Latest Odisha News

BREAKING NEWS

Trump Tariff On Medicines: ଔଷଧ କମ୍ପାନୀଗୁଡ଼ିକ ଉପରେ ୨୦୦% ଶୁଳ୍କ ଲଗାଇବେ ଟ୍ରମ୍ପ! କ’ଣ ରହିଛି ନୂଆ ଯୋଜନା?

ଓ୍ବାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦% ଶୁଳ୍କ ଲାଗୁ କରିବା ପରେ, ଏବେ ନୂତନ ଶୁଳ୍କ ଯୋଜନା କରୁଛନ୍ତି । ଏଥର ଔଷଧ କମ୍ପାନୀଗୁଡ଼ିକ ଉପରେ ୨୦୦% ଶୁଳ୍କ ବୃଦ୍ଧି କରିବାକୁ ପ୍ରସ୍ତୁତି ଚାଲିଛି । ଏକ ରିପୋର୍ଟ ଅନୁଯାୟୀ, କିଛି ଔଷଧ ଉପରେ ଏହି ଶୁଳ୍କ ଲାଗୁ ହୋଇପାରେ । ଅଟୋ…

Anti-Drug Drive: ନିଶା ବେପାରୀଙ୍କ ଉପରେ ଅପରେସନ ‘ପ୍ରହାର’: ଦିନକରେ ୭୪ ନିଶା ବେପାରୀ ଗିରଫ

ଭୁବନେଶ୍ୱର: ଏଣିକି ସାବାଡ ହେବେ ନିଶାଡି ଏବଂ ନିଶା କାରବାର କରୁଥିବା ଲୋକ। ନିଶା ନିବାରଣ, ଚାଲାଣ ଏବଂ ଅବୈଧ ବିକ୍ରୟର ବର୍ଦ୍ଧିତ ବିପଦକୁ ମୁକାବିଲା କରିବା ପାଇଁ ଏକ ନିର୍ଣ୍ଣାୟକ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ରାଜଧାନୀ ଭୁବନେଶ୍ୱର ସମେତ ସମସ୍ତ ସହରରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ…

‘ମୋ ମାଆଙ୍କୁ ଗାଳି ଦେଲେ, ତାଙ୍କର କ’ଣ ଭୁଲ୍ ଥିଲା’: ଗାଳି ରାଜନୀତିକୁ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ବିହାରର ଜୀବିକା ନିଧି କ୍ରେଡିଟ୍ କୋଅପରେଟିଭ୍ ୟୁନିଅନ୍ ଲିମିଟେଡ୍‌କୁ ଭର୍ଚୁଆଲ୍ ଭାବରେ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତର ବିକାଶର ଏକ ପ୍ରମୁଖ ଆଧାର ହେଉଛି ମହିଳା ସଶକ୍ତିକରଣ ଏବଂ…

ପୋଲିସକୁ ଗୁଳି କରି ଚମ୍ପଟ୍ ମାରିଲେ ଆପ୍ ବିଧାୟକ

ଚଣ୍ଡୀଗଡ଼: ପଞ୍ଜାବ ଆମ ଆଦମୀ ପାର୍ଟି (ଆପ୍) ବିଧାୟକ ହରମିତ୍ ସିଂହ ପଠାଣମାଜରାଙ୍କୁ ଏକ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଥିଲା। ପୋଲିସ ଅଭିଯୋଗ ଅନୁଯାୟୀ, ବିଧାୟକ ଏବଂ ତାଙ୍କ ସହଯୋଗୀମାନେ ଏହି ସମୟରେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ଏବଂ ଜଣେ ପୋଲିସକର୍ମୀଙ୍କ ଉପରେ ତାଙ୍କ ଗାଡ଼ି ଚଢାଇ…

k kavitha suspended: ବିଆରଏସରୁ ନିଲମ୍ବିତ ହେଲେ କେ. କବିତା, କାହିଁକି ଏତେ ବଡ ନିଷ୍ପତ୍ତି ନେଲେ ବାପା କେସିଆର?

ହାଇଦ୍ରାବାଦ: ତେଲେଙ୍ଗାନା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଭାରତ ରାଷ୍ଟ୍ର ସମିତି (BRS) ବିଧାନ ପରିଷଦ ସଦସ୍ୟ (MLC) କେ. କବିତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ବିଆରଏସ ଦଳର ମୁଖ୍ୟ ହେଉଛନ୍ତି କେ. କବିତାଙ୍କ ପିତା କେ. ଚନ୍ଦ୍ରଶେଖର ରାଓ (KCR) । ସେ କେ. କବିତାଙ୍କୁ…

TET Mandatory: ସୁପ୍ରିମକୋର୍ଟଙ୍କ TET ରାୟକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା; ଶିକ୍ଷକଙ୍କ…

ଭୁବନେଶ୍ବର:ସୁପ୍ରିମକୋର୍ଟ ଶିକ୍ଷକ ନିଯୁକ୍ତି ପାଇଁ ଟିଇଟି (ଟିଚର୍ସ ଇଲିଜିବିଲିଟି ଟେଷ୍ଟ୍‌)କୁ ବାଧ୍ୟତାମୂଳକ(TET Mandatory ) କରିଛନ୍ତି। ଏହି ରାୟ ପ୍ରକାଶ ପାଇବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ବିଭାଗ ଏହା ଉପରେ ତର୍ଜମା କରିବ। ଶିକ୍ଷକଙ୍କ…

First Made-In-India Chip: ମୋଦିଙ୍କ ହାତରେ ଦେଶର ପ୍ରଥମ ଚିପ୍ ‘VIKRAM3201’

ନୂଆଦିଲ୍ଲୀ: ଭାରତ ଉପରେ ଆମେରିକାର ଶୁଳ୍କ ଲାଗୁ ପରେ ଏବେ ସ୍ବଦେଶୀ ଉପରେ ଗୁରୁତ୍ବାରୋପ କରୁଛି ଦେଶ । ‘ମେକ୍ ଇନ୍ ଇଣ୍ଡିଆ’, ‘ଭୋକାଲ ଫର୍ ଲୋକାଲ’କୁ ଆପଣାଇବା ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି । ଏହାରି ଭିତରେ ଚିପ୍ ବିପ୍ଳବରେ ଭାରତ ଏକ ବଡ଼…

ରେଳ କର୍ମଚାରୀଙ୍କୁ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ମିଳିବ ୧ କୋଟି ଟଙ୍କାର ବର୍ଦ୍ଧିତ ବୀମା ସୁରକ୍ଷା

ଭୁବନେଶ୍ବର: ଏସବିଆଇରେ ବେତନ ଖାତା ଥିବା ରେଳ କର୍ମଚାରୀଙ୍କୁ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ମିଳିବ ୧ କୋଟି ଟଙ୍କାର ବର୍ଦ୍ଧିତ ବୀମା ସୁରକ୍ଷା । ରେଳ କର୍ମଚାରୀଙ୍କୁ ୧.୬ କୋଟି ଟଙ୍କାର ବିମାନ ଦୁର୍ଘଟଣା (ମୃତ୍ୟୁ) ବୀମା ସୁରକ୍ଷା ଏବଂ ରୂପେ ଡେବିଟ୍‌ କାର୍ଡ ଉପରେ ୧ କୋଟି ଟଙ୍କା…

Weather Update: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ; ଏହି ସବୁକୁ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ଵର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଫଳରେ ସାରା ରାଜ୍ୟରେ ମେଘୁଆ ପାଗ ସାଙ୍ଗକୁ ବର୍ଷା ହେଉଥିବା ଜଣାପଡ଼ିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା…