Latest Odisha News

BREAKING NEWS

ସଞ୍ଜୟଙ୍କ କିସମେଁ କିତନା ହେ ଦମ ଜବାବରେ ଅଠାୱାଲେ କହିଲେ ହମ ଦିଖାଁଏଗେ କିତନା ଦମ ହୈ

ମୁମ୍ବାଇ:ଇଡି ଶିବସେନା ନେତା ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ନେଟିସ ଦେବା ପରେ ମହାରାଷ୍ଟ୍ର ରାଜନୀତି ଗରମ ହୋଇଯାଇଛି । ସଞ୍ଜୟ ଟୁଇଟ କରିଥିଲେ ଆ ଦେଖେଁ ଜରା କିସମେଁ କିତନା ହେ ଦମ୍ । ଇଡିକୁ ରାଜନୈତିକ ସ୍ୱାର୍ଥରେ କେନ୍ଦ୍ର ସରକାର ବ୍ୟବହାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।…

ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନରୁ ବଞ୍ଚିତ ହେବ କି ଚୀନ୍‌?

ୱାଶିଂଟନ୍: ଦଲାଇ ଲାମାଙ୍କ ଉତ୍ତରାଧିକାରୀ ବାଛିବାରେ ଚୀନ୍‌ର ହସ୍ତକ୍ଷେପକୁ ରୋକିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ଏକ ଆଇନକୁ ଅନୁମୋଦନ କରିଛନ୍ତି। ଏହା ଅଧୀନରେ ୱାଶିଂଟନ୍ କେବଳ ତିବ୍ଦତରେ ଏକ କନସୁଲେଟ୍ ପ୍ରତିଷ୍ଠା କରିବ ନାହିଁ, ବରଂ ଏହା ନିଶ୍ଚିତ କରିବ ଯେ କେବଳ…

ଡିସେମ୍ବର ୩୦ରେ ପୁଣି ଥରେ ହେବ କୃଷକ ସରକାର ଆଲୋଚନା

ନୂଆଦିଲ୍ଲୀ: ପୁଣିଥରେ କେନ୍ଦ୍ର ସରକାର ୩୦ ଡିସେମ୍ବରରେ ବିଜ୍ଞାନ ଭବନରେ ଡକାଯାଇଥିବା କୃଷକ ସଂଗଠନ ସହ ଆଲୋଚନା କରିବେ। ଭବନରେ ଡକାଯାଇଥିବା କୃଷକ ସଂଗଠନ ସହ ଆଲୋଚନା କରିବେ। ନୂଆ କୃଷି ଆଇନକୁ ନେଇ ଦିଲ୍ଲୀ ସୀମାରେ ଚାଷୀମାନେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ଏହି ସମୟରେ କେନ୍ଦ୍ର ସରକାର…

ଫିଲ୍ମ ‘ବ୍ଲାଇଣ୍ଡ୍’‌ର ସୁଟିଂ ପାଇଁ ପ୍ରସ୍ତୁତ ସୋନମ୍‌

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ରେ ସାରା ସୋନମ କପୁର ଅହୁଜା ନିଜ ପରିବାର ସହ ସମୟ ବିତାଇବା ପରେ ଏବେ କର୍ମସ୍ଥଳୀକୁ ଫେରିଛନ୍ତି ଅର୍ଥାତ୍‌ ସୁଟିଂ ସେଟ୍‌କୁ ଫେରିଛନ୍ତି। ସେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ବ୍ଲାଇଣ୍ଡ୍'‌ ପାଇଁ ସୁଟିଂ ଆରମ୍ଭ କରିଛନ୍ତି। ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ…

ଇନ୍‌ଷ୍ଟାଗ୍ରାମ୍‌ ପରେ ଏବେ ଫର୍‌ହା ଖାନ୍‌ଙ୍କ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍

ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ଫରାହ୍‌ ଖାନଙ୍କ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରାଯାଇଛି। ଫରାହ୍‌ ନିଜେ ଇନଷ୍ଟାଗ୍ରାମ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ ତାଙ୍କ ଅନୁଗାମୀମାନଙ୍କୁ କିଛି କ୍ଲିକ୍ ନକରିବାକୁ ଚେତାବନୀ ଦେଇଛନ୍ତି। ଇନଷ୍ଟାଗ୍ରାମକୁ ତାଙ୍କ…

୨୦୨୫ ସୁଦ୍ଧା ୨୫ ରୁ ଅଧିକ ସହରରେ ପହଞ୍ଚିବ ମେଟ୍ରୋ ସେବା; ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ୨୦୨୫ ସୁଦ୍ଧା ମେଟ୍ରୋ ସେବା ଦେଶର ୨୫ ରୁ ଅଧିକ ସହରରେ ପହଞ୍ଚିବ। ସେ କହିଛନ୍ତି ଯେ ବର୍ତ୍ତମାନ ସମୟରେ ୧୮ଟି ସହରର ଲୋକମାନେ ମେଟ୍ରୋ ଯୋଗେ ଯାତ୍ରା କରୁଛନ୍ତି ଏବଂ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୨୫ରୁ ଅଧିକ ସହର ମେଟ୍ରୋ ସେବାର…

ଅଭିନେତା ଅମିତ୍‌ ସାଧ୍‌ଙ୍କୁ ଇଣ୍ଡଷ୍ଟ୍ରିରେ ପ୍ରଥମ ବ୍ରେକ୍‌ ଦେଇଥିଲେ ସୋନୁ

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରୁଥିବା ଅଭିନେତା ସୋନୁ ସୁଦଙ୍କୁ ଭଗବାନଙ୍କ ଦରଜା ଦିଆଯାଇଛି। ସୋନୁ ସୁଦ ନିଜ ତଥା ପ୍ରବାସୀ ଶ୍ରମିକଙ୍କ ଲକଡାଉନ୍ ସଂଗ୍ରାମ ଉପରେ ଏକ ପୁସ୍ତକ ଲେଖିଛନ୍ତି, ଯାହାର ଶୀର୍ଷକ - 'ଆଇ ଆମ୍‌ ନୋ ମେସିହା'। ସୋନୁ ସୁଦ, ୨୦୨୦ ରେ…

ପରଲୋକରେ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍‌ ରହମାନଙ୍କ ମା କରିମା ବେଗମ୍‌

ନୂଆଦିଲ୍ଲୀ: କଣ୍ଠଶିଳ୍ପୀ ଏ ଆର୍ ରହମାନଙ୍କ ମା କରିମା ବେଗମ୍‌ଙ୍କ ଦେହାନ୍ତ ହୋଇଛି। ଏ ଆର୍‌ ରହମାନ୍‌ ତାଙ୍କ ମା’ଙ୍କ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି। ଏ ଆର୍ ରହମାନ ତାଙ୍କ ମାଙ୍କର ଅତି ନିକଟତର ଥିଲେ।ଏପରି ପରିସ୍ଥିତିରେ, ତାଙ୍କ ମା’ଙ୍କୁ ହରାଇବା ତାଙ୍କ ପାଇଁ ଏକ ବଡ଼ କ୍ଷତି ଏବଂ…

ଢାକା ଚଳଚ୍ଚିତ୍ର ମହୋତ୍ସବରେ ଫିଲ୍ମ ‘ଅନ୍ତର୍ଧ୍ଵନି’କୁ ୨ଟି ପୁରସ୍କାର, ଏ.କେ ବୀର ଶ୍ରେଷ୍ଠ ଏସୀୟ ନିର୍ଦ୍ଦେଶକ

ଭୁବନେଶ୍ବର: ୪ ଡିସେମ୍ବରରୁ ୨୬ ଡିସେମ୍ବର ଯାଏ ଢାକାଠାରେ ଆୟୋଜିତ ସିନେମେକିଙ୍ଗ୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଅନ୍ତର୍ଧ୍ଵନି’କୁ ୨ଟି ପରୁସ୍କାର ମିଳିଛି । ଚଳଚ୍ଚିତ୍ରର ନାୟିକା ସ୍ୱପ୍ନା ପତି ଶ୍ରେଷ୍ଠ ଅନ୍ତର୍ଜାତୀୟ ଅଭିନେତ୍ରୀ ଭାବେ ସମ୍ମାନିତ ହୋଇଥିବା ବେଳେ ନିର୍ଦ୍ଦେଶକ…

୨୦୨୧ରେ ୫୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ…

ଭୁବନେଶ୍ୱର: ଆସନ୍ତା ବର୍ଷ ତଥା ୨୦୨୧ରେ ୫୬ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶ ଛୁଟି ତାଲିକାରୁ ଜଣାପଡ଼ିଛି । ମାସର ପ୍ରତ୍ୟେକ ରବିବାର ଓ ଦ୍ୱିତୀୟ ଓ ଚତୁର୍ଥ ଶନିବାରରେ ବ୍ୟାଙ୍କ ସାଧାରଣତଃ ବନ୍ଦ ରହିଥାଏ । ଏହା ବ୍ୟତୀତ ଜାତୀୟ ଛୁଟି ଦିବସରେ…