ବସ୍ ମାଲିକ ସଂଘର ବଡ଼ ଘୋଷଣା; କାଲିଠୁ ସ୍ବଭାବିକ ହେବ ଘରୋଇ ବସ୍ ସେବା
ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍ ଶନିବାର ଠାରୁ ପୁଣି ସ୍ବଭାବିକ ହେବ ଘରୋଇ ବସ୍ ସେବା । କାଲିଠାରୁ ସାରା ରାଜ୍ୟରେ ପୁଣି ଗଡ଼ିବ ସବୁ ଘରୋଇ ବସ୍ । ଏନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘ ଘୋଷଣା କରିଛି । ପୁରୀରେ ଚାଲିଥିବା ଘରୋଇ ବସ୍ ମାଲିକ ସଂଘର ବୈଠକ ପରେ ବସ୍ ଚାଲିବା ନେଇ ନିଷ୍ପତ୍ତି…