Latest Odisha News

BREAKING NEWS

ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ୍ ଚାମ୍ପିୟନସିପ୍: ଲାଠିକଟା ବାଳିକା, କୁଆଁରମୁଣ୍ଡା ବାଳକ ବିଜୟ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ ଠାରେ ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ୍ ଚାମ୍ପିୟନସିପ୍ ୨୦୨୫ର ୫ମ ସଂସ୍କରଣର ଶେଷ ପର୍ଯ୍ୟୟ ସମାପ୍ତ ହୋଇଛି । ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଉଦୀୟମାନ ହକି ପ୍ରତିଭାମାନଙ୍କ ପାଇଁ ଏହି ୫ ଦିନିଆ ଉତ୍ସବ ଆଜି ଉଦଯାପିତ ହୋଇଯାଇଛି । ବାଳିକା…

ଅଳ୍ପକେ ବର୍ତ୍ତିଗଲେ ଇରାନୀ ରାଷ୍ଟ୍ରପତି ପେଜେସ୍କିଆନ, ନସରାଲ୍ଲାଙ୍କ ଶୈଳୀରେ ଆକ୍ରମଣ କରିଥିଲା ଇସ୍ରାଏଲ….

ନୂଆଦିଲ୍ଲୀ: ଇରାନ ସହିତ ୧୨ ଦିନିଆ ଯୁଦ୍ଧ ସମୟରେ, ଇସ୍ରାଏଲ ଇରାନୀ ରାଷ୍ଟ୍ରପତି ଡକ୍ଟର ମାସୁଦ ପେଜେସ୍କିଆନଙ୍କ ଉପରେ ଏକ ବଡ଼ ଆକ୍ରମଣ କରିଥିଲା। କିନ୍ତୁ ସୌଭାଗ୍ୟବଶତଃ ସେ ଏହି ଆକ୍ରମଣରୁ ସାମାନ୍ୟ ଆଘାତ ପାଇ ବଞ୍ଚିଯାଇଥିଲେ । ଇସ୍ରାଏଲୀ ସେନା ଏହି ଆକ୍ରମଣ ସେହି ଶୈଳୀରେ କରିଥିଲା ଯେପରି…

ଅନୁ ମଲିକ ମୋ ବାପାଙ୍କୁ ଧୋକା ଦେଇଥିଲେ; ଅମାଲ ମଲିକ

ନୂଆଦିଲ୍ଲୀ: ସଂଗୀତ ନିର୍ଦ୍ଦେଶକ ଅନୁ ମଲିକ ଏବଂ ଡବୁ ମଲିକ ଏକ ସଂଗୀତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେମାନଙ୍କ ପିତା ସଂଗୀତ ନିର୍ଦ୍ଦେଶକ ସର୍ଦ୍ଦାର ମଲିକ ଥିଲେ। ଉଭୟ ଭାଇ ବହୁ ବର୍ଷ ଧରି ଏକାଠି ଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ବୃତ୍ତିଗତ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥିଲା। ଏକ…

ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମହୁତି ଘଟଣା; ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ

ଭୁବନେଶ୍ୱର: ବାଲେଶ୍ୱରର ଏଫଏମ (ସ୍ୱୟଂଶାସିତ) କଲେଜର ଜଣେ ଛାତ୍ରୀଙ୍କ ଆତ୍ମହୁତି ଘଟଣାରେ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରବିବାର ରାଜ୍ୟପାଳ ହରି ବାବୁ କାମ୍ଭମପତିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। "ଓଡିଶାର ପ୍ରମୁଖ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଗୋଟିଏ ହେଉଛି ଏଫଏମ…

ରାଜ୍ୟରେ ପ୍ରଥମ: ସରକାରୀ ଗାଡି ଚଳାଇଲେ ମହିଳା ଡ୍ରାଇଭର, ଜାଣନ୍ତୁ କିଏ ଏହି ସନ୍ଧ୍ୟା ମାଝୀ….

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ ସରକାରୀ ସ୍ତରରେ ଜଣେ ମହିଳା ସରକାରୀ ଗାଡି ଡ୍ରାଇଭର ବନି ଇତିହାସ ରଚିଛନ୍ତି । ପରିବହନ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ସରକାରୀ ଗାଡ଼ି ଚଲାଇ,ସରକାରୀ ଗାଡ଼ି ଚଲାଇଥିବା ଓଡ଼ିଶାର ପ୍ରଥମ ମହିଳା ଡ୍ରାଇଭର ବନିଛନ୍ତି ସନ୍ଧ୍ୟା ରାଣୀ ମାଝୀ । ଏହି…

