Latest Odisha News

BREAKING NEWS

ଉଦଯାପିତ ହେଲା ୬୯ତମ ଜାତୀୟ ସିନିଅର ପୁରୁଷ ଓ ମହିଳା ଭଲିବଲ ପ୍ରତିଯୋଗିତା

ଭୁବନେଶ୍ବର : ଉଦଯାପିତ ହେଲା ୬୯ତମ ଜାତୀୟ ସିନିଅର ପୁରୁଷ ଓ ମହିଳା ଭଲି ବଲ ପ୍ରତିଯୋଗିତା । ମହିଳା ସିନିୟର ବିଭାଗରେ କେରଳ ଓ ପୁରୁଷ ବିଭାଗରେ ହରିୟାଣା ଚାମ୍ପିଅନସ ଟ୍ରଫି ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ମହିଳା ବିଭାଗରେ ରେଲଓ୍ବେକୁ ୩-୦ରେ ହରାଇ ଚାମ୍ପଅନ୍ ହୋଇଛି କେରଳ ।…

ମହାଶିବରାତ୍ରୀରେ ସୋନୁ ଏମିତି କଣ କହିଲେ ଯେ, ଟ୍ରୋଲ ହେଲେ ସୋସିଆଲ ସାଇଟରେ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ଏକ ଟୁଇଟ କରି ନିଜକୁ ବିବାଦ ମଧ୍ୟକୁ ଟାଣି ଆଣିଛନ୍ତି । ମହାଶିବରାତ୍ରୀରେ ସୋନୁ ଟୁଇଟ କରିଥିଲେ, ଭଗବାନ ଶିବଙ୍କ ଫଟୋ ଫରୱାର୍ଡ ନ କରି ଅନ୍ୟ କାହାକୁ ସାହାଯ୍ୟ କରି ଏହାକୁ ଧୂମଧାମରେ ପାଳନ କରନ୍ତୁ । ଭଗବାନ ଶିବଙ୍କ ଫଟୋ ଶେୟାର କରିବାରେ ଅସୁବିଧା…

ଟ୍ରେନ ଇଞ୍ଜିନରେ ଲାଗିଲା ନିଆଁ

କେନ୍ଦୁଝର: କେନ୍ଦୁଝରର ବଡ଼ବିଲ ରେଳ ଷ୍ଟେସନ ନିକଟରେ ଗୁରୁବାର ଦିନ ଏକ ମାଲବାହୀ ଟ୍ରେନର ଇଞ୍ଜିନରେ ନିଆଁ ଲାଗିଛି। ସୂଚନାନୁସାରେ, ଟ୍ରେନ୍ ବାଲାନି ସାଇଡିଂ ଅଭିମୁଖେ ଯାଉଥିବାବେଳେ ଲୋକୋ ପାଇଲଟ୍ ଇଞ୍ଜିନରୁ ଧୂଆଁ ବାହାରୁଥିବା ଦେଖି ଟ୍ରେନ୍ ଅଟକାଇ ଦେଇଥିଲେ। ଏନେଇ ସେ ରେଲୱେ…

କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ମହିଳା ଫୁଟବଲ ଲିଗ୍ ୨୦୨୧

ଭୁବନେଶ୍ବର : ଆସନ୍ତା ୧୪ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ମହିଳା ଫୁଟବଲ ଲିଗ୍ । ଏଥିପାଇଁ ଷ୍ଟାଡିୟମରେ ଅଭ୍ୟାସ ଚଳାଇଛନ୍ତି ମହିଳା ଖେଳାଳି । ୮ଟି ଦଳ ମଧ୍ୟରେ ଏହି ଲିଗ୍ ମ୍ୟାଚ୍ ଖେଳାଯିବ । ଅପରାହ୍ନ ୪ଟାରୁ ଏହି ମ୍ୟାଚ୍ ଆରମ୍ଭ ହୋଇ ରାତି ୯ଟାରେ ଶେଷ ହେବ । ଏହି ଫୁଟବଲ…

