Latest Odisha News

BREAKING NEWS

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ପାଗ ଖରାପ ଯୋଗୁ କୋଲକାତା ଯାଇଥିଲା ବିମାନ

ଭୁବନେଶ୍ୱର: କୋଲକାତାରୁ ଆସି ଭୁବନେଶ୍ୱରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପାଗ ଖରାପ ଯୋଗୁ ଭୁବନେଶ୍ୱର ବଦଳରେ ଯାଇଥିଲେ କୋଲକାତା । ଦିଲ୍ଲୀରୁ ଭୁବନେଶ୍ୱର ଏୟାରପୋର୍ଟରେ ନ ଓହ୍ଲାଇ ଯାଇଥିଲେ କୋଲକାତା । ଏୟାର୍ ଇଣ୍ଡିଆ AI-473 ବିମାନରେ ନୂଆଦିଲ୍ଲୀରୁ ଫେରୁଥିଲେ ମୁଖ୍ୟମନ୍ତ୍ରୀ ।…

Shilpa Shetty Case: ପୁଣି ଠକେଇ ମାମଲାରେ ଧରାପଡ଼ିଲେ ଶିଳ୍ପା ଓ ରାଜ କୁନ୍ଦ୍ରା, ଲୁକଆଉଟ୍ ନୋଟିସ ଜାରି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ପୁଣି ଥରେ ଆଇନଗତ ସମସ୍ୟାରେ ପଡ଼ିବା ଦେଖାଯାଇଛି । ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ଠକେଇ ଅଭିଯୋଗରେ ସେମାନଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି । ସେମାନଙ୍କ ବିରୁଦ୍ଧରେ ଜଣେ…

Russia-Ukraine war: ‘ୟୁକ୍ରେନରେ ସୈନ୍ୟ ମୁତୟନ ହେଲେ, ଗୁଳି ବର୍ଷିବ’, କାହିଁକି ୟୁରୋପ ଏବଂ ଆମେରିକାକୁ ଧମକ ଦେଲେ…

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ଚେତାବନୀ ଦେଇଛନ୍ତି ଯେ ଯଦି ପଶ୍ଚିମ ଦେଶଗୁଡ଼ିକ ୟୁକ୍ରେନରେ ସେମାନଙ୍କର ସୈନ୍ୟ ନିୟୋଜନ କରନ୍ତି, ତେବେ ରୁଷ ସେନା ଏହାକୁ ଏକ ବୈଧ ଲକ୍ଷ୍ୟ ବୋଲି ବିବେଚନା କରିବ । ଅର୍ଥାତ୍ ଏହା ସିଧାସଳଖ ସେମାନଙ୍କ ଉପରେ ଆକ୍ରମଣ କରିବ। ତେବେ…

CAPF Misuse: ଅଧିକାରୀଙ୍କ ଘରେ କାମ କରୁଛନ୍ତି ଯବାନ, CAPFର ଅପବ୍ୟବହାର ନେଇ ଗୃହ ମନ୍ତ୍ରଣାଳୟକୁ ଜବାବ ମାଗିଲେ…

ନୂଆଦିଲ୍ଲୀ: ଯବାନ ଦେଶକୁ ସୁରକ୍ଷା ଦେବାରେ ନିୟୋଜିତ ହୁଅନ୍ତି। ହେଲେ ଏଠି ଅଧିକାରୀଙ୍କ ଘରେ କାମ କରୁଥିବା ଖବର ଆସିଛି। ଘରୋଇ କାମରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) କର୍ମଚାରୀଙ୍କ ଅପବ୍ୟବହାର ମାମଲାରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏବଂ ସୀମା ସୁରକ୍ଷା…

Xi and Putin: ଅମର ହେବାକୁ ଚାହାଁନ୍ତି କି ପୁଟିନ୍ ଏବଂ ଜିନପିଙ୍ଗ?

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ କାନ୍ଧକୁ କାନ୍ଧ ମିଳାଇ ଚାଲିବା ସମୟରେ ତାଙ୍କର ଏକ ବାର୍ତ୍ତାଳାପ ଖୁବ୍ ଭାଇରାଲ ହେଉଛି । ଅଙ୍ଗ ପ୍ରତିରୋପଣ ମାଧ୍ୟମରେ ଅମରତ୍ୱ ଏବଂ ମଣିଷ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବ ବୋଲି ଉଭୟ ଆଲୋଚନା…

Pak terrorists in India: ମୁମ୍ବାଇରେ ୧୪ ଆତଙ୍କବାଦୀ, ସହର ଉଡାଇବାକୁ ଯୋଜନା !

