‘ଅପରେସନ ସିନ୍ଦୁରରେ ଭାରତର କୌଣସି କ୍ଷତି ନାହିଁ, ବିଦେଶୀ ମିଡିଆ ମିଥ୍ୟା ଖବର ପ୍ରସାରଣ କରିଛି’
ନୂଆଦିଲ୍ଲୀ: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ଅପରେସନ ସିନ୍ଦୂର ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି । NSA ଡୋଭାଲ କହିଛନ୍ତି ଯେ ଅପରେସନ ସିନ୍ଦୂର ସମୟରେ ଭାରତର କୌଣସି କ୍ଷତି ହୋଇନାହିଁ । ବିଦେଶୀ ଗଣମାଧ୍ୟମ ଜାଣିଶୁଣି ମିଥ୍ୟା ଖବର ପ୍ରସାରଣ କରିଛି ଏବଂ ଭାରତର…