Latest Odisha News

BREAKING NEWS

କାର୍ତ୍ତିକ ପୂର୍ଣ୍ଣିମାରେ ବିନ୍ଦୁସାଗର ଶୋଭାକୁ ଦ୍ବିଗୁଣିତ କରିବ ଏହି ସ୍ବତନ୍ତ୍ର ଡଙ୍ଗା

ଭୁବନେଶ୍ୱର: ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା । ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବକୁ ଅତି ଶ୍ରଦ୍ଧାର ସହ ପାଳନ କରାଯାଏ । ଶ୍ରଦ୍ଧାଳୁ ମାନେ ବଢି ଭୋରୁ ଉଠି ନିଜ ନିଜ ବୋଇତକୁ ପାନ ଗୁଆରେ ସଜାଇ ଭସାଇଦିଅନ୍ତି । କୁହାଯାଏ ପବିତ୍ର କାର୍ତିକମାସର ଶେଷ ଦିନରେ ଏହିଭଳି ବୋଇତ ଭାସାଇଲେ କୋଟି…

ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ବାନ୍ଦିପୋରାଠାରେ ସୋମବାର ଦିନ ସୁରକ୍ଷାକର୍ମୀଙ୍କୁ ଗୁଳିରେ ଦୁଇ ଜଣ ଅତଙ୍କାବାଦୀ ନିହତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ରବିବାର…

ହାଇଦ୍ରାବାଦରେ ୨ଟି ଟ୍ରେନ୍ ମୁହଁମୁହିଁ ଧକ୍କା, ବହୁ ଯାତ୍ରୀ ଆହତ

ହାଇଦ୍ରାବାଦ: ହାଇଦ୍ରାବାଦର କୋଚିଗୁଡା ରେଳ ଷ୍ଟେସନ୍ ନିକଟରେ ୨ଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହେବାଫଳରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1193781933689323520?s=08 ଗଣମାଧ୍ୟମରେ…

ପାରାଦୀପର ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା: ଆଜି ହେଉଛି ପ୍ରଥମ ଦିନ

ପରାଦ୍ବୀପ: ଆଜିଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ କଳିଙ୍ଗ ବଳିଯାତ୍ରା । ପରାଦ୍ବୀପ ଠାରେ ଅନୁଷ୍ଠିତ ହେଉଥିବା ଏହି ପ୍ରସିଦ୍ଧ ଯାତ୍ରା ପାଇଁ ବାଲିଯାତ୍ରା କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି । ଆଜିଠାରୁ ଆରମ୍ଭ ହୋଇ ୧୮ ତାରିଖ ଯାଏଁ ଚାଲିବ ଏହି ମେଳା ।…

ମୋବାଇଲ୍ ଫାଟି ଶ୍ରମିକଙ୍କ ମୃତ୍ୟୁ

ପାରାଦୀପ: ପାରାଦୀପର ଅଠରବାଙ୍କୀ ଅଞ୍ଚଳରେ କୌଣସି କାରଣବଶତଃ ମୋବାଇଲ୍ ଫାଟିଯିବା ଫଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ମୃତ ଶ୍ରମିକଙ୍କର ଘର ନୟାଗଡ ଅଞ୍ଚଳରରଣପୁର ଗ୍ରାମର ମୁନା ପ୍ରଧାନ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଏହି ଶ୍ରମିକ ଜଣକ ପାରାଦୀପ ଜଗନ୍ନାଥ ଟ୍ରକ୍…

କଥାକୁହା ଫଟୋ: ବାତ୍ୟା ବୁଲବୁଲ୍ ମାଡ଼ରେ ପାଚି ଆସୁଥିବା ଧାନବିଲ ଶୋଇଯାଇଛି, ଉପକୂଳବର୍ତ୍ତୀ ଚାଷୀକୂଳ ଏବେ…

