ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ, ୫ ହାର୍ଡକୋର୍ ଅପରାଧୀ ଗିରଫ
କୋରାପୁଟ: କୋରାପୁଟ ପୋଲିସକୁ ବଡ଼ ସଫଳତା। ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପାଡୁଆ ପୋଲିସ। ହାର୍ଡକୋର୍ ଅପରାଧୀ ଲାଲ ବାହାଦୂର ଦର୍ଜି ସମେତ ୫ ଅଭିଯୁକ୍ତ ଗିରଫ। ୩୫୦ କିଲୋ ଗଞ୍ଜେଇ ଜବତ। ଅଭିଯୁକ୍ତଙ୍କ ଠାରୁ ୨ଟି ମାଉଜର, ଗୁଳି, ମୋବାଇଲ୍ ଫୋନ ଓ ବିଭିନ୍ନ ପରିଚୟ ପତ୍ର…