ଉଲଫା ଶିବିର ଉପରେ ଭାରତୀୟ ସେନାର ଡ୍ରୋନ୍ ଆକ୍ରମଣ ଅଭିଯୋଗ;ସେନା କହିଲା…

ନୂଆଦିଲ୍ଲୀ:ମିଆଁମାରର ସାଙ୍ଗିଗ ଅଞ୍ଚଳର ଏକ ଉଗ୍ରବାଦୀ ସଂଗଠନ ଉଲଫା(ଆଇ) ଦାବି କରିଛି ଯେ ଭାରତୀୟ ସେନା ମିଆଁମାର ସୀମାରେ ଥିବା ସେମାନଙ୍କ ଶିବିର ଉପରେ ଡ୍ରୋନ୍ ଆକ୍ରମଣ କରିଛି। ଉଲଫା(ଆଇ) ଅନୁଯାୟୀ, ଆକ୍ରମଣରେ ଜଣେ ବରିଷ୍ଠ ନେତାଙ୍କ ମୃତ୍ୟୁ ଘଟିଛି ଏବଂ ପ୍ରାୟ ୧୯ ଜଣ ଆହତ ହୋଇଛନ୍ତି।…

ବିହାର ଭୋଟର ତାଲିକାରେ ବାଂଲାଦେଶୀ, ନେପାଳୀ….ନିର୍ବାଚନ ଆୟୋଗଙ୍କ ଯାଞ୍ଚରେ ବଡ ଖୁଲାସା

ପାଟନା: ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ, ଭୋଟର ତାଲିକାର ଏକ ସମ୍ପୂର୍ଣ୍ଣ ସଂଶୋଧନ (ଏସଆଇଆର) ଏବଂ ଯାଞ୍ଚ କରାଯାଉଛି । ଏହି ଦ୍ୱାର-ଦ୍ୱାର ସଂଶୋଧନ ଅଭିଯାନ ସମୟରେ, ବିହାର ଭୋଟ ଲିଷ୍ଟରେ ନେପାଳ, ବାଂଲାଦେଶ ଏବଂ ମିଆଁମାରର ଲୋକଙ୍କୁ ବହୁ…

ପୀଡିତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ନ୍ୟାୟ ଦାବିରେ କଂଗ୍ରେସ ଓ ବିଜେଡିର ବିକ୍ଷୋଭ

ବାଲେଶ୍ୱର ଛାତ୍ରୀ ପୋଡି ଯିବା ଘଟଣା ଏବେ ତେଜିବାରେ ଲାଗିଛି । ଛାତ୍ରୀଙ୍କ ଶରୀରର ୯୦ ପ୍ରତିଶତ ପୋଡି ଯାଇଥିବା ବେଳେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସେ । ଏବେ ସେ ଏମ୍ସରେ ଚିକିତ୍ସାଧୀନ ଥିବା ବେଳେ ମୁଖ୍ୟମନ୍ତ୍ରୀ ପୀଡିତାଙ୍କୁ ଭେଟିଛନ୍ତି । ଶରୀର ଅଧିକାଂଶ ଅଂଶ ପୋଡିଯାଇଥିବାରୁ ତାଙ୍କୁ…

ଏଫଏମ ଛାତ୍ରୀ ଆତ୍ମାହୁତୀ ଘଟଣା: ବିଜେପି ଉପରେ ବର୍ଷିଲା ଟିଏମସି, ‘ଭିନ୍ନ ଦିନ, ଭିନ୍ନ ପୀଡିତା-ସ୍ଥିତି ସମାନ’

ନୂଆଦିଲ୍ଲୀ/ଭୁବନେଶ୍ବର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ନିଜକୁ ନିଆଁ ଲଗାଇ ଦେବା ଘଟଣାରେ ଏବେ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ବିଜେପି ସରକାରଙ୍କ ଉପରେ କଠୋର ଆକ୍ରମଣ ଆରମ୍ଭ କରିଛି । ଏନେଇ ନିଜ ଅଫିସିଆଲ ଏକ୍ସ…

ଅଜାଣତରେ ଆପଣଙ୍କ ଫଟୋ କିମ୍ୱା ଭିଡିଓ ଇଣ୍ଟନେଟରେ ଭାଇରାଲ ହେଉଛିକି? ଜାଣନ୍ତୁ କେମିତି ହଟାଇବେ

ନୂଆଦିଲ୍ଲୀ: କଳ୍ପନା କରନ୍ତୁ, ଆପଣଙ୍କର ଏକ ବ୍ୟକ୍ତିଗତ ଫଟୋ କିମ୍ବା ଭିଡିଓ, ଯାହାକୁ ଆପଣ କେବେ ସାର୍ବଜନୀନ କରିନାହାନ୍ତି, ହଠାତ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା। ଏହା କେମିତି ଲାଗିବ? ଏପରି ଅନୁଭବ ହେଲା ଜଣେ ମହିଳା ଓକିଲଙ୍କୁ, ଯିଏ ମାଡ୍ରାସ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି।…