Latest Odisha News

BREAKING NEWS

ନଭେମ୍ବର ୧ରୁ ଖରିଫ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ପାଇଁ ଧାନ କ୍ରୟ ଆସନ୍ତା ନଭେମ୍ବର ୧, ୨୦୨୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧, ୨୦୨୬ ଯାଏଁ ଚାଲିବ। କେବଳ ପଞ୍ଜିକୃତ ଚାଷୀମାନଙ୍କ ଠାରୁ ସରକାର ଧାନ ସଂଗ୍ରହ କରିବେ। ଏଥି ପାଇଁ ଚାଷୀ ମାନେ ନିକଟସ୍ଥ ଅନୁମୋଦିତ PACS /LAMPCS/WSHG /Pani Panchayat ମାନଙ୍କ…

ଆକ୍ରମଙ୍କ ରେକର୍ଡ ଭାଙ୍ଗିବେ ବୁମରାହ

ମାଂଚେଷ୍ଟର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମାଂଚେଷ୍ଟରରେ ଜୁଲାଇ ୨୩ରୁ ଖେଳାଯିବ । ଏହି ମ୍ୟାଚରେ ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି । ବୁମରାହ ଏହି ମ୍ୟାଚରେ ଖେଳିଲେ ତାଙ୍କ ନିକଟରେ ପାକିସ୍ତାନର ୱାସିମ ଆକ୍ରମଙ୍କ ରେକର୍ଡ ଭାଙ୍ଗିବା…

ପାଇକ ବିଦ୍ରୋହ ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ ହାସ୍ୟାସ୍ପଦ କହିଲେ ମନ୍ତ୍ରୀ

ଭୁବନେଶ୍ୱର: ଅଷ୍ଟମ ଶ୍ରେଣୀ ବହିରୁ ପାଇକ ବିଦ୍ରୋହକୁ ବାଦ ଦିଆଯିବା ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏନସିଇଆରଟି ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ତାଙ୍କ ଦାବିକୁ ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି କହିଛନ୍ତି…

ଏୟାର ଇଣ୍ଡିଆ ବିମାନରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ପୁଣି ନିଆଁ। ହଂକଂରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ ନମ୍ବର AI ୩୧୫ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ମାତ୍ରେ ହିଁ ଏହାର ସହାୟକ ପାୱାର ୟୁନିଟ୍‌ରେ ନିଆଁ ଲାଗିଯାଇଥିଲା। ତେବେ ଅବତରଣ ପରେ ଏପିୟୁ ସ୍ୱୟଂଚାଳିତ ଭାବରେ ବନ୍ଦ ହୋଇଯାଇଥିଲା।…

ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ, ତ୍ରୁଟି ଥିଲେ ଯିବ ଫୋନ୍ କଲ୍…

ଭୁବନେଶ୍ୱର: ସୁଭଦ୍ରାକୁ ନେଇ ଆସିଲା ବଡ଼ ଖବର। ଆସନ୍ତା ରକ୍ଷାବନ୍ଧନରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ମିଳିବ। ଏନେଇ ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆସନ୍ତା ୯ ତାରିଖରେ ଓଡ଼ିଶାର ମହିଳା ପାଇବେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି। ଯେଉଁମାନେ ଦ୍ୱିତୀୟ କିସ୍ତି…

ରାଜ୍ୟରେ ମହିଳା ଅସୁରକ୍ଷିତ, ମା’ ଓ ଭଉଣୀଙ୍କ ସୁରକ୍ଷା ପାଇଁ ସ୍ବର ଉଠାଉଛି ଆଉ ଉଠାଇବ ବିଜେଡି: ନବୀନ

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ନେଇ ବିଜେପିକୁ ଘେରିଛନ୍ତି ବିରୋଧୀ। ନାରୀ ସୁରକ୍ଷାକୁ ପ୍ରସଙ୍ଗ କରି ଗର୍ଜୁଛନ୍ତି ବିରୋଧୀ। ରାଜ୍ୟର ବିଭିନ୍ନ ସ୍ଥାନରୁ ମହିଳାଙ୍କୁ ନେଇ ଆସିଥିବା ଅଭାବନୀୟ ଘଟଣା ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷୋଭ…

୭୦ ଗ୍ରାମ ବ୍ରାଉନ ସୁଗାର ସହ ଦମ୍ପତ୍ତି ଗିରଫ

ବରଗଡ଼: ବରଗଡ଼ ସହରରେ ବଢୁଥିବା ନିଶା କାରବାରକୁ ରୋକିବା ଦିଗରେ ବଡ ପଦକ୍ଷେପ ନେଇଛି ପୋଲିସ। ତେବେ ବରଗଡ଼ ପୋଲିସ କୁ ମିଳିଲା ପୁଣି ଏକ ବଡ଼ ସଫଳତା। ବରଗଡ଼ରେ ନିଶା କାରବାର ରୋକିବା ପାଇଁ ପୋଲିସ୍ ପକ୍ଷରୁ ବିଭିନ୍ନ ରେଡ୍ କରାଯାଉଥିବା ବେଳେ ଆଜି ସକାଳ ସମୟରେ ଘରୋଇ ବସଷ୍ଟାଣ୍ଡ ନିକଟରୁ…

ଗିଲ ସ୍ପଷ୍ଟ କଲେ ୪ର୍ଥ ଟେଷ୍ଟରେ କିଏ କରିବେ ୱିକେଟ କିପିଂ

ମାଂଚେଷ୍ଟର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଜୁଲାଇ ୨୩ରୁ ମାଂଚେଷ୍ଟରରେ ଖେଳାଯିବ । ଏହି ମ୍ୟାଚ ପୂର୍ବରୁ ଆଘାତ ସମସ୍ୟା ଭାରତୀୟ ଟିମ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଭଲ ଫର୍ମରେ ଥିବା ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଖେଳିବା ନେଇ ମଧ୍ୟ ସନ୍ଦେହ ରହିଥିଲା । ତେବେ…

ସ୍ୱଚ୍ଛ ସହର ସର୍ବେକ୍ଷଣ; ଦ୍ୱିତୀୟ ସ୍ଥାନ ହାସଲ କଲା ଆସ୍କା ବିଜ୍ଞାପିତ ଅଞ୍ଚଳ ପରିଷଦ

ଭୁବନେଶ୍ୱର: ଦେଶର ସ୍ୱଚ୍ଛ ସହର ସର୍ଭେରେ ଗଞ୍ଜାମ ଜିଲ୍ଲାର ଆସ୍କା ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱିତୀୟ ସ୍ଥାନ ହାସଲ କରିଛି। ଚଳିତ ମାସ ୧୭ରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହ…

ନିଲମ୍ବିତ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ସହଯୋଗୀ ଗିରଫ

ଭୁବନେଶ୍ୱର: ନିଲମ୍ବିତ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ସହଯୋଗୀ ଗିରଫ। ଉଦିତ ପ୍ରଧାନଙ୍କ ଅନ୍ୟତମ ସହଯୋଗୀ ଆୟୁଷ୍ମାନ ସାହୁ ଗିରଫ। ଗତକାଲି ଭିଡିଓ କରି ଉଦିତ୍‌ଙ୍କ ଦୋଷ ନଥିବା କହିଥିଲେ ଆୟୁଷ୍ମାନ। ଦୁଷ୍କର୍ମ ମାମଲାକୁ ଗଣଦୁଷ୍କର୍ମ ମାମଲାରେ ପରିବର୍ତ୍ତନ କଲା ପୋଲିସ।…