ୱେଷ୍ଟଇଣ୍ଡିଜ ବିପକ୍ଷରେ ରାହୁଲଙ୍କ ଶତକ
ଅହମ୍ମଦାବାଦ: ଭାରତୀୟ କ୍ରିକେଟ ଟିମର ଷ୍ଟାର ଖେଳାଳି କେଏଲ ରାହୁଲ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଆକର୍ଷଣୀୟ ଶତକ ହାସଲ କରିଛନ୍ତି । ଏହା ଟେଷ୍ଟ କ୍ରିକେଟରେ ତାଙ୍କର ୧୧ତମ ଶତକ । ରାହୁଲ ଏଥିସହ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ସର୍ବାଧିକ ଶତକ ହାସଲ କରିଥିବା ଭାରତର ବିରାଟ…