ହରିୟାଣା ଟେନିସ ପ୍ଲେୟାର ହତ୍ୟା ମାମଲା: ନିନ୍ଦା କଲେ ଗ୍ରେଟ୍ ଖଲି, କହିଲେ, ‘ମାନସିକତାର ବିଷୟ’
ନୂଆଦିଲ୍ଲୀ: ହରିୟାଣା ଟେନିସ ପ୍ଲେୟାରଙ୍କୁ ତାଙ୍କ ବାପାଙ୍କ ଦ୍ବାରା ହତ୍ୟା କରାଯିବା ଘଟଣା ଏବେ ସମସ୍ତଙ୍କୁ ସ୍ତବ୍ଧ କରିଥିବା ବେଳେ ଏହାକୁ ନେଇ ନୀତି କିଛି ନା କିଛି ଚାଞ୍ଚଲ୍ୟକର ଖୁଲାସା ହେଉଛି । ଏହାରି ଭିତରେ ଡବ୍ଲୁଡବ୍ଲୁଇ ହଲ୍ ଅଫ୍ ଫେମ୍ ତଥା ବିଜେପି ନେତା ଦଲିପ୍ ସିଂହ ରାଣା, ଯିଏକି…