Latest Odisha News

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କଲେ

ଭୁବନେଶ୍ୱର : ଆଜି ଅଗଷ୍ଟ ୧୫ରେ ସାରା ଦେଶରେ ୭୨ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ସ୍ଥିତ ମହାତ୍ମାଗାନ୍ଧୀ ମାର୍ଗରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ…

ଜାତୀୟ ପୋଲିସ ମେଡାଲ: ଓଡିଶାରୁ ପୁରସ୍କୃତ ହେବେ ୨୯ଜଣ ପୋଲିସ

ନୂଆଦିଲ୍ଲୀ : ଆଜି କେନ୍ଦ୍ରର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ ରାଜ୍ୟର ପୋଲିସ ମାନଙ୍କୁ ମେଡାଲ ପ୍ରଦାନ ନିମନ୍ତେ ନାମ ଘୋଷଣା କରାଯାଇଛି । ସୂଚନା ଅନୁଯାୟୀ ବିଭିନ୍ନ ବର୍ଗରେ ଓଡିଶାରୁ ୨୯ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବାକୁ ଥିବାବେଳେ ସେମାନଙ୍କ…

ସମ୍ଭାବ୍ୟ ବର୍ଷା ସ୍ଥିତିର ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ

ଭୁବନେଶ୍ୱର : ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯିବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟ ଠାରେ ରାଜ୍ୟରେ ସମ୍ଭାବ୍ୟ ପ୍ରବଳ ବର୍ଷା ଜନିତ ପରିସ୍ଥିତିର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ସମୀକ୍ଷା କରିଛନ୍ତି ।…

ଲଗାଣ ବର୍ଷାରେ ଧୋଇଗଲା ପୋଲ: ରାୟପୁର-ଗୋପାଳପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

କନ୍ଧମାଳ : ପ୍ରବଳ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ । କନ୍ଧମାଳ ଜିଲ୍ଲାର ବାଲିଗୁଡା ନିକଟସ୍ଥ ସିତାପଡି ଠାରେ ପୁର୍ନନିମାଣ ହେଉଥିବା ଜାତୀୟ ରାଜପଥ ରାସ୍ତା ଧୋଇ ହୋଇଯାଇଛି । ଗତକାଲି ଠାରୁ କନ୍ଧମାଳ ଜିଲ୍ଲାରେ ଲଘୁଚାପ ଯୋଗୁଁ ଲଗାଣ ବର୍ଷା ଜାରି ରହିଛି । ସୂଚନା ଅନୁଯାୟୀ ଅତ୍ୟଧିକ ବର୍ଷା…

ସାଧାରଣ ନିର୍ବାଚନ ପାଇଁ ଓଡିଶାରେ ପହଞ୍ଚିଲା ଇଭିଏମ୍ ମେସିନ୍

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୩୦ ହଜାରରୁ ଉର୍ଦ୍ଧ ଇଭିଏମ୍ ମେସିନ୍ ଗୁଡିକ ଓଡିଶାରେ ପହଚିଂଲା । ରାଜ୍ୟର ୧୩ଟି ଜିଲ୍ଲା ପାଇଁ ଏହି ଇଭିଏମ୍ ମେସିନ୍ ଗୁଡିକ ଝାରସୁଗୁଡାରେ ପହଚିଂଛି । କଟକ, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର,…

ରାଜ୍ୟରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା: ୧୮ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ଗତକାଲି ଠାରୁ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେଉଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୬ ତାରିଖ ଯାଏଁ ବର୍ଷା ଲାଗି ରହିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର…

‘ଏସିଆନ୍ ଗେମ୍ସ’କୁ ଯିବା ପୂର୍ବରୁ ସମ୍ବର୍ଦ୍ଧିତ ହେଲେ ଓଡିଆ ଖେଳାଳି

ଭୁବନେଶ୍ୱର : ଏସିଆନ୍ ଗେମ୍ସ ଲାଗି ମନୋନୀତ ହେଇଥିବା ଓଡିଶାର ୩ଜଣ ଆଥଲେଟ୍ ଓ ଜଣେ ବ୍ୟାଡମିଣ୍ଟନ୍ ଖେଳାଳିଙ୍କୁ ଏକ କ୍ରୀଡା ଉତ୍ସବରେ ରବିବାର ଦିନ ସମ୍ବର୍ଦ୍ଧିତ କରାଯାଇଛି । ଆସନ୍ତା ଅଗଷ୍ଟ ୧୮ ରୁ ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଅନୁଷ୍ଠିତ ହେଉଥିବା ୧୮ତମ ଏସିଆନ୍ ଗେମ୍ସରେ ଏହି ୪ଜଣ ଓଡିଆ…

ମେକ୍ ଇନ୍ ଓଡିଶା କନକ୍ଲେଭ: ଚୀନ୍ ପ୍ରତିନିଧିଦଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ‘ମେକ୍ ଇନ୍ ଓଡିଶା କନକ୍ଲେଭ’ରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୀନର ଫୁଜିଆନ୍ ପ୍ରଦେଶର ବ୍ୟବସାୟିକ ପ୍ରତିନିଧି ଦଳକୁ ଆମନ୍ତ୍ରଣ କରିଛନ୍ତି । ସିପିସି ଫୁଜିଆନ୍ ପ୍ରୋଭିନ୍ସ କମିଟିର ମୁଖ୍ୟ ହୁ ଚାଙ୍ଗସେଙ୍ଗଙ୍କ ନେତୃତ୍ୱରେ…

ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା: ୧୦ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେଉଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୬ ତାରିଖ ଯାଏଁ ବର୍ଷା ଲାଗି ରହିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

ପ୍ରବଳ ବର୍ଷା: ଦେବଗଡ ଓ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

ଦେବଗଡ : ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ଯୋଗୁଁ ଦେବଗଡ ଓ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ସୂଚନା ଅନୁଯାୟୀ ସେଠାରେ ଗତକାଲି ଠାରୁ ଲଗାଣ ବର୍ଷା ଜାରୀ ରହିଛି । ଦେବଗଡର କୁରେଇଁବାହାଲ ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥର ପଥରଗଡ ପୋଲ ରିଟର୍ଣ୍ଣିୱାଲ ଧସିଯିବାରୁ…