Latest Odisha News

BREAKING NEWS

ହୀରାକୁଦ ଜଳଭଣ୍ଡାରରେ ବଢୁଛି ଜଳସ୍ତର, ୧୨ ଗେଟ୍‌ ଖୋଲା

ଭୁବନେଶ୍ବର: ହୀରାକୁଦ ଜଳଭଣ୍ଡାରରେ ବଢୁଛି ଜଳସ୍ତର । ସର୍ବାଧିକ ୬୩୦ ଫୁଟ ଜଳ ଧାରଣ କ୍ଷମତା ଥିବାବେଳେ ଏହାର ୯୮%ରୁ ଅଧିକ ଏବେ ଭରିଗଲାଣି । ଏବେ ୬୨୯.୩୩ ଫୁଟରେ ଜଳ ସ୍ତର ଥିବାବେଳେ ଘଣ୍ଟାକୁ ଘଣ୍ଟା ପାଣି ବଢ଼ୁଛି । ତେଣୁ ଡ୍ୟାମ୍ କର୍ତ୍ତୃପକ୍ଷ ଅଧିକ ଗେଟ୍ ଖୋଲିଛନ୍ତି । ଏବେ ୧୨ଟି ‌ଗେଟ୍‌…

ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ,୧୦ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସାଙ୍ଗକୁ ଲଘୁଚାପ ସୃଷ୍ଟି ହୋଇପାରେ । ଘୂର୍ଣ୍ଣିବଳୟ ଧୀରେ ଧରେ ସକ୍ରିୟ ହେଉଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାର…

ମହାନଦୀରେ ଭାସିଯାଉଥିବା ହାତୀ କଟକ ମୁଣ୍ଡୁଳିରେ ଅଟକିଲା, ଏବେ ପୁଣି ନଦୀମୁହାଁ

କଟକ: ମହାନଦୀର ପ୍ରଖର ସୁଅ ଆଗରେ ହାର ମାନିଥିଲା ହାତୀ । ଶେଷରେ ଭାସଭାସି ମୁଣ୍ଡୁଳିରେ ଅଟକିଥିଲା । ଆଜି ସକାଳୁ ଏହି ଘଟଣା ସମଗ୍ର ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଫସି ରହିଥିବା ହାତୀଙ୍କୁ ଉଦ୍ଧାର କରିବା ଲାଗି ବନ ବିଭାଗ ଓ ଅଗ୍ନିଶମ ବିଭାଗ ଚେଷ୍ଟା କରିଥିଲେ ହେଁ ହାତୀଟି…

ଚାପ ପକାଇ ମହିଳାଙ୍କ ଚୁଟି କଟାଇ ଫସିଲା ହୋଟେଲ ଚେନ ଆଇଟିସି, କ୍ଷତିପୂରଣ ବାବଦକୁ ଦେବ ୨କୋଟି

ମୁମ୍ବାଇ: କଞ୍ଜୁମର କୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଶୁଣାଇଛି । ଜଣେ ମହିଳାଙ୍କୁ ଚାପ ପକାଇ ଚୁଟି ଛୋଟ କରିବାକୁ ବାଧ୍ୟ କରିଥିବା ଦେଶର ଲକଜରୀ ହୋଟେଲ ଚେନ ଆଇଟିସିକୁ ଦଣ୍ଡିତ କରିଛି । କ୍ଷତିପୂରଣ ବାବଦକୁ ଉକ୍ତ ମହିଳାଙ୍କୁ ହୋଟେଲ ୨କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଅଯାଇଛି ।…

ଓଡ଼ିଶାରେ ୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ, କଟକରୁ ୩ ମୃତକ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୫୩୯ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୬ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । କଟକ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ…

ଓଡ଼ିଶାରେ କମୁଛି କରୋନା,୨୪ ଘଣ୍ଟାରେ ୫୩୯ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୫୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୭ ଜଣ ଆକ୍ରାନ୍ତ ଅଛନ୍ତି । କ୍ୱାରେଣ୍ଟିନରୁ ୩୧୬ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୨୩ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୨୫୪…

ରାଜଧାନୀରେ କରୋନା ଆତଙ୍କ, ସିଲ୍ ହେଲା କୋର୍ଟ ପରିସର

ଭୁବନେଶ୍ୱର: ଧିରେଧିରେ କରୋନା ସଂକ୍ରମଣ ପୁଣିଥରେ କାୟା ବିସ୍ତାର କରିବାରେ ଲାଗିଛି । ଏହି ଧାରାରେ ରାଜଧାନୀ ସ୍ଥିତ କୋର୍ଟରେ ୧୫ଜଣ କର୍ମର୍ଚାରୀ କରାନା ସଂକ୍ରମିତଙ୍କ ଚିହ୍ନଟ ହେବା ପରେ ବିଏମ୍‌ସି କୋର୍ଟ ପରିସରକୁ ସିଲ୍ କରିଛି । ଆସନ୍ତା ୨୭ ତାରିଖରେ ବିଏମ୍‌ସି ସମସ୍ତ କର୍ମଚାରୀଙ୍କର…

ଅଦିନିଆ ବର୍ଷା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ନନ୍ଦକିଶୋର ଘଡ଼େଇ ନିଜ ଗାଁ ଛାଡ଼ି ପଳେଇ ଆସିଥିଲା ମାତ୍ର ସାତ ବର୍ଷ ବୟସରେ। ସେ ଯେତେବେଳେ ମାତ୍ର ଦେଢ଼ବର୍ଷର ଥିଲା, ସେତେବେଳେ ବସନ୍ତ ରୋଗରେ ପଡ଼ି ଆରପାରିକୁ ଚାଲିଯାଇଥିଲା ତା ବାପା। ମାଆ ଯାହା ଯେମିତି କରି ତାକୁ ବଡ଼ କରେଇଲା,…

ପୁଣି ବଢିଲା ସୁବର୍ଣ୍ଣରେଖା ନଦୀ ଜଳସ୍ତର, ବନ୍ୟା ସ୍ଥିତି ନେଇ ଲୋକେ ଆତଙ୍କିତ

ବାଲେଶ୍ୱର: ବନ୍ୟା ପରିସ୍ଥିତିକୁ ଅଧିକ ଜଟିଳ କରିବାରେ ଲାଗିଛି ସୁବର୍ଣ୍ଣରେଖା ନଦୀରେ ବଢୁଥିବା ଜଳସ୍ତର । ଗତ ଦୁଇଦିନମଧ୍ୟରେ ଜଳସମ୍ପଦ ବିଭାଗର ରାଜଘାଟ ରିଡିଂ ପଏଣ୍ଟଠାରେ ଜଳସ୍ତର ପୁଣି ଉପରମୁହାଁ ହୋଇଛି । ଗୁରୁବାର ରାତିରେ ଜଳସ୍ତର ୯.୧୬ ମିଟର ଥିବାବେଳେ ଶୁକ୍ରବାର ସକାଳ ୮ଟା ସୁଦ୍ଧା…

ଗୀତ ଶିଖିବା ସେତିକିରେ ଇତି ହେଲା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ  ପିଲାବେଳ ଧୂଳିଖେଳ ଛାଡି ଯେବେ କୈଶୋରରେ ପ୍ରବେଶ କଲି, ବାପାଙ୍କ ଅନୁଶାସନ ଅତି କଠୋର ମନେ ହେଲା। ବାଲ୍ୟସୁଲଭ ମନକୁ କେବେକେବେ ତ ତାଙ୍କ ଆଚରଣ ଅତି ବିଚିତ୍ର ମନେ ହେଉଥିଲା, ଅନେକ କଥା ବୁଝି ବି ହେଉନଥିଲା। ଆଠ ଦଶ ବର୍ଷର ଅବୁଝା ମନକୁ…