ପ୍ରାକୃତିକ ବିପର୍ଯ୍ୟୟ ପାଇଁ ହେବ ୨୦୦ କୋଟିର ଡିଜାଷ୍ଟର ରେସ୍ପନ୍ସ ହବ୍
ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତିର କଡା ମୁକାବିଲା କରିବା ପାଇଁ ଓଡ଼ିଶା ସରକାର ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ଡିଜାଷ୍ଟର ରେସ୍ପନ୍ସ ହବ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।
ତେବେ ରାଜଧାନୀରେ ୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା…