ଯୁଦ୍ଧ ଜିତି ସାରିବା ପରେ ଆବଶ୍ୟକ ନାହିଁ ସହଯୋଗ, ବ୍ରିଟେନ୍କୁ ଟ୍ରମ୍ପଙ୍କ ତାତ୍ସଲ୍ୟ
ୱାଶିଂଟନ: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଆମେରିକାକୁ ବ୍ରିଟେନର ସହଯୋଗ। ବିଳମ୍ବରେ ସାମିଲ ହୋଇଥିବାରୁ ତାତ୍ସଲ୍ୟ କଲେ ଟ୍ରମ୍ପ୍। କହିଲେ ଯୁଦ୍ଧ ଜିତି ସାରିବା ପରେ ଆବଶ୍ୟକ ନାହିଁ ସହଯୋଗ। ରୁଷ୍, ଇରାନକୁ ସହଯୋଗ କରୁଥିବା ସମ୍ପର୍କରେ ବି ରଖିଲେ ମତ। କହିଲେ ରୁଷ୍, ଇରାନକୁ ସହଯୋଗ କରୁଥିବା ଭଳି…