Latest Odisha News

BREAKING NEWS

ସମଲେଶ୍ବରୀ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି

ସମ୍ବଲପୁର : କୋଭିଡ କଟକଣା ସହ ସ୍ଥାନୀୟ ଭକ୍ତଙ୍କ ଦର୍ଶନ ଲାଗି ସମଲେଶ୍ବରୀ ମନ୍ଦିର ଖୋଲା ଯାଇଛି । ମା'ଙ୍କ ଦର୍ଶନ ପାଇଁ ସକାଳ ୬ ଟାରୁ ଆରମ୍ଭ ହୋଇ ଅପରାହ୍ନ ପର୍ଯ୍ୟନ୍ତ ଭକ୍ତଙ୍କ ପ୍ରବଳ ଗହଳି ଦେଖାଯାଉଛି। ତେବେ ଏହାକୁ ଦୃଷ୍ଟିରେ ରଖି କ୍ଷେତ ରାଜ ପୁର ପୁଲିସ ପକ୍ଷରୁ ପରିଚୟ ପତ୍ର…

ଖୁବ୍ ଶୀଘ୍ର ବଡ ପରଦାକୁ ଫେରିବେ ଅଭିନେତ୍ରୀ ରିୟା!

ନୂଆଦିଲ୍ଲୀ: ନିର୍ଦ୍ଦେଶକ ରୁମି ଜାଫ୍ରି କହିଛନ୍ତି ଯେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଖୁବ୍ ଶୀଘ୍ର ବଡ ପରଦାକୁ ଫେରିବେ। ଗତ ଜୁନ୍ ମାସରେ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିବା ବେଳେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ତାଙ୍କ ବିରୋଧରେ ଆତ୍ମହତ୍ୟା ମାମଲା ରୁଜୁ କରିଥିଲେ। ଜାମିନ…

RSP ଗ୍ୟାସ୍ ଲିକ୍ ଟ୍ରାଜେଡି: ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ୍ ଲିକ୍‌ ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ ଜଣ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ଦୁଇ ଜଣ ପ୍ରାଣ ହରାଇଥିଲେ । ଗ୍ୟାସ ଲିକ୍ ଯୋଗୁ ୧୦ ଜଣ ଠିକା କର୍ମଚାରୀ ଅସୁସ୍ଥ ହୋଇଥିଲେ ।…

୩୯ତମ ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାର  ଘୋଷିତ

ଭୁବନେଶ୍ୱର: ୨୦୨୦-୨୧ ବର୍ଷ ପାଇଁ ୩୯ତମ ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାର  ଘୋଷିତ ହୋଇଛି । ଶ୍ରେଷ୍ଠ କୃତି ପାଇଁ ୮ଜଣ ଶିଳ୍ପୀ ୨ ଲକ୍ଷ ଟଙ୍କାର ପୁରସ୍କାର ପାଇବେ । ଭାସ୍କର୍ଯ୍ୟ ପାଇଁ ବିଶ୍ୱରଞ୍ଜନ କର ଓ ସୁଧିରଞ୍ଜନ ମହାରଥା ମନୋନୀତ ହୋଇଛନ୍ତି । ମୁଦ୍ରଣ କଳା ପାଇଁ ସୁଜିତ କୁମାର…

କରୋନା ଟିକା ନେବା ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ: ଡିଏମଇଟି

ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ଅନୁସାରେ ୧୦ଦିନ ଭିତରେ ରାଜ୍ୟରେ ପହଞ୍ଚିପାରେ କରୋନା ଟିକା । ପହଞ୍ଚିବା କ୍ଷଣି ଦିନେ ଦୁଇ ଦିନ ଭିତରେ ରାଜ୍ୟରେ ଟିକାକରଣ ଆରମ୍ଭ ହେବ । ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ । ଏହି ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସେ…

ଏହି ଦେଶରେ ବାୟୁରୁ ପ୍ରସ୍ତୁତ ହୁଏ ପାନୀୟ ଜଳ

ନୂଆଦିଲ୍ଲୀ: ବିଶ୍ୱ ପାଇଁ ଇସ୍ରାଏଲରୁ ଏକ ଆଶ୍ବସ୍ତିକର ଖବର ଆସିଛି। ଯାହା ପାନୀୟ ଜଳର ଅଭାବକୁ ଦୂର କରିବ ବୋଲି ଆଶା କରାଯାଉଛି। ଏକ ଇସ୍ରାଏଲ୍ କମ୍ପାନୀ ବାୟୁରୁ ଜଳ ତିଆରି କରିବା ପାଇଁ ଟେକ୍ନୋଲୋଜି ବିକଶିତ କରିଛି। ସୌର ଶକ୍ତି ବ୍ୟବହାର କରି ବାୟୁର ଆର୍ଦ୍ରତାରୁ ପାନୀୟ ଜଳ ପ୍ରସ୍ତୁତ…

