ଦିଲ ତୋ ବଚ୍ଚା ହେ ଜି : ବୟସ ୬୭, ପତ୍ନୀ ସହ ବୁଲେଟରେ ସାରା ଭାରତ ଭ୍ରମଣ କରୁଛନ୍ତି !
ଭଦୋଦରା: ବୟସ ଆଗରେ ହାର ମାନି ନାହାନ୍ତ ଭଦୋଦରାର ଜଣେ ବୟସ୍କ ଦମ୍ପତି । ସାଧାରଣ ବୃଦ୍ଧ ଲୋକ ଭାବେ ସେ ମରିବାକୁ ଚାହୁଁ ନାହାନ୍ତି । ମନରେ ଆଶା ଏବଂ ଉନ୍ମାଦ ଭରି ରହିଛି । ଏହାକୁ ପ୍ରମାଣ କରିବା ପାଇଁ ଏହି ୬୭ ବର୍ଷ ବୟସ୍କ ବ୍ୟକ୍ତିଜଣଙ୍କ ତାଙ୍କର ୧୯୭୪ ବୁଲେଟ ବାହାର କଲେ । ପତ୍ନୀଙ୍କ ଗୋଡ…