Latest Odisha News

BREAKING NEWS

ଶୈଳବାଳା ମହିଳା କେନ୍ଦ୍ରିୟ ବିଶ୍ୱ ବିଦ୍ୟାଳୟ କେବେ ?

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ   ଭାରତ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ଅବସରରେ ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଆମ ରାଜ୍ୟ ଝୁରୁଛି ୧୦୦ ବର୍ଷ ତଳେ ଓଡ଼ିଶାକୁ ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଆଗମନର ସ୍ମୃତିକୁ । ଏହାରି ଭିତରେ କଟକର ମଧୁସ୍ମୃତିରେ ଥିବା ଶୈଳବାଳା…

ଟିକା ଅପେକ୍ଷା କୋଭିଡ୍‌-୧୯ ରକ୍ତ ଜମାଟ ବାନ୍ଧିବା ଆଶଙ୍କା ବଢାଇଥାଏ!

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଅକ୍ସଫୋର୍ଡ / ଆଷ୍ଟ୍ରାଜେନେକା କିମ୍ବା ଫାଇଜର / ବାୟୋଏନ୍‌ଟେକ୍ ଟିକାର ପ୍ରଥମ ମାତ୍ରା ଅପେକ୍ଷା ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ଅଧିକ ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ନେତୃତ୍ୱରେ ହୋଇଥିବା ଏକ ବୃହତ ଅଧ୍ୟୟନ ଶୁକ୍ରବାର ଦିନ ଜଣାପଡ଼ିଛି। ଏହି…

ରାଜ୍ୟରେ ୭୭୯ ନୂଆ ଆକ୍ରାନ୍ତ ଚିହ୍ନଟ; ୧୦୫ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୭୯ ଜଣ କରୋନା ଆକ୍ରାନ୍ତ। ଆଜି ୦-୧୮ ବର୍ଷ ଭିତରେ ୧୦୫ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୪୫୪ ଜଣ ପଜିଟିଭ ହୋଇଥିବା ବେଳେ ଓ ଲୋକାଲ୍ କଣ୍ଟାକ୍ଟ କେସ୍…

କୋଭିଡ-୧୯ ଅପେକ୍ଷା ପୋଷ୍ଟ କୋଭିଡ ଅଧିକ ବିପଜ୍ଜନକ

ନୂଆଦିଲ୍ଲୀ: କରୋନାର ନୂଆ ପ୍ରଜାତି ଏବେ ଭୟ ବଢାଇଥିବା ବେଳେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ପାଇଁ ମଧ୍ୟ ବିପଦ ଟଳି ନଥିବା ଜଣାପଡ଼ିଛି। କରୋନା ସଂକ୍ରମଣର ସମ୍ଭାବ୍ୟ ତୃତୀୟ ତରଙ୍ଗର ଆଶଙ୍କା ମଧ୍ୟରେ ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ କରୋନାଭାଇରସରୁ ଆରୋଗ୍ୟ ଲାଭ କରିଥିବା ୪୦…

ହସ୍ପିଟାଲରେ ଭର୍ତ୍ତି ହେବା ଆଶଙ୍କା ଦ୍ୱିଗୁଣିତ କରୁଛି ଡେଲଟା ପ୍ରଜାତି; ରିପୋର୍ଟ

ନୂଆଦିଲ୍ଲୀ: ବ୍ରିଟେନର ଏକ ଅଧ୍ୟୟନ ଅନୁଯାୟୀ, ଯେଉଁମାନେ କରୋନା ମାରାତ୍ମକ ଡେଲ୍‌ଟା ପ୍ରଜାତି ସଂକ୍ରମିତ ସେମାନେ ଅଧିକ ଥର ହସ୍ପିଟାଲ୍‌ରେ ଭର୍ତ୍ତି ହୋଇପାରନ୍ତି। ଇଂଲଣ୍ଡରେ ୪୩,୦୦୦ ରୁ ଅଧିକ କୋଭିଡ-୧୯ ମାମଲାକୁ ନେଇ ପରୀକ୍ଷା କରାଯାଇଥିଲା। ଯେଉଁମାନଙ୍କର ମଧ୍ୟରୁ ଅଧିକାଂଶ ଟିକାକରଣ…

ଟିକା ନେଲେ ୧୨୦ ବର୍ଷିୟା ବୃଦ୍ଧା

ଶ୍ରୀନଗର: ଜାମ୍ମୁକାଶ୍ମୀରର ଜଣେ ୧୨୦ ବର୍ଷ ବୟସ୍କା ମହିଳା ନିକଟରେ ତାଙ୍କ ଘରେ ଦ୍ୱିତୀୟ ଡୋଜ ଟିକା ଗ୍ରହଣ କରିଛନ୍ତି। ସେ ସୁସ୍ଥ ମଧ୍ୟ ଅଛନ୍ତି। ଏହି ବୃଦ୍ଧ ମହିଳା ଜଣକ ହେଉଛନ୍ତି ଢୋଲି ଦେବୀ। ସେ ଉଦାମପୁର ଜିଲ୍ଲାର ଡୁଡୁ ପଞ୍ଚାୟତର ବାସିନ୍ଦା। କେନ୍ଦ୍ର ମନ୍ତ୍ରୀ ଡକ୍ଟର…

ଟେଲି ଅଭିନେତା ଗୌରବ ଦୀକ୍ଷିତ ଗିରଫ

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଶୁକ୍ରବାର ଟେଲିଭିଜନ ଅଭିନେତା ଗୌରବ ଦୀକ୍ଷିତଙ୍କୁ ଗିରଫ କରିଛି। ତାଙ୍କ ବାସଭବନରେ ଚଢାଉ ସମୟରେ ଏମଡି ଏବଂ ଗଞ୍ଜେଇ ଉଦ୍ଧାର କରିବା ପରେ ତାଙ୍କୁ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ, ଏନସିବି ଏହି ରିପୋର୍ଟକୁ ନିଶ୍ଚିତ କରି ଏକ ବିବୃତ୍ତି…

ରେକର୍ଡ କଲା ଭାରତ; ଗୋଟିଏ ଦିନରେ ୧ କୋଟି ଟିକାକରଣ; ଶୀର୍ଷରେ ୟୁପି

ନୂଆଦିଲ୍ଲୀ: କରୋନା ଭୂତାଣୁ ବିରୁଦ୍ଧରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଗୋଟିଏ ଦିନରେ ୧ କୋଟି ଡୋଜ ଟିକାକରଣ କରି ରେକର୍ଡ ସୃଷ୍ଟି କରିଛି ଦେଶ। ଦେଶର ଏହି ସଫଳତା ପାଇଁ ଭାରତକୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁ ର ବରିଷ୍ଠ ବୈଜ୍ଞାନିକ ଡକ୍ଟର ସୋମ୍ୟା…

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ରାଜ୍ୟସ୍ତରୀୟ ଅଭିମୁଖୀକରଣ କାର୍ଯ୍ୟକ୍ରମ ଉଦଯାପିତ

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ୟୁନିସେଫର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ଅଭିମୁଖି କାର୍ଯ୍ୟକ୍ରମ "କୋଭିଡ ପ୍ଲସ ଅନ ହ୍ବିଲ " ଉଦଯାପିତ ହୋଇଯାଇଛି। କୋଭିଡର ତୃତୀୟ ଲହରକୁ ନଜରରେ ରଖି ସଚେତନତା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।…

ଅନୁବାଦ କବିତା : ଯାହା ପଛରେ ପଡ଼ିଲେ କୁକୁର

ମୂଳ ହିନ୍ଦୀ : ଗୀତ ଚତୁର୍ବେଦୀ ଅନୁବାଦ : ସରଳ କୁମାର ଦାସ ତା’ ବାଳ ଅବିନ୍ୟସ୍ତ ଥିଲା, ଦାଢି ଝୁଲୁଥିଲା ଲୁଗା ମଇଳା ଥିଲା, ହାତରେ ଥିଲା ଥଳି ... ତା’ ରୂପର ବର୍ଣ୍ଣନା କେତେ ଥର କାହାଣୀରେ, କବିତାରେ, ଲେଖାରେ, ଅଫବିଟ ଖବରରେ ହେଇସାରିଛି ଯାହା ଆଧାରରେ ସେ ଦୀନ-ହୀନ କିସମର…