Latest Odisha News

BREAKING NEWS

ଖଲ୍ଲିକୋଟ ପୋଲିସ ପକ୍ଷରୁ ଚଢ଼ାଉ: ବେଆଇନ ବାଣ ଜବତ ସହ ୩ଗିରଫ

ଖଲ୍ଲିକୋଟ: ଦୀପାବଳି ପୂର୍ବରୁ ଖଲ୍ଲିକୋଟ ପୋଲିସ ପକ୍ଷରୁ ଚଢ଼ାଉ। ଚଢ଼ାଉବେଳେ ୪୦ହଜାରରୁ ଅଧିକ ଟଙ୍କାର ବାଣ ଜବତ କରାଯାଇଛି। ଏହା ସହ ୩ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଖଲ୍ଲିକୋଟ ପୋଲିସ ପକ୍ଷରୁ ତିନୋଟି ଟିମ ଶ୍ୟାମସୁନ୍ଦରପୁର, କେଶପୁର ଛକ ଓ…

ପୁରୀ ଜିଲ୍ଲା ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା ଘୋଷଣା

ପୁରୀ: ପୁରୀ ଜିଲ୍ଲା ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା ଘୋଷଣା  । ୨୦୨୧-୨୨ ରବି ଋତୁ ପାଇଁ ପୁରୀ ଜିଲ୍ଲାର ଚାଷୀ ମାନେ କାଳିଆ ସହାୟତା ଭାବରେ ୨୦୦୦ ଟଙ୍କା ଲେଖାଏ ସହାୟତା ପାଇବେ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ବିଷୟ ଘୋଷଣା କରିଛନ୍ତି । ଜିଲ୍ଲାର…

ଫିଲ୍ମ ‘ଉମ୍‌ରୋ ଜାନ୍‌’ ପାଇଁ ଐଶ୍ବର୍ଯ୍ୟା ନଥିଲେ ପ୍ରଥମ ପସନ୍ଦ

ନୂଆଦିଲ୍ଲୀ: ଚଳଚ୍ଚିତ୍ର 'ଉମ୍‌ରୋ ଜାନ୍‌'ରେ ଅଭିନେତ୍ରୀ ଐଶ୍ବର୍ଯ୍ୟାଙ୍କ ଭୂମିକାକୁ ବେଶ୍‌ ତାରିପ୍‌ କରାଯାଇଥିଲା। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଜେପି ଦତ୍ତା। ଏହା ଉର୍ଦ୍ଦୁ ଉପନ୍ୟାସ ଉମ୍‌ରୋ ଜାନ ଅଦା ଉପରେ ଆଧାରିତ। ତେବେ ଏହି ଫିଲ୍ମ ପାଇଁ ଐଶ୍ବର୍ଯ୍ୟା ପ୍ରଥମ ପସନ୍ଦ…

ସତର୍କ ହୁଅ ନଚେତ ଗାଦିରୁ ଯିବ: କେନ୍ଦ୍ରକୁ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁଙ୍କ ସର୍ତକବାଣୀ

ଭୁବନେଶ୍ୱର: ସତର୍କ ହୋଇଯାଅ କେନ୍ଦ୍ର ସରକାର । ଦର ବୃଦ୍ଧି ଯୋଗୁ ବିଭିନ୍ନ ରାଜ୍ୟର ଉପନିର୍ବାଚନରେ ବିଫଳ ହୋଇଛ । ସବୁ କ୍ଷେତ୍ରରେ କେନ୍ଦ୍ର ସରକାର ବିଫଳ । ରାଜ୍ୟର କ୍ଷମତା ଛଡ଼ାଇ ନେଇଗଲେ କେନ୍ଦ୍ର ସରକାର । ରାଜ୍ୟ ସରକାରଙ୍କର ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ରକୁ…

[ଭିଡିଓ] ଆରତୀଙ୍କୁ ପାଠ ପଢାଇବେ ଅନୁପମ ଖେର, ଦେଲେ ପ୍ରତିଶ୍ରୁତି

ଭୁବନେଶ୍ୱର: ଅନୁପମ ଖେର, ଏମିତି ଜଣେ ଅଭିନେତା ଯିଏ କି ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । ନିକଟରେ ଅନୁପମ ସେୟାର କରିଥିବା ଏକ ଭିଡିଓକୁ ବହୁ ସଂଖ୍ୟାର ଲୋକେ ତାରିଫ କରିଛନ୍ତି । ତେବେ ଏହି ଭିଡିଓ ପଛର ଘଟଣା ଅନେକଙ୍କୁ ଚକିତ କରିଛି ।ନିକଟରେ ଅନୁପମ କାଠମାଣ୍ଡୁ…

ଦୀପାବଳିରେ ୧୦କ୍ୱିଣ୍ଟାଲ ଫୁଲରେ ସଜେଇ ହେଲା ବଦ୍ରିନାଥ ମନ୍ଦିର

ଉତ୍ତରାଖଣ୍ଡ: ଦିପାବଳୀ ଅବସରରେ ବଦ୍ରିନାଥ ଧାମରେ ଚାଲିଛି ସ୍ୱତନ୍ତ୍ର ପ୍ରସ୍ତୁତି। ଉତ୍ତରାଖଣ୍ଡର ବଦ୍ରିନାଥ ମନ୍ଦିରକୁ ଫୁଲରେ ସଜା ହୋଇଛି। ୧୦କ୍ୱିଣ୍ଟାଲ ଫୁଲରେ ସଜେଇ ହୋଇଛି ବାବାଙ୍କ ମନ୍ଦିର। ଦୀପାବଳି ଅବସରରେ ମନ୍ଦିରରେ ସ୍ୱତନ୍ତ୍ର ରିତୀନୀତି କରାଯାଉଛି। ପ୍ରତିବର୍ଷ ଦୀପାବଳିରେ…

ମା’ ଓ ଝିଅଙ୍କୁ ଛୁରାମାଡ ଘଟଣା : ଛୁରା ମାଡ କରିଥିବା ରୂପେଶ ପଣ୍ଡା ଅଟକ

ଭୁବନେଶ୍ୱର: ଶୈଳଶ୍ରୀବିହାରରେ ମା’ ଝିଅଙ୍କୁ ଛୁରାମାଡ ଘଟଣାରେ ନୂଆ ମୋଡ । ଛୁରା ମାଡ କରିଥିବା ପଡୋଶୀ ରୂପେଶ ପଣ୍ଡାଙ୍କୁ ଅଟକ ରଖିଛି କମିଶନରେଟ ପୋଲିସ । ହସ୍ପିଟାଲରୁ ଡିସଚାର୍ଜ ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଦ୍ୱାରା ଅଟକ । ଲୁଟ୍ ଉଦ୍ଦେଶ୍ୟ ରଖି ଘର ଭିତରକୁ ପଶିଥିବା ପୁଲିସ ତଦନ୍ତରୁ…

ଭୁବନେଶ୍ୱରର ବିଭିନ୍ନ ମିଠା ଦୋକାନରେ ବିଏମ୍‌ସିର ଚଢାଉ

ଭୁବନେଶ୍ୱର : ଭୁବନେଶ୍ୱରର ବିଭିନ୍ନ ମିଠା ଦୋକାନରେ ଆଜି ବିଏମ୍‌ସି ପକ୍ଷରୁ ଚଢାଉ କରାଯାଇଛି । ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ତିନୋଟି ଜୋନରେ ଚଢାଉ ଚାଲିଛି । ଦୀପାବଳିରେ ବିଭିନ୍ନ ମିଠା କୋକାନି ମାନେ ଭେରାଇଟି ମିଠା ପ୍ରସ୍ତୁତ କରି ଗ୍ରାହକ ମାନକୁ ବିକିବାରେ ଲାଗିଛନ୍ତି ।ଏହି…

ଚାରି ବନ୍ଧୁଙ୍କ ନିଆରା ଉଦ୍ୟମ “ଇମାଜିନ୍ କ୍ଲଥ୍‌ସ ବ୍ୟାଙ୍କ”

ବେଙ୍ଗାଳୁରୁ: ମହତ କଳ୍ପନା, ଅବିଶ୍ରାନ୍ତ ଚେଷ୍ଟା ଓ ୪ ବନ୍ଧୁଙ୍କ ଦୃଢ ଇକ୍ତାଶକ୍ତି ବଳରେ ଅଭାବୀ ଲୋକଙ୍କ ପାଇଁ ଖୋଲିଛି ଇମାଜିନ୍ କ୍ଲଥ୍ ବ୍ୟାଙ୍କ । ଏହି ବ୍ୟାଙ୍କରେ ଅଭାବୀ ତଥା ଗରିବ ଲୋକଙ୍କୁ କପଡା କିଣିବାକୁୁ ସୁଯୋଗ ମିଳିଥାଏ । ଯେ କେହି ବି ଏହି ବ୍ୟାଙ୍କରୁ ମାତ୍ର ୧ ଟଙ୍କା ବିନିମୟରେ…

କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ ରାଜସ୍ଥାନ ପ୍ୟାଲେସରେ କରିବେ ବିବାହ

ମୁମ୍ବାଇ : ବଲିଉଡରେ ବାଜିବ ଶାହାନାଇ। ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ବିବାହକୁ ନେଇ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଗଲାଣି । ଶୁଣିବାକୁ ମିଳୁଛି ଯେ ଦୁହେଁ ଆସନ୍ତା ଡିସେମ୍ବର ୬ ରେ ବିବାହକରିବାକୁ ଯାଉଛନ୍ତିା କ୍ୟାଟ୍ରିନାଙ୍କ ଲେହେଙ୍ଗା ଡିଜାଇନ ଠାରୁ ଆରମ୍ଭ କରି…