Odia Film: ଜାତୀୟ ସ୍ତରରେ ଚମକିଲା ଓଡ଼ିଆ କ୍ଷୁଦ୍ର ଫିଲ୍ମ ‘କାଲି ର ଆଶା’
ଭୁବନେଶ୍ୱର: ଜାତୀୟ ସ୍ତରରେ ଚମକିଲା ଓଡ଼ିଆ କ୍ଷୁଦ୍ର ଫିଲ୍ମ 'କାଲି ର ଆଶା' । କୃଷି ଓ କୃଷକଙ୍କ ଜୀବନକୁ କେନ୍ଦ୍ର କରି ଆୟୋଜିତ ଏହି ଫିଲ୍ମ ଜାତୀୟ ସ୍ତରୀୟ ଫେଷ୍ଟିଭାଲରେ ଚୟନ ହୋଇ ଓଡ଼ିଶାର କାହାଣୀ ଓ ସିନେମାକୁ ଜାତୀୟ ମଞ୍ଚରେ ପହଞ୍ଚାଇଛି । ଯାହା ଓଡ଼ିଆ ଇଣ୍ଡଷ୍ଟ୍ରି ଓ ରାଜ୍ଯ ପାଇଁ…