Latest Odisha News

BREAKING NEWS

[ଭିଡ଼ିଓ]ଓଡ଼ିଶା ବନ୍ଦ ସଫଳ , ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲା କଂଗ୍ରେସ

ଭୁବନେଶ୍ୱର : ଓଡ଼ିଶା ବନ୍ଦ ସଫଳ ହୋଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲା କଂଗ୍ରେସ । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିସ୍କାର ଓ ମମିତାଙ୍କୁ ନ୍ୟାୟ ନମିଳିବା ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କଂଗ୍ରେସ କହିଛି ।

ମମିତାଙ୍କୁ ନ୍ୟାୟ ଦେବାକୁ ଏହି ଆନ୍ଦୋଳନ ଜାରି ରହିବ । ଏବେ ଏହି ଆନ୍ଦୋଳନ ବ୍ଲକରୁ ନେଇ ପଞ୍ଚାୟତ ସ୍ତରରେ କରାଯିବ । ଖାଲି ସେତିକି ନୁହେଁ ଗାଁକୁ ଗାଁ ବୁଲି ବୁଲି ପଦଯାତ୍ରା କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଆଗକୁ ଆନ୍ଦୋଳନ ଜୋରଦାର କରାଯିବା ସହ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ.. .

Leave A Reply

Your email address will not be published.