ବିଜୟ ହଜାରେ ଟ୍ରଫି: ମୁମ୍ବାଇ-ୟୁପି ଟାଇଟଲ ମୁକାବିଲା

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫି କ୍ରିକେଟ ଫାଇନାଲରେ ପ୍ରବେଶ କରିଛନ୍ତି ମୁମ୍ବାଇ ଓ ଉତରପ୍ରଦେଶ । ୧୪ରେ ଦିଲ୍ଲୀରେ ଉଭୟ ଦଳ ମଧ୍ୟରେ ଫାଇନାଲ ମୁକାବିଲା ହେବ । ପ୍ରଥମ ସେମିଫାଇନାଲରେ ଉଭରପ୍ରଦେଶ ୫ ଉଇକେଟରେ ଗୁଜରାଟକୁ ପରାସ୍ତ କରିଥିଲା । ଗୁଜରାଟ ପ୍ରଥମେ ବ୍ୟାଟିଂ କରି ୪୮.୧ ଓଭରରେ ୧୮୪…

କେନ୍ଦ୍ର ସରକାର ଘୋଷଣା କଲେ କରୋନା ଟିକାର ନୂଆ ଦର

ନୂଆଦିଲ୍ଲୀ : କରୋନା ଟିକାର ନୂଆ ଦର ଘୋଷଣା କଲେ କେନ୍ଦ୍ର ସରକାର । ପୂର୍ବରୁ ଟିକାର ଦର ୨୫୦ ଟଙ୍କା ଥିବା ବେଳେ, ବର୍ତ୍ତମାନ ଟିକାର ଦାମ କମାଇ ୨୦୦ ଟଙ୍କା କରିଛନ୍ତି ସରକାର । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏନେଇ ସୂଚନା ଦେଇଛନ୍ତି । ତେବେ ଘରୋଇ ହସ୍ପିଟାଲରେ ଏହି ଦର ୨୫୦…

ଶିମିଳିପାଳରେ ନିଆଁ ଲାଗିବା ଘଟଣା, ତଦନ୍ତ ପାଇଁ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ଶିମିଳିପାଳ ଜଙ୍ଗଲରେ ଅଗ୍ନିକାଣ୍ଡର କାରଣ ଜାଣିବା ତଥା ନିଆଁକୁ ଆୟତ୍ତ କରିବାରେ ରାଜ୍ୟକୁ ସହାୟତା କରିବା ପାଇଁ ଦୁଇ ଜଣିଆ କେନ୍ଦ୍ରୀୟ ଟିମ୍ ଗୁରୁବାର ଦିନ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନ ଅଭିମୁଖେ ଯାଇଛନ୍ତି। ଇନ୍ସପେକ୍ଟର ଜେନେରାଲ୍ ଅଫ୍ ଜଙ୍ଗଲ, ନ୍ୟାସନାଲ…

ଆଜି ରାଜ୍ୟରୁ ସୁସ୍ଥ ହେଲେ ୮୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଆଜି ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୮୬ କରୋନା ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । କଟକରୁ ସର୍ବାଧିକ ୧୬ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ସମ୍ବଲପୁରରୁ…

ଭାରତୀୟ ଫୁଟବଲ ଅଧିନାୟକ ସୁନିଲ ଛେତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଅଧିନାୟକ ସୁନୀଲ ଛେତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସେ ଗୁରୁବାର ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି। ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ସୁସ୍ଥ ଅଛନ୍ତି। ସେ ଖୁବ୍ ଶୀଘ୍ର ଫୁଟବଲ୍ ପଡ଼ିଆକୁ ଫେରିବେ ବୋଲି ଟ୍ବିଟରେ ଉଲ୍ଲେଖ କରିଛନ୍ତି"।…

ନାଗପୁରରେ ମାର୍ଚ୍ଚ ୧୫ରୁ ୨୧ ତାରିଖ ଯାଏ ଲକଡାଉନ ଲାଗୁ

ନାଗପୁର : କରୋନା ସଂକ୍ରମଣ ପାଇଁ ମହାରାଷ୍ଟ୍ରରେ ବଢୁଛି ଚିନ୍ତା । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବା ବେଳେ, ପଦକ୍ଷେପ ନେଇଛନ୍ତି ମହାରାଷ୍ଟ୍ର ସରକାର । ସଂକ୍ରମଣକୁ ଦୃଷ୍ଟିରେ ରଖି ନାଗପୁରରେ ସପ୍ତାହକ ପାଇଁ ଲାଗୁ ହୋଇଛି ଲକଡାଉନ । ଆସନ୍ତା ୧୫ରୁ ୨୧ ତାରିଖ ଯାଏ ନାଗପୁରରେ…