Latest Odisha News

BREAKING NEWS

‘ଖେଲୋ ଇଣ୍ଡିଆ-୨୦୨୧’ରେ ସାମିଲ୍‌ ହେଲା ଏହି ଚାରୋଟି ସ୍ୱଦେଶୀ କ୍ରୀଡ଼ା

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ଭାରତରେ ସ୍ୱଦେଶୀ କ୍ରୀଡ଼ାର ଏକ ସମୃଦ୍ଧ ଐତିହ୍ୟ ରହିଛି ଏବଂ ଏହି କ୍ରୀଡ଼ା ସଂରକ୍ଷଣ, ପ୍ରୋତ୍ସାହନ ତଥା ଲୋକପ୍ରିୟ କରିବା କ୍ରୀଡ଼ା ମନ୍ତ୍ରଣାଳୟର ପ୍ରାଥମିକତା। ଯେଉଁଥିପାଇଁ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୧ ରେ…

ଯଦୁପୁର ଗାଁରେ ପୋଲିସ ଛାଉଣୀ, ହେପାଜତରେ ଥିବା ଯୁବକଙ୍କ ଘରେ ଏସଆଇଟି ଟିମ୍

ନୟାଗଡ: ନୟାଗଡ଼ ପରୀ ହତ୍ୟା ମାମଲାରେ ଝଓଞର ଖୋଳତାଡ଼ ଜାରି ରହିଛି । ଯଦୁପୁର ଗାଁରୁ ଜଣେ ଯୁବକଙ୍କୁ ଦୁଇ ଦିନ ହେବ ହେପାଜତରେ ନେଇଛି ଏସଆଇଟି । ଆଜି ତାଙ୍କ ଘରେ ଦୁଇ ଜଣିଆ ଟିମ୍ ପହଞ୍ଚିଛନ୍ତି । ଯୁବକଙ୍କ ମାଆଙ୍କୁ ସେମାନେ ପଚରାଉଚରା କରିଥିବା ଜଣା ପଡ଼ିଛି । ତାଙ୍କ ଘର ଆଗରେ ବି ପୋଲିସ…

ପ୍ରଥମ ପର୍ଯ୍ୟାୟରେ ଦେଶର ୩୦ କୋଟି ଲୋକଙ୍କୁ ମିଳିବ କରୋନା ଟିକା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସୋମବାର କହିଛନ୍ତି ଯେ କରୋନା ଭାଇରସ ବିରୋଧରେ ଟିକା ଦେବା ପାଇଁ କେନ୍ଦ୍ର ୩୦ କୋଟି ଲୋକଙ୍କୁ ପ୍ରାଥମିକତା ଦେଇଛି। ସେ ଆହୁରି କହିଛନ୍ତି ଯେ, "ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ଆମେ କୋଭିଡ୍‌ ଟିକା ପାଇଁ ୩୦ କୋଟି ଲୋକଙ୍କୁ…

ଫୁଲବାଣୀରେ ୪ ଡିଗ୍ରୀକୁ ଖସିଲା ପାରଦ, ୧୦ ଡିଗ୍ରୀ ସେଲସିୟସ ତଳେ ୧୦ଟି ସହର ତାପମାତ୍ରା

ଭୁବନେଶ୍ୱର: କଲବଲ କରୁଛି ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ । ଫୁଲବାଣୀରେ ପ୍ରବଳ ଥଣ୍ଡା । ୪ ଡିଗ୍ରୀ ସେଲସୟିସକୁ ଖସିଛି ସର୍ବନିମ୍ନ ତାପମାତ୍ରା । ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ୨-୩ଡିଗ୍ରୀ ସେଲସିୟସ୍ ହ୍ରାସ ପାଇଛି । ଆଜି ରାଜ୍ୟର…

ରସିକିଆ ଇଞ୍ଜିନିୟର ବାବୁ; ପାଞ୍ଚଦିନରେ ବାହା ହେଲେ ଦୁଇ ଥର

ନୂଆଦିଲ୍ଲୀ: ପ୍ରତିଦିନ ଦେଶରେ କିଛି ନା କିଛି ଅସାଧାରଣ ଘଟଣା ଘଟୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ସେହିଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ମଧ୍ୟପ୍ରଦେଶରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ପାଞ୍ଚ ଦିନରେ ଦୁଇ ଦୁଇଟି ବିବାହ କରିଥିବା ଖବର ସାମ୍ନାକୁ ଆସିଛି। ଇଞ୍ଜିନିୟର ଜଣଙ୍କର ଏହି…

GST ଠକେଇ: ରାଉରକେଲାର ୪ଟି ସ୍ଥାନରେ ରେଡ୍, ୨ ବ୍ୟବସାୟୀ ଅଟକ

ରାଉରକେଲା: ଜିଏସଟି ଠକେଇ ନେଇ ରାଉରକେଲାରେ ଚଢ଼ାଉ । ବନ୍ଧମୁଣ୍ଡା, ବାସନ୍ତୀ କଲୋନୀ, ଛେଣ୍ଡ କଲୋନୀ ସମେତ ୪ଟି ସ୍ଥାନରେ ଜିଏସଟି ବିଭାଗ ଚଢ଼ାଉ କରିଛି । ୨ଜଣ ବ୍ୟବସାୟୀଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି । ୪୨ କୋଟି ଟଙ୍କା ଜିଏସଟି ଠକିଥିବା ଅଭିଯୋଗରେ ସେମାନଙ୍କୁ ଅଟକ ରଖି ପଚରାଉଚରା…

ଦେଶରେ କରୋନାରୁ ସୁସ୍ଥ ହେଲେଣି ୯୫% ଆକ୍ରାନ୍ତ, ୨୪ ଘଣ୍ଟାରେ ୨୪,୩୩୭ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କୋଟିଏ ପାର କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏବେ ଦୈନିକ ପଜିଟିଭ୍ କେସ୍ ନିୟନ୍ତ୍ରଣ ଭିତରେ ରହିଛି । ଗତ ୨୪ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୪ହଜାର ୩୩୭ କରୋନା ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୫୫ହଜାର ୫୬୦କୁ ବୃଦ୍ଧି ପାଇଛି । ଦେଶରେ…

ମାଓବାଦୀଙ୍କ ଦିନିକିଆ ମାଲକାନଗିରି ବନ୍ଦ ଡାକରା

ମାଲକାନଗିରି: ଏନକାଉଣ୍ଟରକୁ ବିରୋଧ କରି ମାଲକାନଗିରି ଜିଲ୍ଲାରେ ଲାଲବାହିନୀର ଦିନିକିଆ ବନ୍ଦ ଡାକରା । ଆନ୍ଧ୍ର-ଓଡିଶା ବର୍ଡର ଜୋନାଲ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ସିଙ୍ଗରାମ ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରକୁ ବିରୋଧ କରିଛନ୍ତି ମାଓବାଦୀ । ସିଙ୍ଗରାମ ଏନକାଉଣ୍ଟରରେ ୨ କ୍ୟାଡର…

ଆସନ୍ତାକାଲିଠାରୁ ଆରମ୍ଭ ହେବ ‘ଭାରତ ଅନ୍ତର୍ଜାତୀୟ ବିଜ୍ଞାନ ମହୋତ୍ସବ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ୨୨ ଡିସେମ୍ବରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତ ଆନ୍ତର୍ଜାତୀୟ ବିଜ୍ଞାନ ମହୋତ୍ସବ ୨୦୨୦କୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ଅପରାହ୍ନ ୪.୩୦ରେ ସମ୍ବୋଧିତ କରିବେ। ରିପୋର୍ଟ ଅନୁଯାୟୀ, ଏହି ମହୋତ୍ସବ ଡିସେମ୍ବର…

ଖୋର୍ଦ୍ଧା ପୌର ପରିଷଦ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ପୌର ପରିଷଦର ଟ୍ୟାକ୍ସ ସଂଗ୍ରହ କର୍ମଚାରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ରେଡ୍ ହୋଇଛି । ସଂପୃକ୍ତ କର୍ମଚାରୀ ହେଉଛନ୍ତି ସଦାଶିବ ସ୍ୱାଇଁ । ତାଙ୍କର ଗୁରୁଜଙ୍ଗ ବାସଭବନ ଓ ଏନ୍ୟ ଏକ ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରୁଥିବା…