଚଣ୍ଡୀଗଡ ମେୟର ପଦ ହାତେଇବାରେ ସଫଳ ହୋଇଛି । ସରବଜିତ କୌର ୧୪ ଭୋଟ ସହ ଚଣ୍ଡୀଗଡ ନିଗର ନିଗମର ନୂତନ ମେୟର ଭାବେ ନିର୍ବାଚିତ ହୋଇଛନ୍ତିି । ଆମ ଆଦମୀ ପାର୍ଟିର ଗୋଟିଏ ଭୋଟ ନାକଚ କରାଯିବା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା…

ପଞ୍ଚାୟତସ୍ତରରେ କାମ କରୁଥିବା ୫୦ ହଜାର ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀଙ୍କ ପାଇଁ ଆର୍ଥିକ ପ୍ୟାକେଜ

ଭୁବନେଶ୍ବର : ପଞ୍ଚାୟତସ୍ତରରେ କାମ କରୁଥିବା ୫୦ ହଜାର ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀଙ୍କ ପାଇଁ ଆର୍ଥିକ ପ୍ୟାକେଜ । ମିଶନ ଶକ୍ତି ଆନ୍ଦୋଳନ ଓଡ଼ିଶାର ୭୦ ଲକ୍ଷ ମା ମାନଙ୍କ ଜୀବନରେ ଏକ ବଡ ଧରଣର ପରିବର୍ତ୍ତନ ଆଣିଛି । ଚଳିତ ବର୍ଷ ମିଶନ ଶକ୍ତି ମା ମାନଙ୍କୁ ରେକର୍ଡ ୬୦୦୦ କୋଟି…

ବିଦ୍ୟୁତ ତାର ନେଇଥିଲା ଜୀବନ ,ଷଡଯନ୍ତ୍ର ରଚିଥିଲେ ଭାଇ

କୋରାପୁଟ : ବହୁଚର୍ଚ୍ଚିତ କୋରାପୁଟ ଜିଲ୍ଲା ବୋରିଗୁମା ଚିଲିଗୁଡା କାଜୁ ବାଡରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ । ଯୁବତୀଙ୍କ ସହ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା ଯାଇଥିବା ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଶେଷରେ ଏହି ଘଟଣା ଉପରୁ ପରଦା ହଟାଇବାରେ ସଫଳ ହୋଇଛି…

ରାଜ୍ୟରେ ଆଉ ୧୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧୪ ଜଣ ଓମିକ୍ରନ୍ ଆକ୍ରାନ୍ତ । ୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ସେହିପରି ୬ ଜଣ ଓମିକ୍ରନ ସଂକ୍ରମିତ ହେଉଛନ୍ତି ବିଦେଶ ଫେରନ୍ତା । ସେମାନଙ୍କ ମଧ୍ୟରୁ ୩ ଜଣ ଦକ୍ଷିଣ ଆଫ୍ରିକା ଫେରିଥିବା ବେଳେ, ନରୱେ, କତାର ଓ…

ଓମିକ୍ରନକୁ ନେଇ ବିମାନ ବନ୍ଦରରେ କଡ଼ା କଟକଣା

ଭୁବନେଶ୍ବର : ଓମିକ୍ରନକୁ ନେଇ ବିମାନ ବନ୍ଦରରେ କଡ଼ା କଟକଣା । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ନିଆଯାଉଛି ପଦକ୍ଷେପ । ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ କରିବାକୁ ବିଏମସି ପକ୍ଷରୁ କାରାଯାଇଛି ବ୍ୟାପକ ବ୍ୟବସ୍ଥା । ବିମାନ ଦ୍ବାରା ଆସିଥିବା ଯାତ୍ରୀଙ୍କ ଆରଟିପିସିଆର…