Latest Odisha News

BREAKING NEWS

ସାଣ୍ଡାଲ୍‌ହୁଡ୍‌ ଡ୍ରଗ୍‌ ମାମଲା; କନ୍ନଡ ଅଭିନେତ୍ରୀ ସଞ୍ଜନାଙ୍କୁ ସର୍ତ୍ତମୂଳକ ଜାମିନ‌ ପ୍ରଦାନ କଲେ କର୍ଣ୍ଣାଟକ…

ନୂଆଦିଲ୍ଲୀ: ସାଣ୍ଡାଲ୍‌ହୁଡ୍‌ ଡ୍ରଗ୍‌ ମାମଲାରେ ଗିରଫ ହୋଇଥିବା କନ୍ନଡ ଅଭିନେତ୍ରୀ ସଞ୍ଜନା ଗାଲରାନୀଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ ସଞ୍ଜନାଙ୍କୁ ଡାକ୍ତରୀ ସସମ୍ୟା ପାଇଁ ବେଲ ମିଳିଛି। ତେବେ ଏଥିପାଇଁ ସଞ୍ଜନା ପୂର୍ବରୁ ଜାମିନ ଆବେଦନ କରିଥିଲେ,…

ହୃଦଘାତର ଶିକାର ହେଲେ ରେମୋ ଡି’ ସୁଜା, ଆଇସିୟୁରେ ଭର୍ତ୍ତି !

ମୁମ୍ବାଇ: ହୃଦଘାତର ଶିକାର ହେଲେ କୋରିଓଗ୍ରାଫର୍ ତଥା ଫିଲ୍ମ ନିର୍ଦ୍ଦେଶକ ରେମୋ ଡି' ସୁଜା । ଗୁରୁତର ଅବସ୍ଥାରେ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି । ମିଳିଥିବା ରିପୋର୍ଟ ଅନୁଯାୟୀ ହାର୍ଟରେ ବ୍ଲକେଜ ହେବା ପରେ ରେମୋଙ୍କର ଆଂଜିଓଗ୍ରାଫୀ କରାଯାଇଛି ।…

ଅନ୍ତର୍ଜାତୀୟ ଭାରତୀ ମହୋତ୍ସବ; ସମ୍ବୋଧନ ବେଳେ ସୁବ୍ରମଣ୍ୟମ୍‌ଙ୍କୁ ସ୍ମରଣ କଲେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଶୁକ୍ରବାର ତାମିଲ କବି ତଥା ଲେଖକ ସୁବ୍ରମଣ୍ୟମ ଭାରତୀଙ୍କ ୧୩୮ ତମ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଚଳିତ ବର୍ଷ ଆନ୍ତର୍ଜାତୀୟ ଭାରତୀ ମହୋତ୍ସବକୁ ସମ୍ବୋଧିତ କରିଛନ୍ତି। ଭାନାଭିଲ ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ଉତ୍ସବକୁ…

ପ୍ରଦୀପଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

ଭୁବନେଶ୍ୱର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲାର ତଦନ୍ତ ଭିଜିଲାନ୍ସ କରିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ଆସନ୍ତା ୨୦୨୧ ମସିହା ଫେବ୍ରୁଆରୀ ୧୨ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ରହିଛି । ମୁଖ୍ୟମନ୍ତ୍ରୀ ନବୀନ…

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସୋଆ ଗବେଷକ ପ୍ରଫେସର ଶୁକ୍ଳା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଗବେଷକ ପ୍ରଫେସର ଲାଲା ବିହାରୀ ଶୁକ୍ଲାଙ୍କ ନାମ ଆମେରିକାର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇଛି । ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଷୟବସ୍ତୁ…

ରାଜା ସୁହେଲଦେବ ଓ ଅକ୍ଷୟଙ୍କ ମଧ୍ୟରେ କ’ଣ ରହିଛି ସମ୍ପର୍କ ?

