ପ୍ରେମିକା ପାଇଁ ୪ କି.ମି. ଗଡି ଗଡି ଗଲା ପ୍ରେମିକ
ପ୍ରେମିକାକୁ ପାଇବା ପାଇଁ ୪ କିଲୋମିଟର ଗଡିଲା ପ୍ରେମିକ
ଠାକୁରଙ୍କୁ ସାକ୍ଷୀ ରଖି ୪ କିଲୋମିଟର ଗଡିଲେ
ପରିବାର ଲୋକେ ମଧ୍ୟ ଏହାକୁ ସମର୍ଥନ କଲେ
ରାୟଗଡା ଜିଲ୍ଲା ମୁନିଗୁଡା ଅଞ୍ଚଳରେ ଘଟିଛି ଘଟଣା
ରାୟଗଡ଼ା: ସତରେ ପ୍ରେମ ଅନ୍ଧ । ଆଉ ଏହି ପ୍ରେମକୁ ପାଇବା ପାଇଁ ମଣିଷ କିଛି…