Latest Odisha News

BREAKING NEWS

ଦୋଷୀ ସାବ୍ୟସ୍ତ ହେଲେ ଆତ୍ମଘୋଷିତ ଧର୍ମଗୁରୁ ଗୁରମିତ ରାମ ରହିମ

ନୂଆଦିଲ୍ଲୀ: ଦୋଷୀ ସାବ୍ୟସ୍ତ ହେଲେ ଧର୍ମଗୁରୁ ଗୁରମିତ ରାମ ରହିମ। ଶୁକ୍ରବାର ରଞ୍ଜିତ ସିଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଗୁରମିତ। ସ୍ୱତନ୍ତ୍ର ସିବିଆଇ କୋର୍ଟରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ପଞ୍ଚକୁଲାର ଏକ ସ୍ୱତନ୍ତ୍ର ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍…

ନୋଟିସ୍‌ ପରେ ବି କ୍ରାଇମବ୍ରାଞ୍ଚ ସମ୍ମୁଖରେ ହାଜର ହେଲେନି ଆଶିଷ

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ନୋଟିସ୍ ଜାରି କରାଯିବା ସତ୍ତ୍ୱେ କ୍ରାଇମ ବ୍ରାଞ୍ଚରେ ହାଜର ହୋଇନଥିଲେ। ସକାଳ ୧୦ ଟାରେ କ୍ରାଇମବ୍ରାଞ୍ଚ ତାଙ୍କୁ ପଚରାଉଚରା ପାଇଁ ଡାକିଥିଲା। କିନ୍ତୁ ସେ ହାଜର ହୋଇନଥିଲେ। ରିପୋର୍ଟରୁ ଜଣାପଡିଛି ଯେ…

ଲଘୁଚାପ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା

ମାଲକାନଗିରି: ଲଘୁଚାପ ବର୍ଷା ଯୋଗୁଁ ବେହାଲ ହେଲା ସମଗ୍ର ମାଲକାନଗିରି ଜିଲ୍ଲା । ଦିନିକିଆ ବର୍ଷାରେ ୩ ଟି ପୋଲ ବୁଡିଯାଇଥିବା ସୂଚନା ମିଳିଛି । ଏମ୍ଭି ୨ , ଏମ୍ଭି ୩ ଓ ପ୍ରଧାନୀଗୁଡା ନଦୀର ପୋଲ ଉପରେ ପ୍ରାୟ ୨ ରୁ ୩ଫୁଟ ପର୍ଯ୍ୟନ୍ତ ପାଣି ପ୍ରବାହିତ ହେଉଛି । ସବୁଠି ପୋଲର ଦୁଇ…

ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ପୂଜା ଭେଟି, ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର : ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପୂଜା ଭେଟି । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତ ବୃଦ୍ଧି ପାଇଛି । ଜୁଲାଇ ମାସ ୨୧ ତାରିଖରୁ ସରକାରୀ କର୍ମଚାରୀ ମାନଙ୍କ ମହଙ୍ଗା ଭତ୍ତା ୧୧ ପ୍ରତିଶତ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିରେ…

ଲଘୁଚାପ ବର୍ଷାରେ ବେହାଲ ମାଲକାନଗିରି, ବୁଡିଗଲା ୩ ଟି ପୋଲ

ମାଲକାନଗିରି : ଲଘୁଚାପ ବର୍ଷା ଯୋଗୁଁ ବେହାଲ ହେଲା ସମଗ୍ର ମାଲକାନଗିରି ଜିଲ୍ଲା । ଦିନିକିଆ ବର୍ଷାରେ ବୁଡିଗଲା ୩ ଟି ପୋଲ । ଏମଭି-୩ ଏମଭି-୨ ଓ ପ୍ରଧାନୀଗୁଡା ନଦୀର ପୋଲ ଉପରେ ପ୍ରାୟ ୨ ରୁ ୩ ଫୁଟ ପର୍ଯ୍ୟନ୍ତ ପାଣି ପ୍ରଭାହିତ ହେଉଛି । ସବୁଠି ପୋଲର ଦୁଇ ପାର୍ଶ୍ୟରେ ଯାନ ବାହାନ ଅଟକି ରହିଛି…

