Latest Odisha News

BREAKING NEWS

ସାମ୍ବାଦିକତାରେ AIର ଯୁଗ ଆରମ୍ଭ, ଜାଣନ୍ତୁ କେମିତି ହେଉଛି ବ୍ୟବହାର

ନୂଆଦିଲ୍ଲୀ:  ଆଜିକାଲି ଡିଜିଟାଲ ଯୁଗରେ ଲୋକମାନେ ସମସ୍ତ କାମ ସ୍ମାର୍ଟଫୋନ୍‌ ଓ ଇଣ୍ଟରନେଟ୍‌ ମାଧ୍ୟମରେ କରୁଛନ୍ତି। ଡିଜିଟାଲାଇଜେସନ୍‌ ଏବେ ସବୁଆଡ଼େ ବ୍ୟାପିଛି। ବ୍ୟାଙ୍କିଂ, ଅନଲାଇନ୍‌ ଖାଦ୍ୟ ଅର୍ଡର, ଶପିଂ କିମ୍ବା ପାଠପଢ଼ା ହେଉଛି, ସବୁକିଛି ଡିଜିଟାଲ ମାଧ୍ୟମରେ ସମ୍ଭବ ହେଉଛି। ଏହି…

ଟାଟା ପାୱାର ନେତୃତ୍ୱାଧୀନ ଡିସ୍‌କମ୍ ପକ୍ଷରୁ ୧ କିଲୋୱାଟ୍ ରୁଫ୍‌ଟପ୍ ସୋଲାର ଗ୍ରହଣୀୟତା ସ୍କିମ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ ଭାରତ ସରକାରଙ୍କ ପିଏମ୍ ସୂର୍ଯ୍ୟଘର ମୁଫ୍‌ତ ବିଜିଲି ଯୋଜନାର ଅଂଶ ବିଶେଷ ଭାବେ ୟୁଟିଲିଟି ଲେଡ ଏଗ୍ରିଗେସନ (ୟୁଏଲ୍‌ଏ) ମଡେଲ୍ ଅଧୀନରେ ଏକ ସ୍ୱତନ୍ତ୍ର ଏକ କିଲୋୱାଟ୍ ରୁଫ୍‌ଟପ୍ ସୋଲାର (ଆର୍‌ଟିଏସ୍‌) ସ୍କିମର ଘୋଷଣା…

କାହିଁକି ଗୋମାଂସ ଖାଆନ୍ତି ନାହିଁ ସଲମାନ ଖାନଙ୍କ ପରିବାର, ସତ କହିଲେ ପିତା…

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ପିତା ତଥା ଲେଖକ ସଲିମ ଖାନ ଏକ ସାକ୍ଷାତକାରରେ ତାଙ୍କ ପରିବାର, ସଂସ୍କୃତି, ଖାଦ୍ୟାଭ୍ୟାସ, ଧର୍ମ ଏବଂ ପର୍ବପର୍ବାଣୀ ବିଷୟରେ ଖୋଲାଖୋଲି ଭାବରେ ଆଲୋଚନା କରିଥିଲେ। ତାଙ୍କ ପରିବାରରେ ଇଦ ଠାରୁ ଆରମ୍ଭ କରି ଗଣେଶ ଚତୁର୍ଥୀ ପର୍ଯ୍ୟନ୍ତ ସମସ୍ତ…

ସକାଳେ ଗୋଟିଏ ଗ୍ଲାସ୍ ପାଣିରେ ଘିଅ ମିଶାଇ ପିଇଲେ କଣ ହେବ? ବାବା ରାମଦେବ କହିଲେ ଫାଇଦା

ନୂଆଦିଲ୍ଲୀ:  ଆୟୁର୍ବେଦରେ ଘିଅକୁ ଅମୃତ ସଦୃଶ ମାନାଯାଏ। ଯୋଗ ଗୁରୁ ବାବା ରାମଦେବ ଏହାକୁ ନିୟମିତ ଜୀବନଚର୍ଯ୍ୟାରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି। ତାଙ୍କ ମତରେ, ସକାଳେ ଖାଲି ପେଟରେ ୧ ଗ୍ଲାସ ହାଲୁକା ଗରମ ପାଣିରେ ଏକ ଚାମଚ ଦେଶୀ ଘିଅ ମିଶାଇ ପିଇବା ଦ୍ୱାରା ଶରୀର ଭିତରୁ…

Elon musk ସେୟାର କଲେ ଏହି ପାକିସ୍ତାନୀ ଲୋକଙ୍କ ଭିଡିଓ, କହିଲେ ଆକଳନ ସତ ହୋଇଯିବ

ନୂଆଦିଲ୍ଲୀ: ଟେସ୍ଲାର ସିଇଓ ଏଲନ୍ ମସ୍କ ନିଜର ସୋସିଆଲ ମିଡିଆ ପୋଷ୍ଟ ଯୋଗୁଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଏବେ ପୁଣି ତାଙ୍କର ଏକ ପୋଷ୍ଟ ହ୍ରାସ ପାଉଥିବା ଜନସଂଖ୍ୟାକୁ ନେଇ ବିତର୍କ ସୃଷ୍ଟି କରିଛି। ଆସନ୍ତୁ ଜାଣିବା, ମସ୍କ ଜଣେ ପାକିସ୍ତାନୀ ବ୍ୟକ୍ତିଙ୍କର ବିବାଦୀୟ ବୟାନ ଉପରେ…

କାଜାକସ୍ତାନ ବିପକ୍ଷରେ ଭାରତର ଗୋଲ ବର୍ଷା, ଏଥର ସୁପର ଫୋର ମୁକାବିଲା ଉପରେ ନଜର

ରାଜୀଗର: ଭାରତ ଏଠାରେ ଅନୁଷ୍ଠିତ ଏସିଆ କପ ହକି ଟୁର୍ଣ୍ଣାମେଂଟରେ କାଜାକସ୍ତାନକୁ ୧୫-୦ ଗୋଲରେ ପରାସ୍ତ କରିଛି । ଏଥିସହ ପୁଲ ଏରେ ଶୀର୍ଷ ସ୍ଥାନରେ ରହି ଟିମ ଇଣ୍ଡିଆ ସୁପର ଫୋରରେ ପ୍ରବେଶ କରିଛି । ଭାରତ ପକ୍ଷରୁ ଅଭିଷେକ ସର୍ବାଧିକ ୪ଟି ଗୋଲ ସ୍କୋର କରିଥିଲେ । ସୁଖଜିତ ସିଂ ଓ ଯୁଗରାଜ ସିଂ…

ଅକ୍ଟୋବର ୮ରୁ RI, ICDS ସୁପରଭାଇଜର, ARI, ଅମିନ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ (OSSSC) ସୋମବାର ରାଜସ୍ୱ ନିରୀକ୍ଷକ (RI), ICDS ସୁପରଭାଇଜର, ARI, ଅମିନ୍ ଏବଂ ଷ୍ଟାଟିଷ୍ଟିକ୍ଲ୍ ଫିଲ୍ଡ ସର୍ଭେୟର (SFS) ଭଳି ବିଭିନ୍ନ ପଦବୀର ପ୍ରାରମ୍ଭିକ ପରୀକ୍ଷା ପାଇଁ ଏକ ବିଜ୍ଞପ୍ତି ଜାରି କରିଛି। ଓଡ଼ିଶା…

ନକରାତ୍ମକତା ବିରୋଧରେ ଏକଜୁଟ ପାଇଁ ଆହ୍ୱାନ…

ଭୁବନେଶ୍ୱର: ଇଣ୍ଡିଆ ଏଗେନ୍‌ଷ୍ଟ ନେଗେଟିଭିଟି (ଆଇଏଏନ୍‍)ର ଏକାଦଶ ସଂସ୍କରଣ ରବିବାର ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ ସଂସଦୀୟ କମିଟି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ଭାରତରେ ଅବସ୍ଥାପିତ ରୁଆଣ୍ଡା…

୨୦ ଦିନରେ ସମ୍ପୂର୍ଣ୍ଣ ବଦଳି ଗଲେ ରୋହିତ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଦିନିକିଆ କ୍ରିକେଟ ଅଧିନାୟକ ରୋହିତ ଶର୍ମା ଏବେ ସମ୍ପୂର୍ଣ୍ଣ ଫିଟ ଅଛନ୍ତି । ଦୀର୍ଘ ଦିନ ହେବ ସେ ଆନ୍ତର୍ଜାତୀୟ କ୍ରିକେଟଠାରୁ ଦୂରରେ ରହିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ରୋହିତଙ୍କୁ ଫିଟନେସ ଟେଷ୍ଟ ଦେବାକୁ ପଡିବ । ଆଉ ଏହି ଚ୍ୟାଲେଞ୍ଜ…

ଭୂସ୍ଖଳନ ଯୋଗୁ ୨ ମୃତ; କେଦାରନାଥ ଯାତ୍ରା ପୁଣି ସ୍ଥଗିତ

ନୂଆଦିଲ୍ଲୀ: କେଦାରନାଥ ଯାତ୍ରା ମାର୍ଗରେ ଥିବା ଗୌରୀକୁଣ୍ଡ ନିକଟସ୍ଥ ମୁଙ୍କଟିଆ ଅଞ୍ଚଳରେ ଏକ ଯାତ୍ରୀବାହୀ ଗାଡ଼ି ଉପରେ ହଠାତ୍ ପଥର ଖସି ପଡ଼ିବାରୁ ଦୁଇଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲ। ଜଣେ ଯାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଥିବା ନେଇ ସୂଚନା ମିଳିଛି। ଯାହାଫଳରେ ପୁଣିଥରେ ୩ ଦିନ ପାଇଁ…