ଭ୍ୟାକସିନ୍ କାଉଣ୍ଟଡାଉନ୍: କିଛି ଦିନ ଭିତରେ ଓଡ଼ିଶାରେ ପହଞ୍ଚିପାରେ କରୋନା ଟିକା

ଭୁବନେଶ୍ୱର: ଦୁଇଟି ଟିକାକୁ ଜରୁରୀ ବ୍ୟବହାର ଅନୁମତି ମିଳିବା ପରେ କରୋନା ଟିକାକରଣ ନେଇ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ଟିକାକରଣ ନେଇ ଓଡ଼ିଶା ତୟାର ରହିଛି । ଗତକାଲି ନେଇ କେନ୍ଦ୍ର ସରକାର ଟିକାକରଣ ପାଇଁ ପ୍ରସ୍ତୁତ ରହିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ଅତି ନିକଟରେ…

ଚୀନ୍‌ ସହିତ ମୁକାବିଲା ପାଇଁ ଭାରତ ଏବଂ ଆମେରିକା ମଧ୍ୟରେ ଘନିଷ୍ଠ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ଆମେରିକା

ନୂଆଦିଲ୍ଲୀ: ଆମେରିକା ପ୍ରାୟ ୬ ମାସ ଧରି ସୀମାରେ ଭାରତ ଏବଂ ଚୀନ୍ ମଧ୍ୟରେ ଉତ୍ତେଜନା ଭିତରେ ଭାରତକୁ ଏକ ବଡ଼ ବୟ‌ାନ ଦେଇଛି। ଭାରତରେ ଆମେରିକାର ରାଷ୍ଟ୍ରଦୂତ କେନେଥ ଜଷ୍ଟର କହିଛନ୍ତି ଯେ ଚୀନ୍‌ର କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ଏବଂ ଆମେରିକା ମଧ୍ୟରେ ଘନିଷ୍ଠ ସମ୍ପର୍କ…

ଟ୍ରକରୁ ୨୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ମୂଲ୍ୟ ୧କୋଟି ୪୦ଲକ୍ଷ ଟଙ୍କା

ରାୟଗଡ଼ା: ଚୋରା ଚାଲାଣ ବେଳେ ଗଞ୍ଜେଇ ବୋଧେଇ ଟ୍ରକକୁ ଧରିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସ୍ଥିତ ଟିକରପଡ଼ା ହରିଜନ ସାହିର ପାଞ୍ଚ ନମ୍ବର ରାଜ୍ୟ ରାଜପଥ ନିକଟରୁ ଟ୍ରକକୁ ଜବତ କରାଯାଇଥିଲା । ଯାଞ୍ଚ ବେଳେ ୨୦ କ୍ୱିଣ୍ଟାଲ (୨୦୦୦ କିଲୋ) ଗଞ୍ଜେଇ ଜବତ ହୋଇଛି । ଯାହାର…

ଏ.ଆର୍‌. ରହମାନ: ଫିଲ୍ମ ‘ରୋଜା’ରୁ ବଲିଉଡ୍‌ରେ ପାଇଥିଲେ ସ୍ୱତନ୍ତ୍ର ପରିଚୟ; ହାତେଇଥିଲେ ଅନେକ…

ନୂଆଦିଲ୍ଲୀ: ବଲିଉଡର ବିଶ୍ୱବ୍ୟାପୀ ପ୍ରସିଦ୍ଧି ଲାଭ କରିଥିବା ସଂଗୀତଜ୍ଞ ତଥା ସଙ୍ଗୀତ ନିର୍ଦ୍ଦେଶକ ଏ ଆର୍ ରହମାନ ବୁଧବାର ତାଙ୍କର ୫୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଏ ଆର୍ ରହମାନ ଅନନ୍ୟ କଳା ସହିତ ବଲିଉଡ ଏବଂ ସମଗ୍ର ବିଶ୍ବରେ ଏକ ଭିନ୍ନ ସ୍ଥାନ ହାସଲ କରିଛନ୍ତି। ସେ ଭାରତୀୟ ସିନେମାରେ…