ମୁମ୍ବାଇ: ବଲିଉଡର ସବୁଠୁ ବ୍ୟସ୍ତ ସୁପରଷ୍ଟାର ଅକ୍ଷୟ କୁମାର । ପ୍ରତିବର୍ଷ ଏହି ଅଭିନେତାଙ୍କର ୪ରୁ ୫ଟି ଫିଲ୍ମ ରିଲିଜ ହୋଇଥାଏ । ନିକଟରେ ଫିଲ୍ମ ବେଲ୍ ବଟମ୍ ଓ ଅତରଙ୍ଗୀ ରେ ଫିଲ୍ମର ସୁଟିଂ ସାରିଥିଲେ । ତା ଛଡା ରାମ ସେତୁ, ରକ୍ଷାବନ୍ଧନ ଓ ପୃଥ୍ୱୀରାଜ ଭଳି ଫିଲ୍ମ ବି ତାଙ୍କ ହାତରେ ରହିଛି ।…

ନୀତିଶ ସରକାରଙ୍କ ବଡ଼ ଘୋଷଣା; ଏଣିକି ଚାଷୀଙ୍କ ଚାଉଳ କ୍ରୟର ସର୍ବାଧିକ ସୀମା ରହିବ ୨୦୦ରୁ ୨୫୦ କ୍ୱିଣ୍ଟାଲ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଆଜି ଏହା ୧୬ ତମ ଦିନରେ ପହଞ୍ଚିଛି। ଗତ ଦୁଇ ସପ୍ତାହ ଧରି କୃଷକମାନେ ଦିଲ୍ଲୀ ସୀମାରେ ଛାଉଣି କରିଥିଲେ। କୃଷି ଆଇନରେ କେନ୍ଦ୍ର ସରକାରଙ୍କ ନୂତନ ନିୟମ ପ୍ରଣୟନକୁ କୃଷକମାନେ ଦୃଢ ବିରୋଧ କରୁଛନ୍ତି। କେନ୍ଦ୍ର…

ଚଳଚ୍ଚିତ୍ର ‘ତୁଲ୍‌ସୀଦାସ ଜୁନିୟର’ ନଜର ଆସିବେ ସଞ୍ଜୁ ବାବା; ସାମ୍‌ନାକୁ ଆସିଲା ଫିଲ୍ମର ଫାଷ୍ଟ୍‌…

ନୂଆଦିଲ୍ଲୀ: କିଛିଦିନ ତଳେ ଅଭିନେତ‌ା ସଞ୍ଜୟ ଦତ୍ତ ମାରାତ୍ମକ ରୋଗ କର୍କଟରୁ ଆରୋଗ୍ୟ ଲାଭ କରିଛନ୍ତି। ଏବେ ଖୁବ୍‌ ଶୀଘ୍ର ଦର୍ଶକଙ୍କୁ ପୁଣି ଥରେ ସଞ୍ଜୟଙ୍କ ଅଭିନୟ ଦେଖିବାର ସୁଯୋଗ ମିଳିବ। ଆଶୁତୋଷ ଗୋୱାରିକରଙ୍କ ନୂଆ କ୍ରୀଡା ଡ୍ରାମା ଫିଲ୍ମରେ ସଞ୍ଜୁ ବାବା କାମ କରିବାକୁ ଯାଉଛନ୍ତି।…

ସମ୍ବିଧାନ ସୁରକ୍ଷା ମୋର ପ୍ରଥମ କର୍ତ୍ତବ୍ୟ; ଜଗଦୀପ ଧନଖଡ

ନୂଆଦିଲ୍ଲୀ: ବଙ୍ଗଳାର ଆଇନ ଶୃଙ୍ଖଳା ପରିସ୍ଥିତି କ୍ରମାଗତ ଭାବେ ବିଗିଡିବାରେ ଲାଗିଛି। ଏହାକୁ ନେଇ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡା ଚେତାବନୀ ମଧ୍ୟ ଦେଇଛନ୍ତି। ଏହି ସମୟରେ ରାଜ୍ୟପାଳ ଜଗଦୀପ ଧନଖଡ ଶୁକ୍ରବାର ଦିନ ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଏକ ସାମ୍ବାଦିକ…

ରସୁଲ୍ ପୁକୁଟ୍ଟିଙ୍କ ଫିଲ୍ମରେ ଅଭିନୟ କରିବେ ଆଲିୟା ଭଟ୍ଟ !

ହାଇଦ୍ରାବାଦ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ନେପୋଟିଜିମକୁ ନେଇ ଆଲିୟା ଖୁବ ସମାଲୋଚିତ ହୋଇଥିଲେ । ତଥାପି ଏହି ଅଭିନେତ୍ରୀଙ୍କୁ ଗୋଟିଏ ପରେ ଗୋଟିଏ ବଡବଡ ଫିଲ୍ମର ଅଫର ଆସୁଛି । ତାଜା ସ୍ଥିତିରେ ଆଲିୟା ଫିଲ୍ ବ୍ରହ୍ମାସ୍ତ୍ର, ଗଙ୍ଗୁବାଇ କାଠିୟାବାଡି ଓ RRR ସହ ଜଡିତ ଥିବାବେଳେ…