Latest Odisha News

BREAKING NEWS

ବିଏମସି ପକ୍ଷରୁ ସନ୍ଧ୍ୟା ସମୟର ସଫେଇ କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର : ବିଏମସିର ନୂଆ ଅଭିଯାନ । ଆରମ୍ଭ ହେଲା ସନ୍ଧ୍ୟା ସମୟର ସଫେଇ କାର୍ଯ୍ୟ । ଭୁବନେଶ୍ୱର ମହାନଗର ନିଗମ ଅଧିନରେ କାମ କରୁଥିବା ସଫେଇ କର୍ମଚାରୀ ମାନେ ଆଗରୁ ଦିନରେ ରାସ୍ତାଘାଟ ସଫେଇ କରୁିଥିଲେ । ହେଲେ ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ବିଏମସି ନୂଆ ପଦକ୍ଷେପ ନେଇଛି । ଆଜି…

ତାମିଲନାଡୁରେ ୪୦ ହଜାରରୁ ଊର୍ଦ୍ଧ୍ୱ ବ୍ରାହ୍ମଣ ଯୁବକଙ୍କ ପାଇଁ କନ୍ୟା ମିଳୁନି !

ମାଡ୍ରାସ: ତାମିଲନାଡୁରେ ୪୦ ହଜାରରୁ ଊର୍ଦ୍ଧ୍ୱ ବ୍ରାହ୍ମଣ ଯୁବକଙ୍କ ପାଇ ନିଜ ଜାତିରେ କନ୍ୟା ମିଳୁ ନାହାନ୍ତି । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ଏବେ ସେମାନେ ବିହାର ଏବଂ ଉତରପ୍ରଦେଶ ବ୍ରାହ୍ମଣ ଘରୁ କନ୍ୟା ଖୋଜିବା ଆରମ୍ଭ କରିଛନ୍ତି । ତାମିଲନାଡୁ ବ୍ରାହ୍ମଣ ଆସୋସିଏଶନ ଅଧ୍ୟକ୍ଷ…

ଆଇସିସି କ୍ରିକେଟ କମିଟିର ଚେୟାରମ୍ୟାନ ହେଲେ ସୌରଭ ଗାଙ୍ଗୁଲି

ଦିଲ୍ଲୀ: ଆଇସିସି କ୍ରିକେଟ କମିଟିର ଚେୟାରମ୍ୟାନ ହେଲେ ସୌରଭ ଗାଙ୍ଗୁଲି । ବୁଧବାର ଆଇସିସି ଗଭର୍ଣ୍ଣିଂ ବଡ଼ି ପକ୍ଷରୁ ଏହି ସୂଚନା ମିଳିଛି । ଅନିଲ କୁମ୍ଭଲେଙ୍କ ସ୍ଥାନରେ ସୌରଭ ଗାଙ୍ଗୁଲିଙ୍କୁ ମିଳିଛି ଏହି ପଦ । ଏହା ପୂର୍ବରୁ ଆଇସିସି ଅଧ୍ୟକ୍ଷ ପଦରେ ଅନୀଲ କୁମ୍ବଲେ ଥିଲେ । ୨୦୧୨ରେ ଏହି…

[ଭିଡିଓ] ଭଦ୍ରକ ଷୋଳମପୁରରୁ ଉଦ୍ଧାର ହେଲା ୮ ଟି ବୌଦ୍ଧ ସ୍ତୁପ ଓ ୫୦ରୁ ଉର୍ଦ୍ଧ୍ୱ ପ୍ରାଚୀନ ମାଟିପାତ୍ର

ଭଦ୍ରକ : ମାଟିତଳୁ ଉଦ୍ଧାର ହେଲା ବହୁ ପୁରାତନ ବୌଦ୍ଧ ସ୍ତୁପ ଓ ୫୦ ରୁ ଉର୍ଦ୍ଧ୍ୱ ପ୍ରାଚୀନ ମାଟିପାତ୍ର । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚାୟତ ମଣିନାଥପୁର ଗାଁ ବୈତରଣୀ ନଦୀ କୂଳରୁ ପ୍ରାଚୀନ ମାଟିପାତ୍ର ଉଦ୍ଧାର କରାଯାଇଛି । ସେସବୁ ସ୍ଥାନୀୟ ଗେବେଷକ…

ଇରାନ ମହିଳା ଫୁଟବଲ ଟିମରେ ପୁରୁଷ ଖେଳାଳି !

