ଅନୁବାଦ କବିତା : ବୁଢ଼ା ମଣିଷ
ମୂଳ ରୁଷିୟାନ : ଆଲେକଜାଣ୍ଡାର ବ୍ଲକ
ମୋର ଯାହା ଇଚ୍ଛା ଥିଲା ଯାହା ଚାହିଁଥିଲି
ଅଧାଠାରୁ ବେଶୀ ତା'ର
ଗଲିଣିତ ଭୁଲି
ବଞ୍ଚିଛି ମୁଁ ଖାଲି
ଶୀତଳ ଶୁଖିଲା ଏକ
ବୁଦ୍ଧିବାଦ ନେଇ
ଯଦିଓ ଏକାଠି ଆମେ ଥିଲେ
ଦୁହେଁ ସାଥି ହୋଇ
କେବଳ ସ୍ୱପ୍ନରେ ।
ହେମନ୍ତର ଦୁର୍ବଳ ଓ ରୁଗ୍ଣ ଆଲୋକରେ…