ଜୟପୁର ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଓଡ଼ିଆ ଚଳଚ୍ଚିତ୍ର ‘ସ୍ବପ୍ନ ଟିଏ- ଏ ଡ୍ରିମ’
ଭୁବନେଶ୍ୱର: ଜୟପୁର ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବା ପାଇଁ ମନୋନୀତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ' ସ୍ବପ୍ନ ଟିଏ- ଏ ଡ୍ରିମ' ।
ମିଲନ ଦାସଙ୍କ ଦ୍ୱାରା ପ୍ରଯୋଜିତ ଓ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଦିବ୍ୟାଙ୍ଗ ପିଲାମାନଙ୍କ ଉପରେ ଆଧାରିତ । ଏହି ଚଳଚ୍ଚିତ୍ର ମାଧ୍ୟମରେ…