Latest Odisha News

BREAKING NEWS

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏବଂ ତାଙ୍କ ପତ୍ନୀ କୋଭିଡ ପଜିଟିଭ୍

ଭୁବନେଶ୍ୱର : ଜଟଣୀ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କରୋନା ପଜିଟିଭ୍ । ଏବଂ ତାଙ୍କ ପତ୍ନୀ ମଧ୍ୟ କୋଭିଡ ପିଜିଟିଭ୍ ଥିବା ଜଣାପଡିଛି । ଏନେଇ ତାଙ୍କ ପରିବାରବର୍ଗଙ୍କ ପକ୍ଷରୁ ସୂଚନା ମିଳିଛି । ସବୁ ବେଳେ କିଛି ନା କିଛି କଥା କହି ଚର୍ଚ୍ଚାରେ ଥାନ୍ତି ସୁର ରାଉତରାୟ । ମାର ତାଳି…

ବାରିପଦାରେ ରାଜ୍ୟର ପ୍ରଥମ କରି ପ୍ରତିଷ୍ଠା ହେଲା ରେଳ ଐତିହ୍ୟ ସଂଗ୍ରହାଳୟ

ମୟୁରଭଞ୍ଜ: ଦୀର୍ଘଦିନ ପରେ ପୂରଣ ହୋଇଛି ମୟୁରଭଞ୍ଜବାସୀଙ୍କ ସ୍ୱପ୍ନ । ବାରିପଦାରେ ରାଜ୍ୟର ପ୍ରଥମ କରି ପ୍ରତିଷ୍ଠା ହୋଇଛି ରେଳ ଐତିହ୍ୟ ସଂଗ୍ରହାଳୟ । ବାରିପଦା ରେଳ ଷ୍ଟେସନଠାରେ ଏହି ରେଳ ଐତିହ୍ୟ ସଂଗ୍ରହାଳୟକୁ ଲୋକାର୍ପିତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡ଼ୁ ।…

କମେଡିଆନ ବୀର ଦାସଙ୍କ ବଢ଼ୁଛି ଅଡୁଆ

ମୁମ୍ବାଇ: ବିଦେଶ ମାଟିରେ ଭାରତର ମାନ ତଳେ ପକାଇବା ନେଇ ଅଡୁଆରେ ପଡିଛନ୍ତି କମେଡିଆନ ବୀର ଦାସ । ଦିଲ୍ଲୀର ତିଳକମାର୍ଗରେ କେସ ରୁଜୁ ହେବା ପରେ ଏବେ ଫେଡେରେଶନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପଲାଇଜ ତାଙ୍କ ସହ କୌଣସି ପ୍ରକାର କାମ ନ କରିବା ନେଇ ନିଷ୍ପତି ନେଇଛି । ଭେଟେରାନ ଅଭିନେତା…

ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ବିଜେଡିର ଆନ୍ଦୋଳନ ଡାକରା

ଭୁବନେଶ୍ୱର: ପୁଣି ଆନ୍ଦୋଳନକୁ ଓହ୍ଲାଇବ ବିଜୁ ଜନତା ଦଳ । ରନ୍ଧନଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ବିଜୁଜନତା ଦଳର ମହିଳା,ଛାତ୍ର ଓ ଯୁବ ସଂଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇବ । ରନ୍ଧନ ଗ୍ୟାସ ଦର ବୃଦ୍ଧି ଉଜ୍ଜଳା ଯୋଜନାରେ ବିଫଳତା ନେଇ ଦଳ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିବ । ବିଜୁ ଜନତା ଦଳ…

ଖୋଲିବ ଚାଇଲ୍ଡ ପର୍ଣ୍ଣୋଗ୍ରାଫିର ଗୁମର, ଅଭିଯୁକ୍ତ ସୁରେନ୍ଦ୍ରକୁ ଜେରା ପାଇଁ ଦିଲ୍ଲୀ ନେଲା ସିବିଆଇ

ଭୁବନେଶ୍ବର : ଖୋଲିବ ଚାଇଲ୍ଡ ପର୍ଣ୍ଣୋଗ୍ରାଫିର ଗୁମର । ମାମଲାରେ ଢେଙ୍କାନାଳରୁ ଗିରଫ ହୋଇଥିବା ସୁରେନ୍ଦ୍ର ନାୟକକୁ ଅଧିକ ତଦନ୍ତ ପାଇଁ ଦିଲ୍ଲୀ ନେଇଛି ସିବିଆଇ । ସୁରେନ୍ଦ୍ରର ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ଼ କରିବା ସହ ପାସବୁକ୍‌ ଜବତ ହୋଇଛି । ସେହିପରି ସୁରେନ୍ଦ୍ରର ୪ ସହଯୋଗୀଙ୍କୁ…

