ବିଏମ୍ସି ଆଦାୟ କରିବ ୟୁଜର ଫି, ଜାରି ହେଲା ରେଟ୍ ଚାଟ୍
ଭୁବନେଶ୍ୱର: ବିଏମ୍ସି ଆଦାୟ କରିବ ୟୁଜର ଫି। ଜାରି ହେଲା ରେଟ୍ ଚାଟ୍। ଘର, ହୋଟେଲ, ସପିଂ ମଲ୍, କ୍ୟାଫେ, ହାଟ ଆଦିରୁ ଆଦାୟ ହେବ ୟୁଜର ଫି। ଅଳିଆ ସଂଗ୍ରହ ବାବଦରେ ୟୁଜର୍ସ ଫି’ ଲାଗୁ କରିବ ବିଏମ୍ସି। ୨୦୧୮ ବାଇ ଲ’ ଅନୁସାରେ ଫି’ ଆଦାୟ କରିବ ବିଏମ୍ସି। ସଫା ଆପ୍ ମାଧ୍ୟମରେ ତଥ୍ୟ…