ବାଂଲାଦେଶରେ କାହିଁକି Ipl ବ୍ୟାନ…
ଢାକା: ବିବାଦ ମଧ୍ୟରେ ବାଂଲାଦେଶ ସରକାର ଦେଶରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପ୍ରସାରଣ ଏବଂ ବିଜ୍ଞାପନ ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଷେଧାଦେଶ ଲାଗୁ କରିଛନ୍ତି।
ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ କୋଲକାତା ନାଇଟ୍ ରାଇଡର୍ସ ଦଳରୁ ବାହାର କରାଯିବା ପରେ…