ଏସପି ଅଫିସ ସମ୍ମୁଖରେ ବସି ମଧ୍ୟାହ୍ନ ଭୋଜନ କଲେ ଆନ୍ଦୋଳନକାରୀ

ବରଗଡ଼: ବରଗଡ଼ରେ ଭୀମ ଆର୍ମି ଓଡ଼ିଶାର କର୍ମକର୍ତ୍ତାଙ୍କ ଅଭିନବ ପ୍ରତିବାଦ । ଏସପି ଅଫିସ ସମ୍ମୁଖ ରାସ୍ତାରେ ବସି ମଧ୍ୟାହ୍ନ ଭୋଜନ କଲେ ଆନ୍ଦୋଳନକାରୀ । ବରଗଡ଼ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଆନ୍ଦୋଳନକାରୀ । ବରଗଡ଼ ଏସପିଙ୍କ ଅନୁପସ୍ଥିତିକୁ ନେଇ…

ବ୍ୟାନ୍ ସତ୍ତ୍ବେ ଦିଲ୍ଲୀରେ କାହିଁକି ଫୁଟିଲା ବାଣ, ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀରେ ଚିନ୍ତା ବଢ଼ାଇଛି ପ୍ରଦୂଷଣ । ଦିନକୁ ଦିନ ସ୍ଥିତି ବିଗୁଡୁଥିବା ବେଳେ, ଆଜି ଏହି ପ୍ରସଙ୍ଗରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ସସର୍ବୋଚ୍ଚ ଅଦାଲତ କହିଛନ୍ତି, ନଡା ପୋଡିବା ଲାଗି ଚାଷୀଙ୍କୁ ସରକାର ଅନୁରୋଧ କରିପାରିବେ । କିନ୍ତୁ ସେମାନଙ୍କୁ ଦଣ୍ଡ ଦେବା…

ଲଖିମପୁର ଚାଷୀ ହତ୍ୟା ମାମଲା, ତଦନ୍ତ ଲାଗି ପୂର୍ବତନ ହାଇକୋର୍ଟ ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଲଖିମପୁର ଚାଷୀ ହତ୍ୟା ମାମଲାରେ ଆଗେଇବ ତଦନ୍ତ । ମାମଲାର ତଦନ୍ତ ଲାଗି ପୂର୍ବତନ ହାଇକୋର୍ଟ ବିଚାରପତିଙ୍କୁ ନିଯୁକ୍ତ କରିଛନ୍ତି ସୁପ୍ରିମକୋର୍ଟ । ଆଜି ମାମଲାର ଶୁଣାଣି ବେଳେ ଏହି ରାୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ପଞ୍ଜାବ, ହରିୟାଣା ହାଇକୋର୍ଟର…

ଭାରତୀୟ କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡକୁ ଅନୁମତି ଦେଲା ନ୍ୟୁଜିଲାଣ୍ଡ

ଦିଲ୍ଲୀ : ପ୍ରତୀକ୍ଷାର ଅନ୍ତ ଘଟିଛି । ଭାରତର କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡକୁ କୁ ଅନୁମତି ଦେଲା ନ୍ୟୁଜିଲାଣ୍ଡ।  ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍ଗଠନ ଅନୁମତି ଦେବା ପରେ ଏବେ ଗୋଟିଏ ପରେ ଗୋଟିଏ ଦେଶ ଭାରତୀୟ ଟିକାକୁ ଅନୁମତି ଦେଇ ଚାଲିଛନ୍ତି । ନ୍ୟୁଜିଲାଣ୍ଡ ସରକାର ମଧ୍ୟ ଏହି ଟିକାକୁ…

କୁଲଗାମ ଜିଲ୍ଲାରେ ଏନକାଉଣ୍ଟର, ୪ଜଣ ଆତଙ୍କବାଦୀ ନିହତ

ଶ୍ରୀନଗର: ଭାରତୀୟ ସେନାଙ୍କ ଏନକାଉଣ୍ଟରରେ ୪ଜଣ ଆତଙ୍କବାଦୀ ନିହତ । ଜାମ୍ମୁ-କାଶ୍ମୀର କୁଲଗାମ ଜିଲ୍ଲା ପୋମବାଇ ଏବଂ ଗୋପାଲପୋରାରେ ଏନକାଉଣ୍ଟର କରିଛି ଭାରତୀୟ ସେନା । ଏହି ଏନକାଉଣ୍ଟର ଚାଲିଥିବାବେଳେ ଚାରି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜାମ୍ମୁ-କାଶ୍ମୀର ପୋଲିସ…