Latest Odisha News

BREAKING NEWS

ରାସ୍ତା ନିର୍ମାଣ ଦାବିରେ ଜାତୀୟ ରାଜପଥ ଅବରୋଧ

ମୟୁରଭଞ୍ଜ: ରାସ୍ତା ନିର୍ମାଣ ଦାବିରେ ଜାତୀୟ ରାଜପଥ ଅବରୋଧ। ମୟୁରଭଞ୍ଜ ଜିଲ୍ଲା ମଧ୍ୟ ଦେଇ ଯାଉଥିବା ୧୮ନମ୍ବର ଜାତୀୟ ରାଜପଥର ବାରିପଦାର ଉପଖଣ୍ଠ କନ୍ୟାଶ୍ରମ ଛକରେ ରାସ୍ତା ଅବରୋଧ କରି ବିକ୍ଷୋଭ କରିଛନ୍ତି ଶତାଧିକ ଗ୍ରାମବାସୀ ଏବଂ ମୟୁରଭଞ୍ଜ ମୁକ୍ତି ମୋର୍ଚ୍ଚା। ସକାଳ ୯ଟାରୁ ଜାତୀୟ…

୧୬ରୁ ଟିକା ‌ନ ନେଇଥିଲେ ଅଫିସ୍‌କୁ ନୋ ଏଣ୍ଟ୍ରି

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ କରୋନା ଟିକା ନେଇନଥିବା କୌଣସି କର୍ମଚାରୀଙ୍କ ପାଇଁ ନୂଆ ନିୟମ ଲାଗୁ କରିଛନ୍ତି। ନୂତନ ଆଦେଶ ଅନୁଯାୟୀ ଟିକା ନେଇନଥିଲେ ୧୬ ଅକ୍ଟୋବରରୁ ଅଫିସରେ ପଶିପାରିବେ ନାହିଁ। ଯେଉଁମାନେ ଟିକା ନେଇନାହାନ୍ତି ଶିକ୍ଷକଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ପାଇଁ “ଅନ୍‌…

୨ ସାମ୍ବାଦିକ ମାରିଆ ରେସା ଏବଂ ଦିମିତ୍ରି ମୁରାତୋଭଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ: ମାରିଆ ରେସା ଏବଂ ଦିମିତ୍ରି ମୁରାତୋଭଙ୍କୁ ୨୦୨୧ ନୋବେଲ ଶାନ୍ତି ପୁରସ୍କାର ପାଇଁ ଘୋଷଣା କରାଯାଇଛି। "ବାକ୍‌ ସ୍ୱାଧୀନତା ପାଇଁ ସେମାନଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। ୨୦୧୨ ରେ ରେସା ଏକ ସମ୍ବାଦ ୱେବସାଇଟ୍ ରାପଲର ସହ-ପ୍ରତିଷ୍ଠାତା ଥିଲେ। ଯାହା…

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ଦାବିରେ ଯୁବ କଂଗ୍ରେସର ବିକ୍ଷୋଭ

ପୁରୀ : ରତ୍ନ ଭଣ୍ଡାର ଖୋଲିବା ନେଇ ପୁରୀ ଯୁବ କଂଗ୍ରେସର ବିକ୍ଷୋଭ । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ସ୍ୱର୍ଣ୍ଣ ଅଳଙ୍କାର ସୁରକ୍ଷିତ କି ନୁହେଁ। କଣ ପାଇଁ ଏଯାଏଁ ଏହା ଖୋଲାଯାଉନି। ଏହି ସବୁ ପ୍ରଶ୍ନନେଇ ଆଜି ଯୁବ କଂଗ୍ରେସ ପକ୍ଷରୁ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି।…

ମାନସିକ ବିକାରଗସ୍ତ ଯୁବକଙ୍କୁ ଘରକୁ ଫେରାଇବାକୁ ଅନୁରୋଧ

ଭୁବନେଶ୍ୱର: ମାନସିକ ବିକାରଗସ୍ତ ଯୁବକଙ୍କୁ ଘରକୁ ଫେରାଇବାକୁ ଆକୁଳ ନିବେଦନ କରିଛନ୍ତି ଜଣେ ସହୃଦୟ ବ୍ୟକ୍ତି। ଗୁଜୁରାଟର ଅଲୀମ ଖାନ୍ ଏକ ଭିଡ଼ିଓ ମାଧ୍ୟମରେ ସେୟାର କରି କହିଛନ୍ତି, ଗତ ଦୁଇ, ତିନି ଦିନ ହେବ ତାଙ୍କ ପାଖକୁ ପୂରଣ ୟାଦବ ନାମକ ଜଣେ ବ୍ୟକ୍ତି ଆସି ଘରକୁ ଫେରାଇଦେବା ପାଇଁ ନିବେଦନ…

