Latest Odisha News

BREAKING NEWS

Mitchell Starc retirement: T20 କ୍ରିକେଟରୁ ଅବସର ଘୋଷଣା କଲେ ମିଚେଲ୍ ଷ୍ଟାର୍କ

ନୂଆଦିଲ୍ଲୀ: ଟି ଟ୍ବେଣ୍ଟି କ୍ରିକେଟରୁ ଅବସର ଘୋଷଣା କଲେ ମିଚେଲ୍ ଷ୍ଟାର୍କ। ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ଷ୍ଟାର୍କଙ୍କ ଅବସର ଘୋଷଣା। ଟେଷ୍ଟ ଓ ଦିନିକିଆ ବିଶ୍ବକପକୁ ଦୃଷ୍ଟିରେ ରଖି ନେଲେ ଏପରି ନିଷ୍ପତ୍ତି । ୬୫ଟି ଟି ଟ୍ବେଣ୍ଟି ଖେଳି ୭୯ ୱିକେଟ ନେଇଛନ୍ତି ଷ୍ଟାର୍କ। ମିଚେଲ ଷ୍ଟାର୍କ…

GST Rates: ଜିଏସଟି ହାରରେ ସମ୍ଭାବ୍ୟ ହ୍ରାସ, ଶସ୍ତା ହୋଇପାରେ ଯାନବାହାନ

ନୂଆଦିଲ୍ଲୀ: ଅଗଷ୍ଟ ମାସରେ ଦେଶରେ ଯାନବାହାନ ବିକ୍ରୟରେ ହ୍ରାସ ଦେଖାଦେଇଛି। ଚାହିଦା ହ୍ରାସ ଯୋଗୁଁ ମାରୁତି ସୁଜୁକି, ହୁଣ୍ଡାଇ, ମହିନ୍ଦ୍ରା ଏବଂ ଟାଟା ମୋଟର୍ସ ଭଳି ପ୍ରମୁଖ ଅଟୋମୋବାଇଲ କମ୍ପାନୀଗୁଡ଼ିକର ପାଇକାରୀ ବିକ୍ରୟ ଯଥେଷ୍ଟ ହ୍ରାସ ପାଇଛି। ଅନେକ ସମ୍ଭାବ୍ୟ କ୍ରେତା GST ହାର ସଂଶୋଧନ…

Indian Air Force: କରାଚୀର ଏୟାରସ୍ପେସ୍ ସମ୍ମୁଖରେ ଯୁଦ୍ଧ ଅଭ୍ୟାସ କରିବ ଭାରତୀୟ ବାୟୁସେନା, NOTAM ଜାରି..

ନୂଆଦିଲ୍ଲୀ: ଅପରେସନ ସିନ୍ଦୁରରେ ପାକିସ୍ତାନକୁ କନ୍ଦେଇଦେବା ପରେ ମଧ୍ୟ ଭାରତୀୟ ବାୟୁସେନା ଥକି ନାହିଁ । ନିରନ୍ତର ଯୁଦ୍ଧ ଅଭ୍ୟାସ ଜାରି ରଖିଛି ଏବଂ ଏହାର ପ୍ରସ୍ତୁତିକୁ ସମ୍ପୂର୍ଣ୍ଣ ରଖିଛି ବାୟୁସେନା । ଏବେ ସୂଚନା ମିଳିଛି ଯେ ଭାରତୀୟ ବାୟୁସେନା କରାଚୀର ଏୟାରସ୍ପେସ୍ ସମ୍ମୁଖରେ ଯୁଦ୍ଧ…

Modi Putin Friendship: ଚୀନରେ ଦେଖିବାକୁ ମିଳିଲା ମୋଦିଙ୍କ ଯାଦୁ, କାରରେ ଏକାସାଙ୍ଗରେ ଯିବା ପାଇଁ ୧୦ ମିନିଟ୍…

ନୂଆଦିଲ୍ଲୀ: ଚୀନରେ SCO ଶିଖର ସମ୍ମିଳନୀ ସମୟରେ ସି ଜିନପିଙ୍ଗ, ପ୍ରଧାନମନ୍ତ୍ରୀ ମୋଦି ଏବଂ ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଏବେ ସାରା ବିଶ୍ୱରେ ଆଲୋଚନାର ବିଷୟ ପାଲଟିଛି। କୁହାଯାଉଛି ଯେ ତିନି ମହାଶକ୍ତିଙ୍କ ସାକ୍ଷାତ ନିଶ୍ଚିତ ଭାବରେ ଆମେରିକାକୁ ଶକ୍ତ ଝଟକା ଦେଇଥିବ।…

MKCG Ragging: ପୁଣି ଏମକେସିଜିରେ ରାଗିଂ: ଦ୍ବିତୀୟ ବର୍ଷ MBBS ଛାତ୍ରଙ୍କୁ ସିନିୟର ଛାତ୍ର ରାଗିଂ କରିଥିବା ଅଭିଯୋଗ

ବ୍ରହ୍ମପୁର: ପୁଣି MKCG ମେଡିକାଲରେ ରାଗିଂ ଅଭିଯୋଗ। ଦ୍ଵିତୀୟ ବର୍ଷ MBBS ଛାତ୍ରଙ୍କୁ କିଛି ସିନିୟର୍ ଛାତ୍ର ରାଗିଂ କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ହୋଇଛି ଯେ, ଜୁନିୟର ପିଲାଙ୍କୁ ରାତିରେ ଆଣ୍ଠେଇ ଦେଉଛନ୍ତି ସିନିୟର। ଅଭିଯୋଗ ଅନୁସାରେ, ହଷ୍ଟେଲରେ ପଢ଼ିବାକୁ ଦିଆଯାଉନି। ଜେନେରାଲ ବଡିଂ…

Naxal Surrender: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ତେହାରରେ ୯ ସକ୍ରିୟ ନକ୍ସଲଙ୍କ ଆତ୍ମସମର୍ପଣ

ରାଞ୍ଚି: ଝାଡ଼ଖଣ୍ଡ ଲାତେହାରରେ ୯ ସକ୍ରିୟ ନକ୍ସଲଙ୍କ ଆତ୍ମସମର୍ପଣ। ଏସପି କାର୍ଯ୍ୟଳୟରେ CRPF, ଓ ପୋଲିସ୍ ଉପସ୍ଥିତରେ ଆତ୍ମସମର୍ପଣ। ଆତ୍ମସମର୍ପଣ କରିଥିବା ୯ ନକ୍ସଲ JJMP ସଂଗଠନର ଥିବା ସୂଚନା। ସେମାନଙ୍କଠାରୁ ୧୨ ବନ୍ଧୁକ, ୫ AK ରାଇଫଲ୍, ୩ SLR, ୧୭୦୦ରୁ ଅଧିକ ଗୁଳି ଜବତ କରାଯାଇଛି।…

Bajaj: ବିଦେଶୀଙ୍କ ପସନ୍ଦ ପାଲଟିଲା ଭାରତୀୟ ବାଇକ୍, କମ୍ପାନୀର ରପ୍ତାନିରେ ବୃଦ୍ଧି

ନୂଆଦିଲ୍ଲୀ:ଚଳିତ ଅଗଷ୍ଟ ମାସରେ ଭାରତୀୟ ବଜାରରେ ବଜାଜ ଅଟୋର ମୋଟ ବିକ୍ରି ସଂଖ୍ୟାରେ ବୃଦ୍ଧି ପାଇଛି। କମ୍ପାନୀ ଗତ ମାସରେ ମୋଟ ୪,୧୭,୬୧୬ ୟୁନିଟ୍ ବିକ୍ରି କରିଛି, ଯାହା ଅଗଷ୍ଟ ୨୦୨୪ ରେ ବିକ୍ରି ହୋଇଥିବା ୩,୯୭,୮୦୪ ୟୁନିଟ୍ ତୁଳନାରେ ପ୍ରାୟ ୫ ପ୍ରତିଶତ ଅଧିକ। ଜୁଲାଇ ୨୦୨୫ ତୁଳନାରେ…

Weather Update: ଦକ୍ଷିଣ ଓଡ଼ିଶାରେ କାଚିବ ବର୍ଷା: ୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୨୨ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବର୍ଷା। ଆଜି ଲଘୁଚାପ ଯୋଗୁଁ ପ୍ରବଳ ବର୍ଷିବ। ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ନେବ ରୂପ। ପ୍ରଭାବରେ ଆଜିଠୁ ୨୮ଟି ଜିଲ୍ଲାକୁ ବର୍ଷା ନେଇ ପୂର୍ବାନୁମାନ କରିଛି…

NAC ଘୋଷଣାରେ ସରକାରଙ୍କ ପାତରଅନ୍ତର, ବାଦ୍ ସ୍ଥାନକୁ ମାନ୍ୟତା ନଦେଲେ ବିଜେଡିର ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର: ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୧୬ ନୂଆ ଏନଏସି ଓ ୭ଟି ମ୍ୟୁନିସିପାଲିଟି ଭାବେ ଘୋଷଣା କରାଯାଇଥିବା ବେଳେ, ବିଜେଡି ସରକାରଙ୍କ ଦ୍ୱାରା ଘୋଷିତ ହୋଇଥିବା ୫୭ଟି ଏନଏସି ମଧ୍ୟରୁ ୩୯ଟି ଅଞ୍ଚଳକୁ କାର୍ଯ୍ୟକାରୀ ନକରିବା ଦୁର୍ଭାଗ୍ୟଜନକ…

୧୫ ସେପ୍ଟେମ୍ବରରୁ ଏହି ୩ ରାଶିର ବଦଳିଯିବ ଭାଗ୍ୟ, ଶୁକ୍ର କରିବେ ସିଂହରେ ପ୍ରବେଶ

ନୂଆଦିଲ୍ଲୀ : ବୈଦିକ ଜ୍ୟୋତିଷ ଅନୁସାରେ, ଶୁକ୍ର ଗ୍ରହକୁ ପ୍ରେମ, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ, ଧନ ଓ ଭୌତିକ ସୁଖର କାରକ ମାନାଯାଏ। ଶୁକ୍ର ହେଉଛି ବୃଷ ଓ ତୁଳା ରାଶିର ସ୍ୱାମୀ, ଏବଂ ଏହାର ରାଶି ପରିବର୍ତ୍ତନ ସମସ୍ତ ରାଶି ଉପରେ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପକାଇଥାଏ। ଆସନ୍ତା ୧୫…