ସାବେରୀ ନଦୀରେ ଫସିଥିଲେ ଓଡ଼ିଶା ଯୁବକ; ୨୪ ଘଣ୍ଟା ପରେ ଉଦ୍ଧାର
ମାଲକାନଗିରି: ମାଲକାନଗିରି ଜିଲ୍ଲାର କୋଟମାଟେରୁ ଗାଁର ଇର୍ମା ସୋଢି ନାମକ ଜଣେ ବ୍ୟକ୍ତି ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଥିବା ସାବେରୀ ନଦୀର ମଧ୍ୟଭାଗରେ ଥିବା ଏକ ପଥର ଉପରେ ପ୍ରାୟ ୨୪ ଘଣ୍ଟା ଧରି ଫସି ରହିଥିଲେ।ପରେ ତାଙ୍କୁ ସୋମବାର ଦିନ ବିମାନ ଯୋଗେ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିବା…