ଆଇସିୟୁରେ ଭର୍ତ୍ତି ହେଲେ ଅଭିନେତ୍ରୀ ସାଏରା ବାନୋ
ମୁମ୍ବାଇ: ହସ୍ପିଟାଲ୍ରେ ଭର୍ତ୍ତି ହେଲେ ଅଭିନେତ୍ରୀ ସାଏରା ବାନୋ। ତିନି ଦିନ ପୂର୍ବରୁ ରକ୍ତଚାପ ସମ୍ବନ୍ଧୀୟ ପ୍ରସଙ୍ଗରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସାଏରା ବାନୁଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲର ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି।
ସାଏରା ବାନୋ ବର୍ତ୍ତମାନ ମୁମ୍ବାଇର…