ସରକାରୀ କର୍ମଚାରୀଙ୍କ ଗୋଷ୍ଠୀ ବୀମା ଦେୟ ସଂଶୋଧିତ

ଭୁବନେଶ୍ୱର: ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ବୀମା ଯୋଜନା ଦେୟରେ ସଂଶୋଧନ କରିଛନ୍ତି । ପୂର୍ବରୁ ୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀ ମାନଙ୍କୁ GIS ବାବଦରେ ୭୫୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ତାହା ୨୦ ହଜାର ଟଙ୍କାକୁ ବୃଦ୍ଧି…

ବିଦେଶ ମାଟିରେ ଓଡ଼ିଆ ପୁଅ ଏହେସାସ୍ ହୋତାଙ୍କ କମାଲ

ସୋନପୁର: ବିଦେଶ ମାଟିରେ କମାଲ ଦେଖାଇଲେ ଓଡ଼ିଆ ପୁଅ। ଜି-୧ ଓପନ ଇଣ୍ଟରନ୍ୟାସନାଲ ତାଇକୋଣ୍ଡୋ ଚମ୍ପିଆନସିପ୍ ବ୍ରୋଞ୍ଜ ପଦକ ହାତେଇ ସୁବର୍ଣ୍ଣପୁର ମାଟି ପାଇଁ ଗୌରବ ଆଣିଛନ୍ତି ଏହେସାସ୍ ହୋତା। ୟୁରୋପ ଆଲବାନିଆଁର ତିରୋନାରେ ଗତ ୧ରୁ ୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଜି-୧ ଓପନ…

କବିତା : ଗୀତ ଯାଏ ଗାଇ

ମାନସ ରଞ୍ଜନ ମହାପାତ୍ର ସକାଳ ଖୋଜିବି ବୋଲି ସେଦିନ ମୁଁ ଚାଲିଲି ଏକାକୀ ବାଟ ସବୁ ଲମ୍ବିଗଲା, ଜୀବନ ବି ରହିଗଲା ବାକି ଏ ଜୀବନ ପୂର୍ଣ୍ଣ କର ମାଗିଲି ମୁଁ ତୁମରି ଦୁଆରେ ତୁମେ ରହିଲ ଅଜଣା କେଉଁ ଏକ ନିଭୃତ ମନ୍ଦିରେ ଚାଲିଲାନି ଗୋଡ଼ ହାତ ମଥା ମୋର ହୋଇଲା ଅବଶ ଯେତେ ସବୁ ଚିହ୍ନା…

ମାଆ ଆସିଛି

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଗାଁରେ ପବିତ୍ର ମହାଳୟା ଶ୍ରାଦ୍ଧ । ସେଥିପାଇଁ ସପ୍ତାହେ ଆଗରୁ ସମସ୍ତେ ଲାଗିପଡ଼ିଛନ୍ତି ଘରର ପୁରୁଣା କନ୍ଥା ପଟି, ଲୁଗାପଟା ସବୁ ସଫା କରିବାରେ। ପୁରୋହିତ ଆସି ପାଞ୍ଚ ଦିନ ଆଗରୁ କହିଦେଇ ଯାଇଛନ୍ତି, କାହାଘରେ ଯଦି ଯୋଗାଡ଼ ଯନ୍ତ୍ର…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୦)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୦ ଆବରଣରେ ଢାଙ୍କି ଦେଇଥାଏ କିଏ ଶହେରୁ ଶହେ ନିଜକୁ। ସତ୍ତା ତା' ତଳେ ଥାଇ ଥରେ ଜାଗ୍ରତ ହେଲେ ଅନାବରଣ ହୁଏ ପରସ୍ତ ପରସ୍ତ ଅନ୍ଧକାର। ମାତୃଗର୍ଭରେ ପିଣ୍ଡରହେ ଯେତେବେଳେ ସେ ଆଲୋକ ଆଡକୁ ସମ୍ପ୍ରସାରିତ ହୁଏ।ଏଇ ଗତିଶୀଳ…