ବିଜେପୁରରେ ବିଜେଡ଼ି ସହିତ ବନ୍ଧୁତ୍ୱପୂର୍ଣ୍ଣ ଲଢେଇ ହେବନାହିଁ: ବିଜେପି
ଭୁବନେଶ୍ୱର: ଭାରତୀୟ ନିର୍ବାଚନ କମିଶନ ଆସନ୍ତା ଅକ୍ଟୋବର ୨୧ତାରିଖରେ ବିଜେପୁର ଉପ-ନିର୍ବାଚନ ଅନୁଷ୍ଠିତ ହେବାନେଇ ଘୋଷଣା କରିବା ପରେ ଏବେ ବିଜେପୁର ରାଜନୀତି ଚଳଚଞ୍ଚଳ ହୋଇଉଠିଛି । ତେବେ ରବିବାର ଦିନ ବିଜେପି ସୂଚନାଦେଇ କହିଛି ଯେ, ଶାସକ ବିଜେଡ଼ି ସହିତ ବିଜେପୁରରେ ବନ୍ଧୁତ୍ୱପୂର୍ଣ୍ଣ ଲଢେଇ…