ମୁମ୍ବାଇ: ଚିନ୍ତାରେ ମୁମ୍ବାଇ ସହରବାସୀ। ମୁମ୍ବାଇରେ ପଶିଛନ୍ତି ୧୪ ଆତଙ୍କବାଦୀ। ଗଣେଶପୂଜା ଭସାଣୀ ବେଳେ ଆକ୍ରମଣ କରିବାକୁ ଯୋଜନା। ୪ଶହ କିଲୋ ଆରଡିଏକ୍ସ ୩୪ଟି ଗାଡିରେ ଥିବା ସୂଚନା। ମୁମ୍ବାଇ ପୋଲିସକୁ ଆସିଛି ଆତଙ୍କବାଦୀ ଆସିଥିବା ଖବର। ଅଜଣା ହ୍ୱାଟସଆପରେ ମୁମ୍ବାଇ ପୋଲିସକୁ ମିଳିଛି…

Odisha e-Buses: ଓଡ଼ିଶାକୁ ଆସିବ ୬୦୦ e-ବସ୍‌: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାକୁ ଆସିବ ୬୦୦ e-ବସ୍‌। ଏନେଇ ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ପରିବେଶ ସୁରକ୍ଷା ପାଇଁ e-ବସ୍‌ ଅଧିକ ପ୍ରଚଳନ କରିବାକୁ ଯୋଜନା କରାଯାଉଛି। ରାଜ୍ୟରେ ବର୍ତ୍ତମାନ ୧ ହଜାର e-ବସ୍‌ର ଆବଶ୍ୟକତା ରହିଛି। ଆଗକୁ ରାଜ୍ୟ ସରକାର…

Paradip Port: ପାରୀଦୀପ ବନ୍ଦରରେ ଅଘଟଣ: ଜାହାଜରୁ ଖସିପଡିଲେ ୨ କ୍ରିୟୁ ସଦସ୍ୟ, ଜଣେ ନିଖୋଜ

ପାରୀଦୀପ: ପାରୀଦୀପ ବନ୍ଦରରେ ଅଘଟଣ । ଜାହାଜରୁ ଖସିପଡିଲେ ୨ ଜଣ କ୍ରିୟୁ ସଦସ୍ୟ। ଜଣେ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି ଏବଂ ଅନ୍ୟ ଜଣେ ନିଖୋଜ ଅଛନ୍ତି। ବନ୍ଦରର ୫ ନମ୍ବର ଗେଟ୍ ନିକଟରେ ଥିବା ପିଆଇସିଟି ବର୍ଥରେ ଅଘଟଣ ଘଟିଛି। ଉଦ୍ଧାର କାର୍ଯ୍ୟରେ CISF, ମେରାଇନ ପୋଲିସ, ସ୍କୁବା ଡ୍ରାଇଭର…

ଦୁର୍ଗାପୂଜା ପୂର୍ବରୁ ମରାମତି ହେବ ରାସ୍ତା, ଧାର୍ଯ୍ୟ ସମୟ ଭିତରେ ସରିବ କାମ

ଭୁବନେଶ୍ୱର: ଦୁର୍ଗାପୂଜା ପୂର୍ବରୁ ମରାମତି ହେବ ରାସ୍ତା। ଲଗାଣ ବର୍ଷା କାରଣରୁ ସହରର ଅନେକ ରାସ୍ତାଘାଟ ଖାଲ ହୋଇଯାଇଛି। ଏହି ଖାଲଖମା ରାସ୍ତାକୁ ଦୁର୍ଗାପୂଜା ପୂର୍ବରୁ ମରାମତି କରାଯିବ ବୋଲି ସୂଚନା ଦେଇଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସବୁ ବିଭାଗର…

National Teachers’ Award-2025: ଜାତୀୟ ଶିକ୍ଷକ ସମ୍ମାନ-୨୦୨୫: ଦିଲ୍ଲୀ ବିଜ୍ଞାନ ଭବନରେ ଓଡି଼ଶାର ୨…

ଭୁବନେଶ୍ୱର/ନୂଆଦିଲ୍ଲୀ: ଦିଲ୍ଲୀ ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ ସମାରୋହ ଆୟୋଜିତ ହୋଇଛି। ଗୁରୁ ଦିବସରେ ୪୫ ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ମିଳିଲା ଜାତୀୟ ଶିକ୍ଷକ ସମ୍ମାନ-୨୦୨୫। ମାଲକାନଗିରିର ବସନ୍ତ ରଣା ଓ…