ଆକଳନଠାରୁ କମ୍ ବିଡିଂ ମେମୋର ପୁନଃବିଚାର ପାଇଁ ଦାବି
ଭୁବନେଶ୍ବର: ଅଲ୍ ଓଡ଼ିଶା କଣ୍ଟ୍ରାକ୍ଟରସ୍ ୱେଲଫେୟାର ଆସୋସିଏସନ୍ (ଏଓସିଡବ୍ଲ୍ୟୁଏ) ଏବଂ ଅଲ୍ ଓଡ଼ିଶା କଣ୍ଟ୍ରାକ୍ଟରସ୍ ଆସୋସିଏସନ୍ (ଏଓସିଏ) ମିଳିତ ଭାବେ ୩ ଜାନୁଆରୀ ୨୦୨୬ରେ ପୂର୍ତ୍ତ ବିଭାଗର ମେମୋ ନମ୍ବର ୧୭୩/ଡବ୍ଲ୍ୟୁକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।
ଏହି ନିୟମ ଅନୁଯାୟୀ,…