Latest Odisha News

BREAKING NEWS

ସ୍କୁଲରେ ଅଧିକ ସଂଖ୍ୟକ ମହିଳା ଷ୍ଟାଫ୍‌ ଥିଲେ ଝଗଡା ଅଧିକ ହୁଏ; ଶିକ୍ଷା ମନ୍ତ୍ରୀ

ଜୟପୁର: ରାଜସ୍ଥାନ ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂ ଦୋତାସ୍ର ସୋମବାର ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି।  ସେ ମହିଳା ଶିକ୍ଷକମାନଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯେଉଁ ବିଦ୍ୟାଳୟରେ ଅଧିକ ମହିଳା କର୍ମଚାରୀ ଅଛନ୍ତି, ବିଭିନ୍ନ କାରଣରୁ ଅଧିକ…

ଆସିଲା ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ, ଶ୍ୱାସରୁଦ୍ଧ ହୋଇ ମନୀଷ ଅନୁରାଗଙ୍କ ହୋଇଛି ମୃତ୍ୟୁ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାର ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ  ଆସିଛି । ଶ୍ୱାସରୁଦ୍ଧ ହୋଇ ମନୀଷ ଅନୁରାଗଙ୍କ ମୃତ୍ୟୁ ହୋଇଥିବା ନେଇ ଏଥିରୁ ସ୍ପଷ୍ଟ ହୋଇଛି । ଏସଂପର୍କରେ ଏମ୍ସ ପିଆରଓ ପ୍ରଭାସ ତ୍ରିପାଠୀ ସୂଚନା ଦେଇଛନ୍ତି । ଦିନେ ଦୁଇ ଦିନରେ…

ବାଲେଶ୍ୱରର ଅଧିଷ୍ଠାତ୍ରୀ ଦେବୀ ମା’ କନକ ଦୁର୍ଗା

ବାଲେଶ୍ୱର: ଓଡିଶାର କୋଣଅନୁକୋଣରେ କୌଣସି ନା କୌଣସି ଦେବାଦବୀଙ୍କର ବିଶିଷ୍ଟତା ରହିଛି । ପ୍ରତ୍ୟେକ ସ୍ଥାନରେ ଏମିତି ଜଣେଜଣେ ପ୍ରତ୍ୟକ୍ଷ ଦେବୀ ରହିଛନ୍ତି, ଯିଏ କି ସମଗ୍ର ଅଂଚଳର ରକ୍ଷାକର୍ତ୍ତା ଭାବେ ବିରାଜମାନ ରହିଥାନ୍ତି । ଏହି ଧାରାରେ ବାଲେଶ୍ୱର ଜିଲ୍ଲା ସୁନାହାଟ ଗାଁର ପ୍ରତ୍ୟକ୍ଷ…

[ ଭିଡ଼ିଓ] ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜା

କଟକ: ଧରାପୃଷ୍ଠକୁ ଅବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା । ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ସିଲଭର୍ ସିଟି କଟକ । ଆଜି ମାଆଙ୍କ ମହାସପ୍ତମୀ ପୂଜା କରାଯାଇଛି । ସହରର ପ୍ରତ୍ୟକଟି ମଣ୍ଡପରେ ମାଆଙ୍କୁ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଛି । ଗତକାଲି ବିଲ୍ୱବରଣ ହେବା ପରେ ମହାନଦୀରୁ…

ବିପଦ ସୃଷ୍ଟି କରୁଛି ଫଳ ବଜାରର ଭିଡ଼

ବାଲେଶ୍ୱର: ଘନଉଛି ବିପଦ। ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍। ଦୈନିକ ସଂକ୍ରମଣ କେତେବେଳେ ୫୦୦ତଳକୁ ତ ଆଉ କେତେବେଳେ ୬୦୦ ଉପରକୁ ରହୁଛି। ଗତକାଲି ୨୪ଘଣ୍ଟା ମଧ୍ୟରେ ୫୨୯ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ସେପଟେ ବଜାରରେ ବହୁ ପରିମାଣରେ ଭିଡ଼ ଏବେ ବିପଦ ସୃଷ୍ଟି କରୁଛି। ଏପରି ଦୃଶ୍ୟ…