ଭୁବନେଶ୍ୱର: ବିଲରେ ଧାନ ପାଚି ଆସୁଥିଲା । ଧାନକେଣ୍ଡା ପତ୍ର କୋଣରୁ ଫୁଟି ଆକାଶମୁହାଁ ହୋଇ ପଡ଼ି ପାଚିବାକୁ ବସିଥିଲେ । ଦୁର୍ଗାପୂଜା ପରେ ଦୀପାବଳୀ ସରିଗଲା, ଏବର୍ଷ ଓଡ଼ିଶାର ଉପକୂଳବର୍ତ୍ତୀ ଚାଷୀକୂଳ ଅଧିକ ଅମଳ ଆଶାରେ ବେଶ୍ ଆନନ୍ଦିତ ଓ ଉଲ୍ଲସିତ ଅନୁଭବ କରୁଥିଲେ । ଗତକିଛି ବର୍ଷ ଠାରୁ…

ପଞ୍ଚୁକ ଚତୁର୍ଦ୍ଦଶୀ ଅବସରରେ ଲକ୍ଷ୍ମୀ-ନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ପୁରୀ : ଆଜି ପଞ୍ଚୁକର ଚତୁର୍ଥ ଦିନ ଅର୍ଥାତ ପଞ୍ଚୁକ ଚତୁର୍ଦ୍ଦଶୀ ଅବସରରେ ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ। କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତଥା ବୈକୁଣ୍ଠ ଚତୁର୍ଦ୍ଦଶୀରେ ମହାପ୍ରଭୁଙ୍କର ଏହି ବେଶ ଅନୁଷ୍ଠିତ ହୋଇଥାଏ। ରତ୍ନ ସିଂହାସନରେ ଶ୍ରୀଜୀଉଙ୍କୁ ଏହି…

ଆଜି କାର୍ତ୍ତିକ ମାସର ଶେଷ ସୋମବାର; ଚଳଚଞ୍ଚଳ ଶୈବପୀଠ

ଭୁବନେଶ୍ୱର: ପବିତ୍ର କାର୍ତିକ ମାସର ଆଜି ଶେଷ ସୋମବାର ହୋଇଥିବାରୁ ଚଳଚଞ୍ଚଳ ହୋଇଉଠିଛି ସମସ୍ତ ଶୈବପୀଠ । ଆଉ ମାତ୍ର ଗୋଟିଏ ଦିନପରେ ପଞ୍ଚୁକ ଶେଷ ହେଉଥିବାରୁ ମହାପଭୁଙ୍କ ଦର୍ଶନ ପାଇଁ ମଧ୍ୟ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି । ଆଜି ବଡି ଭୋରୁ ବିଭିନ୍ନ ଶୈବପୀଠଗୁଡିକର…

ମହିଳା ଟି-୨୦: ୧୫ ବର୍ଷିୟା ସେଫାଳୀ ବର୍ମାଙ୍କ ଦମଦାର୍ ବ୍ୟାଟିଂ, ଭାରତ ୧୦ ୱିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କଲା !

ସେଣ୍ଟଲୁସିଆ: କ୍ରିକେଟରେ ଉଭୟ ପୁରୁଷ ଓ ମହିଳା ଭାରତୀୟ ଦଳ କମାଲ୍ କରୁଛନ୍ତି । ରବିବାର ଦିନ ନାଗପୁରଠାରେ ବାଂଲାଦେଶକୁ ପରାସ୍ତ କରି ଭାରତ ଟି-୨୦ ଶୃଙ୍ଖଳା ହାତେଥିବା ବେଳେ ଏବେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ମହିଳା ଭାରତୀୟ ଦଳ ଦିନିକିଆ ସିରିଜ୍ ଜିତିବା ପରେ ଏବେ ଟି-ଟ୍ୱେଣ୍ଟିରେ ବିଜୟ…

ଭୁବନେଶ୍ୱରରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍-୧ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି । ମିଳିଥିବା ସୂଚନାନୁଯାୟୀ ଅନେକ ଦିନଧରି ଅଭିଯୁକ୍ତ ଅଜୟ ବାଗ ସମ୍ପୃକ୍ତ କଲେଜ ଛାତ୍ରୀଙ୍କୁ ପିଛା କରିବା ସହ ହଇରାଣ ହରକତ ମଧ୍ୟ କରୁଥିଲେ । ଗତ ରାତିରେ…