ନୂଆଦିଲ୍ଲୀ: ଇରାନ ମହିଳା ଫୁଟବଲ ଟିମରେ ପୁରୁଷ ଖେଳାଳି ରହିଥିବା ନେଇ ଅଭିଯୋଗ ଆଣିଛି ଜୋର୍ଡାନ । ଇରାନ ଟିମର ଜଣେ ଖେଳାଳିଙ୍କ ବିରୁଦ୍ଧରେ ଏ ନେଇ ତଦନ୍ତ କରିବାକୁ ଏଏଫସି ନିକଟରେ ଜୋର୍ଡାନ ବିଧିବଦ୍ଧ ଭାବେ ଆବେଦନ କରିଛି । ନିକଟରେ ଜୋର୍ଡାନ ୪-୨ ଗୋଲରେ ଇରାନକୁ ହରାଇ ଏସିଆ କପ ପାଇଁ…

ଜିନ୍ନା ଏବଂ ତାଙ୍କ ଭଉଣୀଙ୍କ ସମ୍ପତ୍ତି ଗାଏବ୍‌; ଯାଞ୍ଚ ପାଇଁ ଗଠନ ହେଲା ପ୍ୟାନେଲ୍‌

ନୂଆଦିଲ୍ଲୀ: ଗାଏବ୍‌ ହେଲା ପାକିସ୍ତାନର ପ୍ରତିଷ୍ଠାତା ଜିନ୍ନା ଏବଂ ତାଙ୍କ ଭଉଣୀ ଫାତିମାଙ୍କ ସମ୍ପତ୍ତି। ଯାଞ୍ଚ ପାଇଁ ଗଠନ ହେଲା ସ୍ବତନ୍ତ୍ର ପ୍ୟାନେଲ। ଏସ୍‌ଏଚ୍‌ସିଙ୍କ ନିର୍ଦ୍ଦେଶ ପରେ ଅବସରପ୍ରାପ୍ତ ଜଷ୍ଟିସ ଫହିମ ଅହମ୍ମଦ ସିଦ୍ଦିକିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଦିନ ଏକ ପ୍ୟାନେଲ୍‌ ଗଠନ…

ଜମ୍ମୁ-କଶ୍ମୀରରେ କଂଗ୍ରେସକୁ ଝଟକା, ଇସ୍ତଫା ଦେଳେ ଗୁଲାମ ନବୀ ଆଜାଦଙ୍କ ସମର୍ଥକ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ କଂଗ୍ରେସକୁ ବୁଧବାର ବଡ ଝଟକା ଲାଗିଛି । କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ପରୋକ୍ଷରେ ବିଦ୍ରୋହର ବିଗୁଲ ଫୁଙ୍କିଛନ୍ତି । ଆଜାଦଙ୍କ ଗ୍ରୁପର ଅଧିକାଂଶ ପଦାଧିକାରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ପ୍ରଦେଶ କଂଗ୍ରେସ…

ବିଜେପି ନେତ୍ରୀଙ୍କ ଗାଡିକୁ ବୋମାମାଡ଼

ଭୁବନେଶ୍ୱର : ବିଜେପି ନେତ୍ରୀଙ୍କ ଗାଡିକୁ ବୋମାମାଡ । ଭୁବନେଶ୍ୱର ନୟାପଲ୍ଲୀ ବ୍ରିଟ କଲୋନୀରେ ବିଳମ୍ବିତ ରାତିରେ ବିଜେପି ନେତ୍ରୀଙ୍କ ଗାଡିକୁ ଦୁର୍ବୃତ୍ତ ମାନେ ବୋମାମାଡ କରି ଜାଳି ଦେଇଛନ୍ତି । ଜିଲ୍ଲା ବିଜେପି କୋଷାଧ୍ୟକ୍ଷା ମିନତି ବେହେରାଙ୍କ ଗାଡି ଉପରେ ପେଟ୍ରୋଲ ବୋମାମାଡ ହୋଇଛି ବୋଲି…

ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କୋଭିଡ଼୍ ପଜିଟିଭ୍ ହେବା ପରେ ସେ ବର୍ତ୍ତମାନ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଏନେଇ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ରାଜ୍ୟର ବିଭିନ୍ନ ଫର୍‌ନିଚର୍‌ ଶୋ’ରୁମରେ ଚଢାଉ

ଭୁବନେଶ୍ୱର: ଟ୍ବିନ୍‌ ସିଟି ସମେତ ଓଡିଶାର ବିଭିନ୍ନ ଫର୍‌ନିଚର୍‌ ଶୋ’ରୁମରେ ସିଜିଏସ୍‌ଟି ଚଢାଉ କରିଛି। ଜିଏସ୍‌ଓି ଟିକସ ପରିଶୋଧ ନକରିବା କିମ୍ବା କଟକ, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ବର, ସମ୍ବଲପୁର, ରାଉରକେଲା, ବରଗଡ, ଭବାନୀପାଟଣା ଏବଂ ବ୍ରହ୍ମପୁରର ୧୫ଟି ଆଇରନ୍‌ ଏବଂ ଉଡ୍‌…