Latest Odisha News

BREAKING NEWS

ପ୍ରଥମ ପର୍ଯ୍ୟାୟରେ ଷଷ୍ଠ ଓ ସପ୍ତମ ; ନୂଆ ବର୍ଷ ସୁଦ୍ଧା ଖୋଲିପାରେ ସବୁ କ୍ଲାସ୍‌

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ଷଷ୍ଠ ଏବଂ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ କରିବାକୁ ଓଡିଶା ସରକାର ବିଚାର କରୁଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବୁଧବାର କହିଛନ୍ତି। ଦିପାବଳୀ ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବ ବୋଲି…

ବିଦେଶରେ ଶାହାରୁଖ୍‌ଙ୍କୁ ମିଳିଲା ଜନ୍ମଦିନର ଏହି ବିଶେଷ ଉପହାର

ନୂଆଦିଲ୍ଲୀ: ୨ ନଭେମ୍ବରରେ ବଲିଉଡର କିଙ୍ଗ ଖାନ ତଥା ଶାହାରୁଖ୍‌ ଖାନ ୫୬ ତମ ଜନ୍ମଦିନ ଥିଲା। ଏହି ଅବସରରେ ତାଙ୍କ ପ୍ରଶଂସକ, ବନ୍ଧୁ ଏବଂ ପରିବାରବର୍ଗ ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇବା ସହ ତାଙ୍କ ଜନ୍ମଦିନକୁ ବିଭିନ୍ନ ଉପାୟରେ ପାଳନ କରିଥିଲେ। ଶାହାରୁଖଙ୍କ ଜନ୍ମଦିନ କେବଳ ଭାରତରେ…

ଅଯୋଧ୍ୟାରେ ଦୀପତ୍ସୋବ, ସନ୍ଧ୍ୟାରେ ଜଳିବ ୧୨ଲକ୍ଷ ଦୀପ

ଅଯୋଧ୍ୟା: ଆଜି ଅଯୋଧ୍ୟାରେ ଦୀପତ୍ସୋବ ଭାବେ ପରିଚିତ ଦୀପାବଳୀ ଉତ୍ସବର ଉଦଘାଟନ କରିବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଭଗବାନ ରାମଙ୍କ ନଗରୀ ଅଯୋଧ୍ୟା ପୁଣି ଭକ୍ତିର ଶକ୍ତିରେ ଚମକି ଉଠୁଛି। କିଛି ବର୍ଷ ହେଲା ଦୀପାବଳି ଆସିଲେ ଏହି ଆଭା ଦେଖିବା ପାଇଁ ମିଳିଥାଏ। ଚଳିତବର୍ଷ ଦୀପାବଳିରେ…

ବ୍ୟଙ୍ଗ : ରିଷ୍ଟ ଖଣ୍ଡନ

କାଳୀ ପୂଜା ଆସିଲେ ମନେପଡୁଛି ପୁରୁଣା କଥା । ଋଷି ଭାଇନାଙ୍କୁ ଏଇ ଦିନ କଥା କହିବାକୁ ଫୁରସତ ନଥାଏ । ଅଣ୍ଟିରେ ଦକ୍ଷିଣା ମୁହଁରେ ପାନ ଦେଖିଲା ମାତ୍ରେ ଖାଲି ହାତ ଉଠେଇ 'ହଁ ସାଙ୍ଗ' ବୋଲି କହି ଭକ୍ତିଆ ଗରାଖଙ୍କ ଭିତରେ ହଜି ଯାଉଥିଲେ । ଭିଡ଼ ଏମିତି ହୁଏ ଯେ ଏକା ସାଙ୍ଗରେ ପାଞ୍ଚ ପାଞ୍ଚଟା…

ଆର୍ୟନ୍‌ଙ୍କୁ ବଞ୍ଚାଇବା ଲାଗି ୫୦ ଲକ୍ଷ ଦେଇଥିଲେ ଶାହାରୁଖଙ୍କ ମ୍ୟାନେଜର ପୂଜା

ମୁମ୍ବାଇ: ଆର୍ୟନ୍‌ଙ୍କୁ ଜେଲ୍‌ରୁ ମୁକୁଳିବା ଲାଗି ପାଇଁ ଶାହରୁଖ ଖାନଙ୍କ ମ୍ୟାନେଜର ପୂଜା ଦାଦଲାନି ଡ୍ରଗ୍-କ୍ରୁଜ୍ ମାମଲାର ସାକ୍ଷୀ କେ ପି ଗୋସାଭିଙ୍କୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ବୋଲି ସାମ ଡି’ସୁଜା ଏକ ଟେଲିଭିଜନ ସାକ୍ଷାତକାରରେ ଦାବି କରିଛନ୍ତି। ଜଣେ ବ୍ୟବସାୟୀ, ଡି’ସୁଜା…

ପର୍ଣ୍ଣ ସାଇଟ୍ ଚଳାଉଥିଲେ ସାରାଙ୍କ ମା’ ଅମୃତା ସିଂ !

