Latest Odisha News

BREAKING NEWS

ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଅକ୍ଷୟଙ୍କ ବେଲବଟମ

ମୁମ୍ବାଇ: କରୋନାର କରାଳ ରୂପ ବେଳେ ଥିଏଟରରେ ଫିଲ୍ମ ରିଲିଜ ହେବା କାଠିକାର ପାଠ । ଏହାକୁ ଦେଖି ଅକ୍ଷୟ କୁମାର ତାଙ୍କର ବହୂ ପ୍ରତୀକ୍ଷୀତ ବେଲବଟମ ଫିଲ୍ମକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବା ପାଇଁ ଯୋଜନା କରିଛନ୍ତି । ପୂର୍ବରୁ ଏହା ୨୮ ମେରେ ଥିଏଟର୍ସରେ ରିଲିଜ ହେବାର ଥିଲା । ଡିଜନୀ ପ୍ଲସ…

ସିଏମ୍‌ ରିଲିଫ ଫଣ୍ଡ୍‌କୁ ୨୫ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ଓଡ଼ିଆ ବୈଜ୍ଞାନିକ ତଥା ଉଦ୍ୟୋଗପତି ଡଃ ସୀତକଣ୍ଠ ଦାଶ

ମିନିଆପଲିସି / ଭୁବନେଶ୍ୱର: କୋଭିଡ୍‍ ସଙ୍କଟକୁ ମୁକାବିଲା କରିବା ପାଇଁ ଆମେରିକାରେ ଅବସ୍ଥାପିତ ଓଡ଼ିଆ ବୈଜ୍ଞାନିକ ତଥା ଉଦ୍ୟୋଗପତି ଏବଂ ଜନହିତୈଶୀ ଡଃ ସୀତକଣ୍ଠ ଦାଶ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୫ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଡଃ ଦାଶଙ୍କ ତରଫରୁ ଜଗଦଗୁରୁ କୃପାଳୁ…

ଫେଲ୍ ମାରିଲା ଯାଜପୁରରେ ଛାତ୍ର ଆନ୍ଦୋଳନ

ଯାଜପୁର: ରାଜ୍ୟରେ ପରୀକ୍ଷା ବାତିଲ ନେଇ ସତେ ଯେମିତି ଝଡ ସୃଷ୍ଟି ହୋଇଛି । ରାଜଧାନୀରୁ ଆରମ୍ଭ ହୋଇଥିବା ଆନ୍ଦୋଳନର ନିଆଁ ଏବେ ଅନ୍ୟ ଜିଲ୍ଲାକୁ ମଧ୍ୟ ବ୍ୟାପିବାରେ ଲାଗିଛି । ଯାଜପୁର ଜିଲ୍ଲାରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବା ଦାବିରେ ଛାତ୍ରଛାତ୍ରୀ ରାସ୍ତାରୋକ କରିଥିଲେ । ତେବେ ଏ ନେଇ…

ଜିନ୍ନ ଭୟରେ ଏହି ଅଂଚଳର ଲୋକେ ରାତାରାତି ଘର ଖାଲି କରି ପଳାଇଗଲେ, ଏବେ ବାଲିରେ ସବୁ କିଛି ପୋତି ହୋଇଯାଉଛି

ଅଲ ମଦାନ: ୟୁଏଇର ଗ୍ରାମ ଅଲ ମଦାନ ଏବେ ସମ୍ପୂର୍ଣ୍ଣ ଭାବେ ବାଲିରେ ପୋତି ହୋଇ ଯିବାକୁ ବସିଛି । ଏଠାରେ କେହି ରହୁ ନ ଥିବାରୁ ବାଲିସ୍ତର ବଢ଼ିବାରେ ଲାଗିଛି । କାହିଁକି ଲୋକେ ଗ୍ରାମ ଛାଡି ପଳାଇଗଲେ ସେ ନେଇ କୌଣସି ବଳିଷ୍ଠ ପ୍ରମାଣ ମିଳିପାରି ନାହିଁ । ତେବେ ପାଖ ଗ୍ରାମର ଲୋକଙ୍କ କହିବା…

ଲୋକଙ୍କ ପାଇଁ କୋଭିଡ୍‌ ଇନ୍‌ଫରମେସନ୍‌ ପୋର୍ଟାଲ ଖୋଲିଲେ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲି

ନୂଆଦିଲ୍ଲୀ: କୋଭିଡ ପଜିଟିଭ ରୋଗୀଙ୍କ ପରିବାର ସଦସ୍ୟଙ୍କ ପାଇଁ ସୋସିଆଲ ମିଡିଆ ଏକ ସୂଚନା ହବରେ ପରିଣତ ହେଉଛି। କୋଭିଡ୍ ରୋଗୀଙ୍କ ପାଇଁ କ୍ରମାଗତ ଭାବରେ ଅପଡେଟ୍ ଏବଂ ହେଲ୍ପଲାଇନ ନମ୍ବର ଯୋଗାଇ ଦିଆଯାଉଛି। ନିର୍ଦ୍ଦେଶକ ଏସ୍‌ଏସ ରାଜାମୌଲି ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ…

ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲଙ୍କୁ କରୋନା

ନୂଆଦିଲ୍ଲୀ: ଦିଲ୍ଲୀ ଉପ ରାଜ୍ୟପାଳ ଅନୀଲ ବୈଜଲ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ତାଙ୍କ କୋଭିଡ-୧୯ ଟେଷ୍ଟ ପଜିଟିଭ ଆସିଛି । ସେ ଏବେ ନିଜକୁ ଘରେ ଆଇସୋଲେଟଡ କରିଛନ୍ତି । ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ନିଜର ଟେଷ୍ଟ କରାଇଥିଲେ । ସେ ଟୁଇଟ କରି ଜଣାଇଛନ୍ତ ଯେଉଁମାନେ ମୋ…

କରୋନା ପଜିଟିଭ ଜାଣିବା ପରେ ଦମ୍ପତିଙ୍କ ଆତ୍ମହତ୍ୟା

ନୟାଗଡ଼: କୋଭିଡ୍‌ ରିପୋର୍ଟ ପଜିଟିଭ ଆସିବା ପରେ ଏକ ଦମ୍ପତି ଗୁରୁବାର ଦିନ ଓଡିଶାର ନୟାଗଡ଼ ଜିଲ୍ଲାର ଗୋଡିମାଡ ଗ୍ରାମରେ ନିଜ ଘରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟା କରିଥିବା ଦମ୍ପତି ଭିକାରୀ ପାତ୍ର ଏବଂ ପତ୍ନୀ ଜ୍ୟୋତ୍ସା ପାତ୍ର ବୋଲି ଜଣାପଡିଛି। ସୂଚନାନୁସାରେ,…

ଦିନ ୨ଟା ପରେ କଟକରେ ଦୋକାନ ବଜାର ବନ୍ଦ

କଟକ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ପକ୍ଷରୁ ମେଡିସିନ୍ ଷ୍ଟୋର ବ୍ୟତୀତ ସହରର ସମସ୍ତ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ମେ ୩ରୁ ମେ ୧୮ ପର୍ଯ୍ୟନ୍ତ ତଥା ୧୫ ଦିନ ଯାଏଁ ନୂତନ ନିୟମାବଳୀ ଆସିବା ଯାଏଁ ବଳବତ୍ତର ରହିବ। ତେବେ ଏହି…

ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ସୋରୋ ଅଞ୍ଚଳରେ ସ୍ଥାନୀୟ ବାସିନ୍ଦା ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମାଡ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ଗୁରୁବାର ଅପରାହ୍ନରେ ଜଣେ ମହିଳା ଶୁଖିଲା ପତ୍ର ସଂଗ୍ରହ କରିବାକୁ ନିକଟ ଜଙ୍ଗଲକୁ ଯାଇଥିବା ବେଳେ ବସନ୍ତ ସିଂ ନାମକ ଜଣେ…

କରୋନାରେ ବରିଷ୍ଠ ସାମ୍ବାଦିକ ରୋହିତ ସର୍ଦ୍ଦାନାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମାରାତ୍ମକ କରୋନା ସଂକ୍ରମିତ ହୋଇ ଜଣାଶୁଣା ଟିଭି ସାମ୍ବାଦିକ ରୋହିତ ସର୍ଦ୍ଦାନାଙ୍କ ଶୁକ୍ରବାର ଦିନ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବରିଷ୍ଠ ଟିଭି ସାମ୍ବାଦିକ ରୋହିତଙ୍କୁ ଗୁରୁବାର ମେଟ୍ରୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା…