Latest Odisha News

BREAKING NEWS

ଯୁବକଙ୍କୁ ପିଟିପିଟି ହତ୍ୟା, ଟଙ୍କା ଓ ମୋବାଇଲ୍ ଲୁଟ୍

କନ୍ଧମାଳ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ବଡ଼ଭୂଇଁ ଗ୍ରାମର ସୁଜିତ ସାହାଣୀ ନାମକ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ସହ ୩୦ ହଜାର ଟଙ୍କା ଓ ମୋବାଇଲ୍ ଲୁଟ୍ ହୋଇଛି। ତେବେ ହତ୍ୟାକାରୀଙ୍କ ସମ୍ପର୍କରେ କିଛି ସୂଚନା ମିଳିନାହିଁ। ଗତକାଲି ରାତିରେ ବଡ଼ଭୂଇଁ ଗ୍ରାମର ଟିପେଇ ସାହାଣୀ ଓ…

ସିଏମ୍ ରିଲିଫ ପାଣ୍ଠିକୁ ଓଏସବିସିଏଲ୍ ଦେଲା ୫ କୋଟି

ଭୁବନେଶ୍ଵର: କରୋନା ମୁକାବିଲା ପାଇଁ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ (ଓଏସବିସିଏଲ୍) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଏହି ଚେକ୍ ଗ୍ରହଣ କରିଥିଲେ।…

ବିପର୍ଯ୍ୟୟ ପରିଚାଳନାରେ ଆମ ନୀତି; ସବୁ ଜୀବନ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ସମ୍ଭାବ୍ୟ ବନ୍ୟା, ବାତ୍ୟା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଗୋଷ୍ଠୀ ଅଂଶଗ୍ରହଣ ଉପରେ ଗୁରୁତ୍ଵ ସମସ୍ତେ ପଢ଼ିବେ ବିପର୍ଯ୍ୟୟ ପରିଚାଳନା ପାଠ ‘ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ନୀତି ହେଉଛି ‘ ସବୁ ଜୀବନ…

ପିଲାମାନଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ଦେଇପାରେ ମିଳିମିଳା ଟିକା

ନୂଆଦିଲ୍ଲୀ: କରୋନାର ଦ୍ବତୀୟ ତରଙ୍ଗ ହ୍ରାସ ନହେଉଣୁ ତୃତୀୟ ତରଙ୍ଗ ଚିନ୍ତା ବଢାଇଲାଣି। ଏହାଠୁ ଅଧିକ ଚିନ୍ତାର କାରଣ ପାଲଟିଛି ଶିଶୁମାନେ। କାରଣ ସୂଚନା ଅନୁଯାୟୀ କରୋନା ତୃତୀୟ ଲହର ଅଧିକ ଶିଶୁମାନଙ୍କୁ ପ୍ରଭାବିତ କରିପାରେ। ତେବେ ଏହା ଭିତରେ ଏକ ଆଶ୍ବସ୍ତିକର କବର ମିଳିଛି। ଏକ…

ପୁଣି ଜବତ ହେଲା ବ୍ରାଉନସୁଗାର

ଭଦ୍ରକ :ପୁଣି ଜବତ ହେଲା ବ୍ରାଉନସୁଗାର । ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ । ଭଦ୍ରକ ଜିଲ୍ଲା ଆଗରପଡା ଅଞ୍ଚଳର ଦୁଇ ଜଣ ଯୁବକ ଜଳେଶ୍ବରରୁ ବ୍ରାଉନସୁଗାର ଆଣି ନିଜ ଗାଁ ଅଞ୍ଚଳରେ ବେପାର ପାଇଁ ଯାଉଥିବା ବେଳେ ଧରାପଡ଼ିଛନ୍ତି । ରାସ୍ତାରେ ପୋଲିସ ହାବୁଡ଼ରେ ପଡି ଯାଇଥିଲେ । ଭଦ୍ରକ ଟାଉନ…

ନାବାଳିକାକୁ ୨ ମହଲା ଉପରୁ ଫିଙ୍ଗିଦେଲେ

ମଥୁରା(ୟୁପି):ଉତ୍ତର ପ୍ରଦେଶ ମଥୁରାରେ ଜଣେ ୧୭ ବର୍ଷୀୟ ନାବାଳିକାକୁ ୨ମହଲା ଛାତ ଉପରୁ ଫିଙ୍ଗିଦେଇଛନ୍ତି। ଛାତ ଉପରୁ ଫିଙ୍ଗିବାର ଭିଜୁଆଲ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେପଟେ ସମ୍ପୃକ୍ତ ନାବାଳିକା ମଥୁରା ହସପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।…

ବେଆଇନ କାଠ ଚୋରା ଚାଲାଣ

ସଇଁତଳା: ଜଙ୍ଗଲରୁ ବେଆଇନ କାଠ ଚୋରା ଚାଲାଣ ବେଳେ ଧରାପଡ଼ିଲା ଗାଡି । ଅଭିଯୁକ୍ତ ଫେରାର । କିଛି ଦିନ ହେଲା ବଲାଙ୍ଗିରରେ ଚୋରା କାଠ ଚାଲାଣ ହେଉଥିଲା । ଜଙ୍ଗଲରୁ ବେଆଇନ୍ କାଠ ଚାଲାଣ ବେଳେ ସଇଁତଳା ବନ ବିଭାଗ ହାତରେ ଧରା ପଡିଛନ୍ତି ଅଭିଯୁକ୍ତ। ସଇଁତଲା ରେଞ୍ଜ ସ୍ଥିତ କରମତଳା ସେକସନ ଅଞ୍ଚଳରେ…

ଟିଟୋର ଦୁଇ ସହଯୋଗୀ ଗିରଫ

କେନ୍ଦ୍ରାପଡା: ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ଟିଟୋର ଦୁଇ ସହଯୋଗୀ ଗିରଫ । ଦୁଇଜଣକୁ ଉଠାଇନେଲା ଏସଟିଏଫ । ଗ୍ୟାଙ୍ଗଷ୍ଟାର ଟିଟୋର ଦୁଇ ସହଯୋଗୀ ତାର ସମ୍ପର୍କୀୟ ଦାଦା ପୁଅ ଭାଇ ବୋଲି ଜଣାପଡିଛି । ଏମାନେ ୨୦୧୮ରେ ୩୬ ଗୁଣ୍ଠ ଜମି ଜବରଦଖଲ କରିଥିବା ଘଟଣା ନେଇ ଚର୍ଚ୍ଚାକୁ ଆସିଥିଲେ । ତା ସହିତ…

ଆଇସିୟୁରେ ରୋଗୀଙ୍କ ଆଖିକୁ କାମୁଡ଼ିଲା ମୂଷା

ମୁମ୍ବାଇ: ମୁମ୍ବାଇର ଏକ ସରକାରୀ ଡାକ୍ତରଖାନା ରାଜଓ୍ଵାଡି ହସପିଟାଲରେ ଅଭାବନୀୟ ଘଟଣା ଘଟିଛି। ଜଣେ ରୋଗୀଙ୍କ ଆଖିକୁ ଆଇସିୟୁରେ ଥିବା ମୂଷା କାମୁଡ଼ିଦେବାରୁ ସେ ଦୃଷ୍ଟିଶକ୍ତି ହରାଇବାର ଆଶଙ୍କା ସୃଷ୍ଟି ହୋଇଛି। ଶ୍ରୀନିବାସ ନଗେଶ ୟାଲପା ନାମକ ଜଣେ ରୋଗୀଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ…

୨ କୋଟି ଟଙ୍କା ଜୋରିମାନା ଦେବେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡା ଦେବେ ୨ କୋଟି ଟଙ୍କା ଜୋରିମାନା। ଏମିତି ଏକ ନିର୍ଦ୍ଦେଶ ଶୁଣାଇଛନ୍ତି ବେଙ୍ଗାଲୁରୁର ଏକ କୋର୍ଟ। ୧୦ ବର୍ଷ ପୂର୍ବେ ଏକ ଟେଲିଭିଜନ ସାକ୍ଷାତକାରରେ ନନ୍ଦି ଇନଫ୍ରାଷ୍ଟକଚର କୋରିଡର ଏଣ୍ଟରପ୍ରାଇଜେସ ବିରୋଧରେ ଆପତ୍ତିଜନକ…