ମୁମ୍ବାଇ: ସାରା ଅଲି ଖାନ ବଲିଉଡ ସହିତ ଦର୍ଶକଙ୍କ ହୃଦୟରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କ ମା ଏବଂ ବାପା ଉଭୟ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଅଛନ୍ତି। ଏକ ସାକ୍ଷାତକାର ସମୟରେ ସାରା ତାଙ୍କ ପିତାମାତାଙ୍କ ଚଳଚ୍ଚିତ୍ର ଦେଖିବା ପରେ ସେ କ’ଣ ଭାବୁଥିଲେ ସେ ବିଷୟରେ…

ଆଫଗାନିସ୍ତାନରେ ବିଦେଶୀ ମୁଦ୍ରା ବ୍ୟବହାର ବ୍ୟାନ୍‌ କଲା ତାଲିବାନ

କାବୁଲ: ତାଲିବାନ ଆଫଗାନିସ୍ତାନରେ ବିଦେଶୀ ମୁଦ୍ରା ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛି ଏବଂ ଏହି ଆଦେଶ ଉଲ୍ଲଂଘନ ପାଇଁ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛି ବୋଲି ସୂଚନା ମିଳିଛି। ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍‌ଙ୍କ ବିବୃତ୍ତିରେ କହିଛନ୍ତି ଯେ…

ଫେସ୍‌ବୁକ୍‌ର ବଡ ଘୋଷଣା; ବନ୍ଦ ହୋଇଯିବ ଫେସିଆଲ୍‌ ରେକଗ୍‌ନିସନ୍‌ ସିଷ୍ଟମ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଫେସବୁକ ମଙ୍ଗଳବାର ଘୋଷଣା କରିଛି ଯେ ଏହାର ଫେସିଆଲ୍‌ ରେକଗ୍‌ନିସନ୍‌ ସିଷ୍ଟମ ବନ୍ଦ କରୁଛି। ଫେସବୁକର ଉପ-ସଭାପତି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଜେରୋମ ପେସେଣ୍ଟି ଏହି ଘୋଷଣା କରିଛନ୍ତି। ପେସେଣ୍ଟିଙ୍କ ବିବୃତ୍ତି ଅନୁଯାୟୀ, ଲୋକମାନେ ଆଉ ଫଟୋ…

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ ଏକତା, କରଣ

ନୂଆଦିଲଲୀ: ଜାନୁଆରୀ ୨୬, ୨୦୨୦ ରେ ଏକତା କପୁର, କରଣ ଜୋହର ଏବଂ କଙ୍ଗନା ରାନାୱତଙ୍କୁ ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ସମ୍ମାନରେ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରଦର୍ଶନ କଳା କ୍ଷେତ୍ରରେ ଅବଦାନ ପାଇଁ ଏହି ତିନିଜଣ ସେଲିବ୍ରିଟିଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ…

ଆଜି ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ, ମନ୍ତ୍ରୀ ଟୁକୁନି ସାହୁଙ୍କୁ ଡ଼ାକବଙ୍ଗଳାରେ ତାଲା ପକାଇଲେ କଂଗ୍ରେସ ଓ ବିଜେପି କର୍ମୀ

କୁଚିଣ୍ଡା: କଂଗ୍ରେସ ଓ ବିଜେପି ପକ୍ଷରୁ ଆଜି ୧୨ଘଣ୍ଟିଆ କୁଚିଣ୍ଡା ବନ୍ଦ। ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତବେଳେ ପ୍ରତିବାଦ କରୁଥିବା ବିଜେପି କର୍ମୀ ଓ କଂଗ୍ରେସ କର୍ମୀଙ୍କୁ ଗୋଡ଼େଇ ଗୋଡ଼େଇ ବିଜେଡ଼ି କର୍ମୀ ମାଡ଼ ମାରିଥିଲା। ପୋଲିସ ଘଟଣାସ୍ଥଳରେ ଥାଇ ମଧ୍ୟ ଏହାକୁ ଅଟକାଇପାରିନଥିବା…