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କାମାକ୍ଷାନଗର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କନ୍ତିଓପୁଟ ସାହିରେ ଭୁତୁକୁଣି ନିକଟରୁ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତ ଦେହ ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ଗାଁର ରାଜେଶ ବେହେରା ବୋଲି ଜଣାପଡ଼ିଛି । ପରିବାର ଲୋକ ତାଙ୍କ ପୁଅ କୁ କେହି…

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ହେଲେ ପୂର୍ବତନ ଆଇଏଏସ୍ ଅମିତ ଖରେ

ନୂଆଦିଲ୍ଲୀ: ମାନବ ସମ୍ବଳ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟରେ ସଚିବ ଭାବରେ କାର୍ଯ୍ୟ କରିଥିବା ଅମିତ ଖରେଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଛି। ୧୯୮୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅମିତ ଖରେ ସେପ୍ଟେମ୍ବର ୩୦ ରେ ଉଚ୍ଚଶିକ୍ଷା ସଚିବ ପଦରୁ ଅବସର…

ଅମର ଅକ୍ଷୟ. . .

ଭୁବନେଶ୍ୱର: ହୃଦୟର ଶୂନ୍ୟତାରୁ ଆପେଆପେ ଶୁଭୁଥିବା ଗୋଟେ ସୁମଧୁର ସଙ୍ଗୀତ , ଗୋଟେ ନାଁ ନୁହେଁ, ଗୋଟେ ଆବେଗ  । ଓଡ଼ିଆ ଆଧୁନିକ ସଙ୍ଗୀତର ଯୁଗ ସ୍ରଷ୍ଟା । ଓଡ଼ିଶାର ସଙ୍ଗୀତ ସମ୍ରାଟ ଚିର ସବୁଜ ଅକ୍ଷୟ ମହାନ୍ତି। ସେ ଆଜି ଆମ ଗହଣରେ ନାହାନ୍ତି ସତ କିନ୍ତୁ ତାଙ୍କ ସଙ୍ଗୀତର ଯୁଗଳବନ୍ଦୀ ଯୁଗେ ଯୁଗେ…

ଜାତୀୟ ମାନବାଧିକାର ଆୟୋଗର ୨୮ତମ ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଦିଲ୍ଲୀ: ଜାତୀୟ ମାନବାଧିକାର କମିଶନରର ସ୍ଥାପନା ଦିବସ ଏହି ସମୟରେ ଆୟୋଜନ କରାଯାଉଛି ଯେଉଁ ସମୟରେ ଆମ ଦେଶ ନିଜ ଆଜାଦୀର ଅମୃତ ମହୋତ୍ସବ ମନଉଛି। ଭାରତ ପାଇଁ ମାନବ ଅଧିକାରର ପ୍ରେରଣା, ମାନବ ଅଧିକାରର ମୂଲ୍ୟର ବହୁତ ବଡ଼ ଶ୍ରୋତ ଆଜାଦୀ ପାଇଁ ଆନ୍ଦୋଳନ ଆମ ଇତିହାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବାଘ ଆକ୍ରମଣରେ ୬ ବର୍ଷୀୟ ନାବାଳକର ମୃତ୍ୟୁ

ନବରଙ୍ଗପୁର: ରାଇଘର ତୁରୁଡିହି ଗାଁରେ ବାଘ ଆତଙ୍କ । ବାଘ ଆକ୍ରମଣରେ ଜଣେ ୬ ବର୍ଷୀୟ ନାବାଳକର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ମୃତ ବାଳକ ଜଣକ ଅମିତ ମର୍କାମ ବୋଲି ଜଣାପଡିଛି । ନିଜ ପରିବାର ସହ ଅମିତ ଛତିଶଗଡର ଶିହୱା ଶୀତଳ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ସେହି…