[ଭିଡ଼ିଓ] ସୁମଦ୍ର ପାଣିରେ ମହାଦେବଙ୍କ ଜଳାଭିଷେକ

କାମ୍ବୋଇ: ମନ୍ଦିରରେ ଜଳାଭିଷେକ ହୁଏ । ହେଲେ ଥରେ ନୁହେଁ ଦିନରେ ଦୁଇ ଦୁଇ ଥର। ଜଳାଭିଷେକ କରିବା ପରେ ମନ୍ଦିରଟି ପୁଣି ଗାୟବ ହୋଇଯାଏ । ଆଉ ଯେତେବେଳେ ମନ୍ଦିର ପୁଣି ଆବିର୍ଭାବ ହୋଇଥାଏ ସେତେବେଳେ ଲାଗିଯାଏ ଶ୍ରଦ୍ଧାଳୁଙ୍କ  ଭିଡ। ଏହି ଘଟଣା ଦିନେ କି ଦୁଇ ଦିନର ନୁହେଁ ବର୍ଷ ବର୍ଷ…

ଆର୍ୟନଙ୍କ ଗିରଫକୁ ନେଇ ଏମିତି କହିଲେ ରବୀନା

ନୂଆଦିଲ୍ଲୀ: ଡ୍ରଗ୍ସ ଜବତ ମାମଲାରେ ଗିରଫ ହେବାପରେ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ସମର୍ଥନରେ ବାହାରକୁ ବାହାରିଛନ୍ତି ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ। ଅନେକ ସେଲିବ୍ରିଟିଙ୍କ ମଧ୍ୟରେ ରବୀନା ହେଉଛନ୍ତି ଅନ୍ୟତମ। ଆର୍ୟନଙ୍କ ଜାମିନ ଆବେଦନ ଶୁଣାଣି ପୂର୍ବରୁ ଅଭିନେତ୍ରୀ ଦାବି କରିଛନ୍ତି…

ଏସଟିଏଫ୍ ହାତରେ ଧରାପଡ଼ିଲେ ଦୁଇ ବଜ୍ରକାପ୍ତା ବେପାରୀ

ଖୋର୍ଦ୍ଧା: ପୁଣି ଏସଟିଏଫ୍ କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିଛି ବଜ୍ରକାପ୍ତା ବେପାରୀ। ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗା-ପିତାପଲ୍ଲୀ ରାସ୍ତାରୁ ଦୁଇଜଣ ବନ୍ୟଜନ୍ତୁ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦୁଇଜଣ ହେଉଛନ୍ତି କଳାହାଣ୍ଡିର କୈଳାସ ଖୋସଲା ଓ ନବରଙ୍ଗପୁରର ଚୈତନ୍ୟ ଭତ୍ରା।…

ଗୋରୁ ବୋଝେଇ ଟ୍ରକ ଜବତ

ବରଗଡ଼ : ଗୋରୁ ଚୋରା ଚାଲାଣ ଗ୍ୟାଙ୍ଗକୁ ଧରିବାରେ ସଫଳ ହେଲା ବଜରଙ୍ଗ ଦଳ। ବରଗଡ଼ରେ ଏକ ବଡ ଧରଣର ଗୋରୁ ଚାଲାଣ କରାଯାଉଥିବା ବେଳେ ଏହାକୁ ରୋକିବାରେ ସଫଳ ହୋଇଛି ବରଗଡ଼ ବଜରଙ୍ଗୀ ଦଳ। ରାତି ପ୍ରାୟ ୧୨ ପାଖାପାଖି ସମୟ ହେବ । ଛତିଶିଗଡ଼ ପଟୁ ଏକ କଣ୍ଟେନର ଗାଡିକୁ ବରଗଡ଼ ବିକାଶ ହସ୍ପିଟାଲ ସାମ୍ନାରେ…

ମା’ଶାରଳା ପୀଠରେ ନବରାତ୍ରୀ ପୂଜା

ଜଗତସିଂହପୁର: ବିଭିନ୍ନ ଦେବୀ ପୀଠ ଗୁଡିକରେ ଆରମ୍ଭ ହୋଇଯାଇଛି ନବରାତ୍ରୀ ପୂଜା ।  ନବରାତ୍ରୀ ପୂଜାକୁ ନେଇ ଚଳଚଞ୍ଚଳ ହୋଇଛି ଜଗତସିଂହପୁର ଜିଲା ଝଙ୍କଡ଼ ସ୍ଥିତ ମା’ ଶାରଳାଙ୍କ ପୀଠ । ପ୍ରତିବର୍ଷ ପରି ଚଳିତ ବର୍ଷ  ମଧ୍ୟ ମୂଳାଷ୍ଟମୀ  ଠାରୁ ଆରମ୍ଭ ହୋଇଛି ପାର୍ବଣ ପୂଜା । ମହାଷ୍ଟମୀ…